Browsing Tag

hidden camera

ଜଙ୍ଗଲ ଭିତରୁ କ୍ୟାମେରା ଚୋରି କଲାବେଳେ ଧରା ପଡ଼ିଲା ସିଂହ

ଜଙ୍ଗଲରୁ କ୍ୟାମେରା ଚୋରେଇ ନେଲା ସିଂହ । ଆଉ ଚୋରି କଲାବେଳେ ରେକର୍ଡ ହେଲା ଚୋରି ହେବାର ଦୃଶ୍ୟ । ଆପଣଙ୍କୁ କଥାଟା ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଗୋଟିଏ ସିଂହ ସତରେ ଏଭଳି କିଛି କରିଥିବାର ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ @yourclipss ନାମକ ଏକ ଆକାଉଣ୍ଟରୁ…

ହାଇଦ୍ରାବାଦ: ମାଲିକ ଭଡ଼ା ଘରେ ଲଗାଇଥିଲେ ଗୁପ୍ତ କ୍ୟାମେରା, ମୋବାଇଲ୍‌ରେ ଦେଖୁଥିଲେ ଯୁବତୀଙ୍କ ଭିଡିଓ; ପୋଲିସ କଲା…

ହାଇଦ୍ରାବାଦରେ ଜଣେ ଘର ମାଲିକଙ୍କ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି। ସେ ଜଣେ ଯୁବତୀଙ୍କୁ ଭଡ଼ାରେ ଦେଇଥିବା କୋଠରୀରେ ଗୁପ୍ତ କ୍ୟାମେରା ଲଗାଇଥିଲେ। ଏହାର ଆକ୍ସେସ୍‌ ସେ ନିଜ କମ୍ପ୍ୟୁଟର ଏବଂ ମୋବାଇଲରେ ନେଇଥିଲେ। ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି। ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ…

ହୋଟେଲ ରୁମ, ଟ୍ରାଏଲ ରୁମ କିମ୍ବା ବାଥରୁମରେ କ୍ୟାମେରା ଅଛି କି ନାହିଁ କେମିତି ଜାଣିବେ ଜାଣନ୍ତୁ

ସପିଂ କରିବା ସବୁ ମହିଳାଙ୍କୁ ବହୁତ ପସନ୍ଦ। ସପିଂ ସମୟରେ ସବୁବେଳେ ଯୁବତୀମାନେ ନିଜ ପସନ୍ଦର ପୋଷାକକୁ ନେଇ ଠିକ ଠାକ ଫିଟିଙ୍ଗ ହେଉଛି କି ନାହିଁ ଦେଖିବା ପାଇଁ ଟ୍ରାଏଲ ରୁମରେ ଟ୍ରାଏ କରନ୍ତି। କିନ୍ତୁ ଏହି ସମୟରେ ଏହି ଭୟ ବି ମନରେ ଆସିଥାଏ ସେଠାରେ ହିଡେନ କ୍ୟାମେରା ତ ଲାଗିନି। ଏହି…

ଗୁପ୍ତ କ୍ୟାମେରାରେ ସୁଟିଂ କରାଯାଉଛି ମହିଳାଙ୍କ ବେଡରୁମ୍ ଓ ଗାଧୁଆ ବେଳର ଫଟୋ, ଟେର ପାଉନି ପୋଲିସ

ବିଜ୍ଞାନ ଯେତିକି ଅଗ୍ରଗତି କରୁଛି ଅପରାଧ ମଧ୍ୟ ସେହି ପରିମାଣରେ ବୃଦ୍ଧି ପାଉଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଦକ୍ଷିଣ କୋରିଆରେ। ଏଠାରେ ଗତ କିଛି ବର୍ଷ ହେବ ଏକ ନୂଆ ଧରଣର ଅପରାଧ ସାମ୍ନାକୁ ଆସିଛି। ଏଠାରେ ଲୋକଙ୍କ ଅନୁମତି ବିନା ସେମାନଙ୍କର ନଗ୍ନ ଫଟୋ ଉତ୍ତୋଳନ କରାଯାଉଛି।…

ଟ୍ରାଏଲ ରୁମରେ ହିଡେନ୍‌ କ୍ୟାମେରା, ୨ ଯୁବକଙ୍କୁ ପୋଲିସ ହାତରେ ଧରାଇଦେଲେ ଯୁବତୀ

ନାଗପୁରର ଏକ ରେଡିମେଡ୍‌ ଶୋ’ରୁମ ଟ୍ରାଏଲ ରୁମରେ ପୋଷାକ ବଦଳାଇବାକୁ ଯାଇଥିବା ଜଣେ ଯୁବତୀଙ୍କ ଭିଡିଓ ବନାଯିବା ଘଟଣା ଏବେ ସାମ୍ନାକୁ ଆସିଛି। କିନ୍ତୁ ଯୁବତୀ ଜଣକ ଏମିତି ବାହାଦୂରୀ ଦେଖାଇଛନ୍ତି ଯେ, ଘଟଣାରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଏବେ ପୋଲିସ ଧରିନେଇଛି। ସୂଚନା ମୁତାବକ, ଉକ୍ତ…