Browsing Tag

heavy rain in odisha

ଲଗାଣ ବର୍ଷା ଯୋଗୁ ବେହାଲ ସାରା ରାଜ୍ୟ: ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ, ଜମିବାଡ଼ି ଉବୁଟୁବୁ

କେନ୍ୟୁଜ:ପ୍ରବଳ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା। ଦୁଇ ଦିନ ହେଲା ଲଗାଣ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ । ଜମିବାଡ଼ି ଚାରିଆଡେ ପାଣି। ସହରର ବିଭିନ୍ନ ୱାର୍ଡରେ ଲୋକମାନେ ବାହାରକୁ ବାହାରି ପାରୁନାହାନ୍ତି। ଦମକଳ ବାହିନୀ…

ଲଗାଣ ବର୍ଷା ନେଇ ଲୋକସେବା ଭବନରେ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର(କେନ୍ଯୁଜ): ଲଗାଣ ବର୍ଷା ନେଇ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଲୋକସେବା ଭବନରେ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବୈଠକରେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଉପସ୍ଥିତ ରହି ବର୍ତ୍ତମାନର ସ୍ଥିତି ନେଇ ଆଲୋଚନା କରୁଛନ୍ତି। ଅନ୍ୟ ବରିଷ୍ଠ ଅଧିକାରୀ ବି ବୈଠକରେ ସାମିଲ…

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି, ଟ୍ବିନ ସିଟିକୁ ୬ ଘଣ୍ଟା ସତର୍କତା

ଭୁବନେଶ୍ବର (କେନ୍ଯୁଜ): ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଛି ଡିପ୍ରେସନ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା, ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଅତିକ୍ରମ କରିବ । ଏହାର ପ୍ରଭାବରେ…

୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ ଲଘୁଚାପ: ଆଜିଠୁ ୩୦ ଯାଏ ସାରା ରାଜ୍ୟରେ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ବର(କେନ୍ଯୁଜ୍): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ୨୪ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ୱେଲ୍‌ ମାର୍କଡ ଲୋ-ପ୍ରେସରରେ ପରିଣତ ହେବ । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ଦେଇ ଅତିକ୍ରମ କରିବାର…

ଆସୁଛି ଆଉ ଏକ ଲଘୁଚାପ: ଆସନ୍ତାକାଲିଠୁ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ହେବ ପ୍ରବଳ ବର୍ଷା

ଭୁବନେଶ୍ବର(କେନ୍ଯୁଜ୍): ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୮ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା । ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବ । ଲଘୁଚାପ ପ୍ରଭାବରେ ୨୭ ତାରିଖରେ…

୭,୮, ଓ ୯ ପ୍ରବଳ ବର୍ଷିବ ରାଜ୍ୟରେ

ଭୁବନେଶ୍ୱର : ଆଗାମୀ ୪ ଦିନ ରାଜ୍ୟରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷିବ । ଏପରି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୭, ୮ ଓ ୯ ତାରିଖ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୭ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା,…

ଲଗାଣ ବର୍ଷାରେ ବେହାଲ ଟୁଇନ୍‌ ସିଟି, ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ପାଣି

ଭୁବନେଶ୍ୱର (କେନ୍ୟୁଜ୍‌) : ଏବେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମୀ ବର୍ଷା ଜାରି ରହିଛି । ଏହି ଲଗାଣ ବର୍ଷାରେ ବୁଡ଼ି ଯାଇଛି ଟ୍ଵିିନ୍‌ସିଟି। ରାସ୍ତାରେ ଲହଡି ଭାଙ୍ଗୁଛି ପାଣି। ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏଭଳି…

୧୦ରୁ ୧୪ ମଧ୍ୟରେ ରାଜ୍ଯରେ ପ୍ରବଳ ବର୍ଷା! ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ, ଡିପ୍‌ ଡିପ୍ରେସନରେ ପରିଣତ ହୋଇପାରେ…

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ କେରଳ ଛୁଇଁବା ପରେ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି । ଦକ୍ଷିଣ ଆରବ ସାଗର, ସେଣ୍ଟ୍ରାଲ ଆରବ ସାଗର ଓ ଲାକ୍ଷାଦ୍ୱୀପର ବାକି ଅଂଶକୁ ଛୁଇଁଛି ମୌସୁମୀ । ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର…

କାଲିଠୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର (କେନ୍ୟୁଜ) : ଆସନ୍ତା ୨୦ ଯାଏଁ ବର୍ଷା ଆଲର୍ଟ। କାଲିଠୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ୧୯ ତାରିଖ ପାଇଁ ୧୨ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢ଼େଙ୍ଗାନାଳ,…

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ନେଲା ଅବପାତର ରୂପ, ଓଡ଼ିଶା ଉପରେ ନାହିଁ ଏହାର କୌଣସି ପ୍ରଭାବ

ଭୁବନେଶ୍ବର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ନେଲା ଅବପାତର ରୂପ । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଶ୍ରୀଲଙ୍କା ଓ ଦକ୍ଷିଣ ଭାରତ ଉପକୂଳ ଛୁଇଁବା ପୂର୍ବରୁ ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ । ଡିସେମ୍ବର ୨ତାରିଖ…

ବାତ୍ଯା ‘ନିଭାର’ ପ୍ରଭାବରେ ରାଜ୍ୟରେ ବଢିବାରେ ଲାଗିଛି ଶୀତର ପ୍ରକୋପ, ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା…

ଭୁବନେଶ୍ବର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ଧିରେ ଧିରେ ବଢିବାରେ ଲାଗିଛି ଶୀତର ପ୍ରକୋପ । ନିଭାର ପ୍ରଭାବରେ ଥଣ୍ଡା ଆହୁରି ବଢିଯାଇଛି । ଶୀତ ସାଙ୍ଗକୁ ମେଘୁଆ ପାଗ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି । ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା…

ପିଛା ଛାଡୁନି ବର୍ଷା: ଉତ୍ତର ଆଣ୍ଡାମାନ ସାଗରରେ ୨୯ ଓ ୩୦ ତାରିଖ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଉପରେ ଅବପାତ ସକ୍ରୀୟ । ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଗତି କରୁଛି ଡିପ୍ରେସନ୍‌ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ…