Below header
Browsing Tag

heat wave

ଆହୁରି ୪ରୁ ୫ ଦିନ ପାଇଁ ଜାରି ରହିବ ଗ୍ରୀଷ୍ମପ୍ରବାହ ରହିବ, ୧୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ): ତାତିଲା ଦିନ, ତତଲା ପାଲଟିଲା ରାତି ।ରାଜ୍ୟରେ ଆହୁରି ୪ରୁ ୫ ଦିନ ପାଇଁ ଗ୍ରୀଷ୍ମପ୍ରବାହ ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୧୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ସୁନ୍ଦରଗଡ଼,ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼, ସୋନପୁର,…

ଦୁଇ ଦିନ ରାଜ୍ୟରେ ଅନୁଭୂତ ହେବ ଅସ୍ୱାଭାବିକ ଗରମ, ୧୩ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ):  ପୁଣି ଗ୍ରୀଷ୍ମଲହରୀ । ତାତିବ ଦିନ । ତତଲା ପାଲଟିବ ରାତି । ଦିନ ରାତି ଅହସ୍ୟ କରିବ ଗରମ ଓ ଗୁଳୁଗୁଳି । ଦୁଇ ଦିନ ରାଜ୍ୟରେ ଅନୁଭୂତ ହେବ ଅସ୍ୱାଭାବିକ ଗରମ । ପଶ୍ଚିମ ତଥା ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ଉତ୍ତପ୍ତ ବାୟୁ ଅଧିକ ସକ୍ରିୟ ଥିବାରୁ ଉପକୂଳ…

ହିଟ୍‌ ହିଟୱେଭ୍  ପାଇଁ ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ):  ଜଳୁଛି ପଶ୍ଚିମ, ଉପକୂଳରେ ରଜ ପାଗ । କଲବଲ କରୁଛି ଅସହ୍ୟ ତାତି । ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆଜିଠୁ ଆସନ୍ତା ୧୮ ଯାଏ ରାଜ୍ୟରେ ସିଭିୟର ହିଟେଓ୍ଵଭ ଅନୁଭୂତ ହେବ । ଏନେଇ IMD ପକ୍ଷରୁ ସୂଚନା ଦିଆଯାଇଛି । ରଜରେ ତତଲା ରହିବ ପାଗ ।…

ତିନି ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମକୋପରୁ ମିଳିବନି ନିସ୍ତାର, ସ୍ୱାଭାବିକଠାରୁ ୩ରୁ ୫ଡିଗ୍ରୀ ଅଧିକ ରହିପାରେ

କେନ୍ୟୁଜ(ବ୍ୟୁରୋ): ଅସହ୍ୟ ତାତି । ପଶ୍ଚିମ ଓଡ଼ିଶା ଆକାଶରୁ ନିଆଁ ପିଣ୍ଡୁଳି ଖସୁଛି । କଲବଲ କରୁଛି ଗ୍ରୀଷ୍ମକୋପ । ସକାଳ ୮ଟାରୁ ଟାଇଁ ଟାଇଁ ଖରା । ଦିନ ବଢ଼ିବା ସହ ତାପମାତ୍ରା ବଢୁଛି । ୧୦ଟା ପରେ ଅସହ୍ୟ ହୋଇ ପଡୁଛି । ସାଢ଼େ ୧୧ଟା ବେଳେକୁ ପାରଦ ଡେଉଁଛି ୪୦ ଡିଗ୍ରୀ । ଗତକାଲି ପଶ୍ଚିମ…

ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା, ଝାରସୁଗୁଡ଼ା ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଅଗ୍ନିବର୍ଷା। ଜଳୁଛି ପଶ୍ଚିମ ଓଡ଼ିଶା, କଲବଲ ଉପକୂଳ ଓଡ଼ିଶା। ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମଲହରୀ। ୮ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି। ଝାରସୁଗୁଡ଼ା ପାଲଟିଛି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ପାରଦ ଛୁଇଁଛି ୪୪.୮ ଡିଗ୍ରୀ…

ଆଗାମୀ ୩ରୁ ୫ଦିନ ଯାଏ ଲାଗି ରହିବ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ। ଟାଣ ଖରା ଓ ପ୍ରବଳ ଗରମରେ ଅସ୍ତବ୍ୟସ୍ତ ଓଡ଼ିଶା। ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ବ୍ୟତିବ୍ୟସ୍ତ କରୁଛି। ଆଗାମୀ ୩ରୁ ୫ଦିନ ଯାଏ ଏଭଳି ସ୍ଥିତି ଲାଗିରହିବ। ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର…

ଆକାଶରୁ ହେଉଛି ଅଗ୍ନିବର୍ଷା, ସକାଳ ୯ଟାରୁ ମାଡ଼ି ଆସୁଛି ଖରା

କେନ୍ୟୁଜ୍(ବ୍ୟୁରୋ): ଡେଉଁଛି ପାରଦ, ବଢୁଛି ତାତି । ଆକାଶରୁ ଅଗ୍ନିବର୍ଷା ହେଉଛି । ଖରା ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସକାଳ ୯ଟାରୁ ମାଡ଼ି ଆସୁଛି ଖରା । ଦିନ ବଢ଼ିବା ସହ ତାତି ବଢୁଛି । ରାଜ୍ୟରେ ଆହୁରି ୫ ଦିନ ଗ୍ରୀଷ୍ମକୋପ । ଜଳିବ ସାରା ଓଡ଼ିଶା । ବିଶେଷ କରି…

ଆଜି ବି ଜଳାଇଲା ତାତି, ନୂଆପଡ଼ାରେ ସର୍ବାଧିକ ଥିଲା ୪୪ ଡିଗ୍ରୀ ସେଲସିୟସ

ଭୁବନେଶ୍ୱର (କେନ୍ୟୁଜ୍‌) : ଦିନକୁ ଦିନ ଆହୁରି ଅସହ୍ୟ ହେବାରେ ଲାଗିଛି ଖରା ତାତି । ପାରଦ ବଢୁଛି ଉପରକୁ । ଆଜି ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ତା ପଛକୁ ଝାରସୁଗୁଡ଼ା ୪୩.୪, ତାଳଚେର ୪୩.୨, ଅନୁଗୁଳ ୪୩.୧ ଡିଗ୍ରୀରେ ଆଜି ସିଝିଛି । ଏହାପରେ ଭୁବନେଶ୍ୱର,…

ଆକାଶରୁ ହେଉଛି ଅଗ୍ନିବର୍ଷା: ଦିନ ସାଢ଼େ ୧୧ଟା ସୁଦ୍ଧା ପାରଦ ୪୦ ଡିଗ୍ରୀ ପାର୍ !

ଭୁବନେଶ୍ୱର(କେନ୍ୟୁଜ୍): ଡେଉଁଛି ପାରଦ, ବଢୁଛି ତାତି । ଆକାଶରୁ ଅଗ୍ନିବର୍ଷା ହେଉଛି । ଟାଇଁ ଟାଇଁ ଖରା । ତାସାଙ୍ଗକୁ ଝାଞ୍ଜି ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସକାଳ ୯ଟାରୁ ମାଡ଼ି ଆସୁଛି ଖରା । ଦିନ ବଢ଼ିବା ସହ ତାତି ବଢୁଛି । ସାଢ଼େ ୧୧ଟା ସୁଦ୍ଧା ପାରଦ ୪୦ ଡିଗ୍ରୀ ପାର…

ଧିରେ ଧିରେ ଗରମ ହେଉଛି ନୀଳଗ୍ରହ, ପ୍ରଭାବିତ ହେବେ ୩୦୦ ଶହ କୋଟି ଲୋକ

କେନ୍ୟୁଜ୍‌(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନର ଧାରା ଯଦି ଏପରି ରୁହେ ପୃଥିବୀର ପ୍ରାୟ ୧୦୦ କୋଟି ଲୋକ ପ୍ରଭାବିତ ହେବେ । ଧିରେ ଧିରେ ତାମମାତ୍ରାରେ ବୃଦ୍ଧି ଜୀବନ ପ୍ରତି ବିପଦ ସୃଷ୍ଟି କରିବ । ଯଦି ଏପରି ଭାବେ ତାପମାତ୍ରାରେ ବୃଦ୍ଧି ହୁଏ ପ୍ରାୟ ୨୦୦ କୋଟି ଲୋକ ବିପଦପୂର୍ଣ୍ମ ତାପ ବଳୟ ଭିତରେ…

ଆହୁରି ୩ ଦିନ ଡହଡହ ଖରାରେ ସିଝିବ ଅଧା ଓଡ଼ିଶା, ୪୫ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା

କେନ୍ୟୁଜ୍(ବ୍ୟୁରୋ): ତାତିରୁ ମିଳୁନି ନିସ୍ତାର। ଆହୁରି ୩ ଦିନ ଡହଡହ ଖରାରେ ସିଝିବ ଅଧା ଓଡ଼ିଶା। ୨୧ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସହରର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଉପରେ ରହିପାରେ। ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି। ସମ୍ବଲପୁର ଓ ଝାରସୁଗୁଡ଼ା ସବୁଠୁ…