Browsing Tag

heavy cold

ବଢିଲା ଶୀତ: ପୁଣି ୩ ଦିନ ଥରିବ ଓଡ଼ିଶା, ଆଜି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର(କେନ୍ଯୁଜ୍): ବଢିଲା ଶୀତ । ପୁଣି ୩ ଦିନ ଥରିବ ଓଡ଼ିଶା। ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଉତ୍ତରା-ପଶ୍ଚିମା ଥଣ୍ଡା ଶୁଷ୍କ ବାୟୁ। ଆସନ୍ତା ୪୮ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ତଳକୁ ଖସିବ ତାପମାତ୍ରା। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର…

ଓଡ଼ିଶାକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ: କାଲିଠୁ ବଢିବ ଶୀତ! ଆସନ୍ତା ୨୪ ଘଣ୍ଟାରେ କିଛି…

ଭୁବନେଶ୍ବର(କେନ୍ଯୁଜ୍): କାଲିଠୁ ବଢିବ ଶୀତ! ଓଡ଼ିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁ ଶୀତ ବଢ଼ିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ସେହିପରି ରାଜ୍ୟର କିଛି ସ୍ଥାନରେ ମଧ୍ୟମରୁ…

ପଶ୍ଚିମ ଝଡ଼ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା, ଆଜିି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଗତ ୨୪ଘଣ୍ଟାରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ୫ଟି ସ୍ଥାନରେ ଘନକୁହୁଡ଼ି ଦେଖାଯାଇଛି। ଆଗାମୀ ୩ଦିନ ଯାଏ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା…

ବଢିବ ତାପମାତ୍ରା କମିବ ଶୀତ: ଘନକୁହୁଡ଼ି ପାଇଁ ଆଜି ୧୧ଟି ଜିଲ୍ଲା ଓ ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର(କେନ୍ଯୁଜ୍): ବଢିବ ଦିନର ତାପମାତ୍ରା। କମିବ ଶୀତ। ଆଗାମୀ ଦିନକ ପରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ପାଇ ୩ରୁ ୪ଡିଗ୍ରୀ ବଢିବା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ରାଜ୍ୟରେ ପାଗ ବର୍ତ୍ତମାନ ଶୁଖିଲା ରହିଛି। ଜାରି ରହିଛି ଶୀତର ପ୍ରକୋପ। ଅଧିକାଂଶ…

ଗତ ୨୪ ଘଣ୍ଟାରେ ରାଜ୍ଯର ସବୁଠୁ ଥଣ୍ଡା ସହର କେନ୍ଦୁଝର, ଘନକୁହୁଡ଼ି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ କମୁଛି ରାତିର ତାପମାତ୍ରା। ଗତ ୨୪ ଘଣ୍ଟାରେ ରାତିର ତାପମାତ୍ରା ଗୋଟିଏ ଦୁଇଟି ସ୍ଥାନରେ ୧ରୁ ୨ଡିଗ୍ରୀ ସେଲସିୟସ ହ୍ରାସ ପାଇଛି। ଆଗାମୀ ୨ଦିନ ମଧ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।…

ଆଗାମୀ ୩ଦିନ ଅସହ୍ୟ ଶୀତରେ ଥରିବ ଓଡିଶା, ଆଜି ଘନକୁହୁଡ଼ି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟକୁ ପୁଣି ଫେରିଛି ଶୀତ। ଆଗାମୀ ୩ଦିନ ଅସହ୍ୟ ଶୀତରେ ଥରିବ ଓଡିଶା। ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଧୀରେ ଧୀରେ କମି ୩ରୁ ୪ଡିଗ୍ରୀ ସେଲସିୟମ ତଳକୁ ଖସିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଗାମୀ ୫ଦିନ ଯାଏ ପାଗ ଶୁଖିଲା…

ରାଜ୍ୟରେ କମୁଛି ଶୀତର ପ୍ରକୋପ, ୧୦ରୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା !

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କମୁଛି ଶୀତର ପ୍ରକୋପ। ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଦୃଷ୍ଟାନ୍ତମୂଳକ ଭାବେ ଅଧିକ ରହିଛି। ସମତଳ ଅଞ୍ଚଳରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ସେଲସିୟମ ରେକର୍ଡ ହୋଇଛି। ରାତିର ତାପମାତ୍ରାରେ ଗତ ୨୪ ଘଣ୍ଟାରେ ବିଶେଷ…

ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ସେଲସିୟସ ତଳେ ୫ଟି ସହରର ତାପମାତ୍ରା

ଭୁବନେଶ୍ବର(କେନ୍ଯୁଜ୍): ଅସହ୍ୟ ଜାଡ଼ରେ ଥରୁଛି ଓଡ଼ିଶା। ଅଧିକାଂଶ ସ୍ଥାନରେ ପାରଦ ୧୦ଡିଗ୍ରୀ ପାଖାପାଖି ରହିଛି। ୧୦ ଡିଗ୍ରୀ ସେଲସିୟସ ତଳେ ରହିଛି ୫ଟି ସହରର ତାପମାତ୍ରା। ସମତଳ ଅଞ୍ଚଳରେ ସୁନ୍ଦରଗଡ଼ର କେରି ଠାରେ ୭.୫ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଥିବା ବେଳେ ପାର୍ବତ୍ୟାଞ୍ଚଳରେ…

ଖସୁଛି ପାରଦ, ବଢୁଛି ଶୀତ: ଆସନ୍ତା ୨ ଦିନ ଧରି ଏହି ୪ ଜିଲ୍ଲାକୁ କୋଲ୍ଡ ୱେଭ୍‌ ସ୍ଥିତି ଜାରି

ଭୁବନେଶ୍ବର(କେନ୍ଯୁଜ୍): ଖସୁଛି ପାରଦ, ବଢୁଛି ଶୀତ। ଆସନ୍ତା ୨ ଦିନ ଧରି ୪ ଜିଲ୍ଲାରେ ପ୍ରବଳ ଶୀତ ସମ୍ଭାବନା ରହିଛି। ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼ ଓ ବଲାଙ୍ଗିରରେ ଶୀତ ଲହରୀ ସତର୍କତା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୪ ଜିଲ୍ଲାକୁ ଶୀତ ଜନିତ କୋଲ୍ଡ…

ପୁଣି ଲେଉଟିବ ଜାଡ: ଆଜି ଓ ଆସନ୍ତାକାଲି ପାଇଁ ୧୮ ଜିଲ୍ଲାରେ ଦେଖା ଦେବ ଘନ କୁହୁଡି

ଭୁବନେଶ୍ବର(କେନ୍ଯୁଜ୍): ପୁଣି ଲେଉଟିବ ଜାଡ। ଆସନ୍ତା ୪ରୁ ୫ଦିନ ମଧ୍ୟରେ ରାଜ୍ୟରେ କମିବ ତାପମାତ୍ରା। ବିଶେଷ କରି ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ରାଜ୍ୟକୁ ପୁଣି ଶୀତ ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ଓ ଆସନ୍ତାକାଲି ପାଇଁ ୧୮ ଜିଲ୍ଲାରେ ଘନ…

ଅସହ୍ୟ ଶୀତରେ ଥରୁଛି ରାଜ୍ୟ: ସବୁଠାରୁ ଥଣ୍ଡା ସହର ଫୁଲବାଣୀ, ୮ଡିଗ୍ରୀ ତଳେ ରହିଛି ୬ଟି ସହରର ପାରଦ

ଭୁବନେଶ୍ବର(କେନ୍ଯୁଜ୍): ଅସହ୍ୟ ଶୀତରେ ଥରୁଛି ରାଜ୍ୟ। ରାଜ୍ୟର ସବୁଠାରୁ ଥଣ୍ଡା ସହର ପାଲଟିଛି ଫୁଲବାଣୀ। ୫ଡିଗ୍ରୀ ତାପମାତ୍ରା ସହ ହୋଇଛି ତୁଷାରପାତ। ୮ଡିଗ୍ରୀ ତଳେ ରହିଛି ୬ଟି ସହରର ପାରଦ। ରାତିରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଛି। ପାଖାପାଖି ୧୨ଟି ସ୍ଥାନର ତାପମାତ୍ରା ୧୦…

ରାଜ୍ୟରେ ହାଡ଼ଭଙ୍ଗା ଜାଡ଼: ୧୫ଟି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ତଳେ ରେକର୍ଡ, ଆସନ୍ତା ୨୪ ଘଣ୍ଟା ପାଇଁ ୫ ଜିଲ୍ଲାକୁ…

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ହାଡ଼ଭଙ୍ଗା ଜାଡ଼ । ପ୍ରବଳ ଥଣ୍ଡାରେ ଥରୁଛି ପୂରା ଓଡ଼ିଶା । ରାତିରେ ଖସୁଛି ପାରଦ । ୧୫ଟି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ତଳେ ରେକର୍ଡ କରାଯାିଛି। ୫ ଡିଗ୍ରୀ ସେଲସିୟସ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର ପାଲଟିଛି। ଦାରିଙ୍ଗିବାଡି, କୋଇଡ଼ା ଓ ଫୁଲବାଣୀରେ…