ନିଜର ୪୪ତମ ବାର୍ଷିକୀରେ ପୁଣିଥରେ ବିବାହ କଲେ କି ଧର୍ମେନ୍ଦ୍ର-ହେମା, ଫୁଲମାଳ ପିନ୍ଧିଥିବା ଫଟୋ ଭାଇରାଲ
ବଲିଉଡର ମୋଷ୍ଟ୍ ପପୁଲାର କପଲ୍ଙ୍କ ମଧ୍ୟରୁ ଧର୍ମେନ୍ଦ୍ର ଓ ହେମା ମାଳିନୀ ଅନ୍ୟତମ । ଗତକାଲି ମେ’ ୨ରେ ଧର୍ମେନ୍ଦ୍ର ଓ ହେମା ପାଳନ କରିଥିଲେ ସେମାନଙ୍କ ୪୪ତମ ବିବାହ ବାର୍ଷିକୀ । ଭେଟେରାନ ଅଭିନେତ୍ରୀ ସ୍ୱାମୀ ଧର୍ମେନ୍ଦ୍ରଙ୍କ ସହିତ ୪୪ତମ ବିବାହ ବାର୍ଷିକୀର କିଛି ସୁନ୍ଦର ଫଟୋ ସୋସିଆଲ…