Browsing Tag

heat wave

ଜଳୁଛି ଅଧା ଓଡ଼ିଶା: ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍‌, ବାରିପଦାରେ ସର୍ବାଧିକ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ତାତି। ଜଳୁଛି ଅଧା ଓଡ଼ିଶା। ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି । ପଶ୍ଚିମ ଓଡ଼ିଶାର ୫ ସହରର ତାପମାତ୍ରା ୪୨ଡିଗ୍ରୀ ଉପରେ ରହିଛି। ସର୍ବାଧିକ ତାପମାତ୍ରା ବାରିପଦାରେ ୪୨ଦଶମିକ ୬ ଡିଗ୍ରୀ ରେକର୍ଡ ହୋଇଛି।…

୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୭ଟି ସହର, ବଲାଙ୍ଗିର ସବୁଠୁ ଉତ୍ତପ୍ତ

ଭୁବନେଶ୍ବର(କେନ୍ୟୁଜ୍): ରାଜ୍ୟର ବିଭିନ୍ନ ସହରରେ ବଢିବାରେ ଲାଗିଛି ତାତି। ୪୦ ଡିଗ୍ରୀ ଉପରେ ରହିଛି ୭ଟି ସହର। ବଲାଙ୍ଗିର ପାଲଟିଛି ସବୁଠୁ ଉତ୍ତପ୍ତ ସହର । ଏଠାରେ ପାରଦ ୪୧.୮ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନବେଳାର ତାପମାତ୍ରା ସ୍ୱାଭାବିକଠାରୁ…

ଉପକୂଳରେ କମୁଛି ତାତି, ପଶ୍ଚିମରେ ଜଳୁଛି: ୪୦ ଡିଗ୍ରୀ ଉପରେ ରହିଛି ୮ ସହର ତାପମାତ୍ରା

ଭୁବନେଶ୍ବର(କେନ୍ୟୁଜ୍): ଉପକୂଳରେ କମୁଛି ତାତି, ପଶ୍ଚିମରେ ଜଳୁଛି । ୪୦ ଡିଗ୍ରୀ ଉପରେ ରହିଛି ୮ ସହର ତାପମାତ୍ରା । ଟିଟଲାଗଡରେ ୪୩.୪ ଡିଗ୍ରୀ ରହିଛି ତାପମାତ୍ରା ।ବଲାଙ୍ଗିର, ଝାରସୁଗୁଡା ଓ ବୌଦ୍ଧରେ ୪୧.୫ ଡିଗ୍ରୀ ରହିଛି ପାରା । ଆଗକୁ ଆହୁରି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଥିବାବେଳେ…

ଆଗାମୀ ୩ ଦିନ ଯାଏ ତାତିରୁ ନାହିଁ ନିସ୍ତାର, ହିଟ୍ ୱେଭ୍ ନେଇ ୪୮ ଘଣ୍ଟାରେ ୫ ଜିଲ୍ଲାକୁ ୟେଲୋ ଆଲର୍ଟ

କେନ୍ୟୁଜ୍(ବ୍ୟୁରୋ):  ତତଲା ତାଓ୍ଵାରେ ସିଝୁଛି ଓଡ଼ିଶା। ଆଗାମୀ ୩ ଦିନ ଯାଏ ନିସ୍ତାର ନାହିଁ । ଆସନ୍ତା ୪୮ ଘଣ୍ଟା ପାଇଁ ହିଟ୍‌ୱେଭ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨୪ ଘଣ୍ଟାରେ ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି ।…

କଲବଲ କରିବ ତାତି: ସ୍ୱାଭାବିକ ଠାରୁ ୩ ଡିଗ୍ରୀ ଯାଏ ବଢିବ ପାରଦ

ଭୁବନେଶ୍ୱର(କେନ୍ୟୁଜ୍): ୩ ଡିଗ୍ରୀ ଯାଏ ବଢିବ ପାରଦ । କଲବଲ କରିବ ତାତି । ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଯାଏ ବଢିବ ପାରଦ । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ୪୦ ଡିଗ୍ରୀ ଉପରେ…

ରାଜ୍ୟରେ ଆହୁରି କଲବଲ କରିବ ତାତି, ୪୧ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ

ଭୁବନେଶ୍ବର(କେନ୍ୟୁଜ): ରାଜ୍ୟରେ ଆହୁରି କଲବଲ କରିବ ତାତି। ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ବଢିବ ପାରଦ । ବିଶେଷକରି ଆଭ୍ୟନ୍ତରୀଣ ଡ଼ିଶାରେ ୪୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇପାରେ। ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠାରୁ ୨ଡିଗ୍ରୀ ତାପମାତ୍ରା ବଢିପାରେ। ପଶ୍ଚିମ…

ଦିନରେ ବଢୁଛି ତାତିର ତେଜ: ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଟିଟିଲାଗଡ଼, ୩୮ ଡିଗ୍ରୀ ଉପରେ ରହିଛି ୮ଟି ସହର

କେନ୍ୟୁଜ୍(ବ୍ୟୁରୋ): ଟିଟିଲାଗଡ଼ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ୪୧.୪ ଡିଗ୍ରୀ ସେଲସିୟସ ସହ ଟିଟିଲାଗଡ଼ ପାଲଟିଛି ତତଲାଗଡ଼। ବଲାଙ୍ଗିରର ତାପମାତ୍ର ରହିଛି ୪୧ଡିଗ୍ରୀ। ବୌଦ୍ଧର ତାପମାତ୍ରା ୩୯ ଡିଗ୍ରୀ ରେକର୍ଡ ହୋଇଛି। ୩୮ ଡିଗ୍ରୀ ଉପରେ ରହିଛି ୮ଟି ସହରରେ ତାପମାତ୍ରା। ଅନୁଗୁଳ, ବାରିପଦା,…

ଆଜିଠାରୁ କମିବ ଗ୍ରୀଷ୍ମ ପ୍ରବାହ: କିଛି ଅଞ୍ଚଳରେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର(କେନ୍ଯୁଜ୍): ଆଜିଠାରୁ କମିବ ଗ୍ରୀଷ୍ମ ପ୍ରବାହ। ରାଜ୍ୟକୁ ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗକୁ ପ୍ରବାହିତ ହେଉଥିବା ଶୁଷ୍କ ଏବଂ ଉତ୍ତପ୍ତ ବାୟୁ ଧୀରେ ଧୀରେ ଦୁର୍ବଳ ହେଉଥିବାବେଳେ ସମୁଦ୍ର ମଧ୍ୟରୁ ଜଳୀୟବାଷ୍ପ ପୂର୍ଣ୍ଣ ଶୀତଳ ବାୟୁର ପ୍ରବାହ ଧୀରେ ଧୀରେ ବୃଦ୍ଧି ଘଟୁଛି। ଏହାର…

ସାରା ରାଜ୍ୟରେ ଅଗ୍ନିବର୍ଷା: ଆଜି ବି ୪୦ ଡିଗ୍ରୀ ସେଲସିୟସ୍‌ ପାର୍, ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର(କେନ୍ଯୁଜ୍): ସାରା ରାଜ୍ୟରେ ଅଗ୍ନିବର୍ଷା। ଡେଉଁଛି ପାରଦ । ବଢୁଛି ତାତି । ରାଜ୍ୟରେ ତାତି ଆଜି ବି ୪୦ ଡିଗ୍ରୀ ସେଲସିୟସ୍‌ ପାର କରିଛି । ୩ଟି ସହର ୪୦ ଉପରେ ରହିଛି। ବଲାଙ୍ଗିରରେ ସର୍ବାଧିକ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆହୁରି ୨ ଦିନ ଛଟପଟ କରିବ ଅସହ୍ୟ ତାତି।…

ଆଜିଠୁ ବଢ଼ିବ ତାତି, ସିଝିବ ଅଧା ଓଡ଼ିଶା: ଆସନ୍ତା ୩ଦିନ ଯାଏ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ବଢ଼ିବ ତାତି । ଆଗାମୀ ୩ଦିନ ଯାଏ ତତଲା କଡେଇରେ ସିଝିବ ଅଧା ଓଡ଼ିଶା । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ପ୍ରବେଶ କରିବ । ଫଳରେ ଆଜିଠୁ ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହିଟେଓ୍ଵଭ୍‌ ସମ୍ଭାବନା ରହିଛି । କିଛି ସ୍ଥାନରେ ପାରଦ…

ବୁଧବାରଠୁ ରାଜ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା, ଏହି ୬ଟି ଜିଲ୍ଲାକୁ IMDର ହିଟ୍‌ୱେଭ୍‌ ଆଲର୍ଟ ଜାରି

ଭୁବନେଶ୍ବର(କେନ୍ଯୁଜ୍): ଡେଉଁଛି ପାରଦ । ବଢୁଛି ତାତି । ବୁଧବାରଠୁ ରାଜ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା। ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଓ ଖୋର୍ଦ୍ଧାରେ ଖରାର ସର୍ବାଧିକ ପ୍ରଭାବ ରହିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ୬ ଜିଲ୍ଲାକୁ IMDର ହିଟ୍‌ୱେଭ୍‌…

ରାଜ୍ୟରେ ବଢୁଛି ତାତି: ୨ରୁ ୩ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ

କେନ୍ୟୁଜ୍(ବ୍ୟୁରୋ):   ରାଜ୍ୟରେ ବଢୁଛି ତାତି । ଆଗାମୀ ୨ରୁ ୩ ଦିନ ମଧ୍ୟରେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଟପିବ । ଏନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ପୂର୍ବାନୁମାନ କରିଛି । ଆଗାମୀ ୩ରୁ ୪…