କାଳ ସାଜିଛି କଳାପଥର: ମାଟି ଅତଡ଼ା ଧସିବା ଘଟଣା, ୨୪ ଘଣ୍ଟା ପରେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ
ଯାଜପୁର (କେନ୍ୟୁଜ): ଯାଜପୁର ଡଙ୍କାରି ପାହାଡ଼ର କଳାପଥର ଖାଦାନରେ ଅଘଟଣ । ମାଟି ଅତଡ଼ା ଧସିବା ଫଳରେ ପାଖା ପାଖି ପ୍ରାୟ ଶହେ ଟ୍ରିପ କଳାପଥର ଖସି ପଡ଼ିଛି । ଆଉ ଏହାରି ଭିତରେ ଜଣେ ଚାପି ହୋଇ ମୃତ୍ୟୁବରଣ କରିଥିବାବେଳେ ଏକାଧିକ ଶ୍ରମିକ ନିଖୋଜ ଥିବା ଆଶଙ୍କା କରାଯାଉଛି । ପେଟ ପାଇଁ ଖଦାନରେ କାମ କରୁଥିବା ବେଳେ ଗତକାଲି ଏଭଳି ଏକ ଦୁଃଖଦ ଦୁର୍ଘଟଣା ଘଟିଥିଲା ।
ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନରେ ରହିଛି ଡଙ୍କାରୀ…
Read More...