Browsing Tag

high security

ସିଏମ୍‌ ଯୋଗୀ, କେନ୍ଦ୍ର ମନ୍ତ୍ରୀ ରାଜନାଥଙ୍କ ସମେତ ଏହି ଭିଆଇପିଙ୍କ ସୁରକ୍ଷାରୁ ହଟିବ NSG, ମୁତୟନ ହେବେ…

କେନ୍ଦ୍ର ସରକାର ଦେଶର ପ୍ରମୁଖ ନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରୀ ସୂତ୍ର ଅନୁସାରେ, ସରକାର ଭିଆଇପି ସୁରକ୍ଷାରୁ NSG (ଏନଏସଜି)କୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଅତ୍ୟଧିକ ବିପଦପୂର୍ଣ୍ଣ ୯ ଜଣ ଭିଆଇପିଙ୍କ…

ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ବଢିଲା ସଲମାନ ଖାନଙ୍କ ସୁରକ୍ଷା, ମିଳିଲା ଓ୍ୱାଇ ପ୍ଲସ ସିକ୍ୟୁରିଟି

ଏନସିପି ନେତା ବାବା ସିଦ୍ଦିକିକୁ ହତ୍ୟା ପରେ ବଢିଲା ସଲମାନ ଖାନଙ୍କ ସୁରକ୍ଷା । ସଲମାନଙ୍କୁ ଓ୍ୱାଇ ପ୍ଲସ ସିକ୍ୟୁରିଟି ମିଳିଛି । ୧୨ ଅକ୍ଟୋବରରେ ସିଦ୍ଦିକିଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସିଦ୍ଦିକୀଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି । ସିଦ୍ଦିକିଙ୍କ…

ଆନ୍ଧ୍ର ସରକାରଙ୍କ ବଡ଼ ଖୁଲାସା, ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସୁରକ୍ଷାରେ ଥିଲେ ୯୮୬ ସୁରକ୍ଷା କର୍ମୀ

ଆନ୍ଧ୍ର ପ୍ରଦେଶ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା YSRCP ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କୁ ନେଇ ଏକ ବଡ଼ ଖୁଲାସା କରିଛି । ସରକାର କହିଛନ୍ତି ଯେ ପୂର୍ବତନ ସିଏମ୍‌ଙ୍କ ସୁରକ୍ଷାରେ ୨୪ ଘଣ୍ଟା ୯୮୬ ସୁରକ୍ଷା କର୍ମୀ ମୁତୟନ ରହିଥିଲେ । ବିଶାଖାପାଟଣାରେ ୫୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରି…

ଶପଥ ଗ୍ରହଣ ସମାରୋହ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଦିନ ୨ରୁ ଜୟଦେବବିହାର-ନାଲକୋ ଛକ ରାସ୍ତା ବନ୍ଦ

ଭୁବନେଶ୍ୱର (କେନ୍ୟୁଜ): ଆଜି ନୂଆ ସରକାରର ଶପଥ ଗ୍ରହଣ ସମାରୋହ। ଅପରାହ୍ଣ ୫ଟାରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୩୦ ହଜାର ଲୋକଙ୍କ ସମାଗମ ହେବେ। ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ବିଜେପି ଶାସିତ ରାଜ୍ୟଗୁଡ଼ିକରେ…

ଟି୨୦ ବିଶ୍ୱକପ ୨୦୨୪: ଭାରତୀୟ ଖେଳାଳିଙ୍କୁ ରାଷ୍ଟ୍ରପତି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ISIS ଠାରୁ ମିଳିଥିଲା ଧମକ

ଆଜି ଟି୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ପରସ୍ପର ମୁହାଁମୁହିଁ ହେବେ । ତେଣୁ ଏହି ମ୍ୟାଚ ପାଇଁ ପୂର୍ବରୁ ଆଇଏସଆଇଏସ ତରଫରୁ ଧମକ ମିଳିବା ପରେ ଖେଳାଳିଙ୍କ ସୁରକ୍ଷା ବଢାଇ ଦିଆଯାଇଥିଲା । ମ୍ୟାଚ ସମୟରେ…

ଅଯୋଧ୍ୟାରେ କଡା ସୁରକ୍ଷା : AI ଟେକନିକରେ ରଖାଯାଉଛି ନଜର, ପ୍ରତିଟି ସ୍ଥାନରେ ବ୍ଲାକ୍‌ କ୍ୟାଟ କମାଣ୍ଡୋ ଓ ପୋଲିସ

ସମଗ୍ର ଦେଶବାସୀ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହିତ ରହିଛନ୍ତି । ଆଉ ଏଥିପାଇଁ ଆଜିଠାରୁ ଅଯୋଧ୍ୟା ନଗରୀରେ ଅଭେଦ୍ୟ ସୁରକ୍ଷା । ପ୍ରବେଶ ମାର୍ଗରୁ ମନ୍ଦିର ପ୍ରାଙ୍ଗଣ ପର୍ଯ୍ୟନ୍ତ ପ୍ରତିଟି ସ୍ଥାନରେ ପୋଲିସ ଓ ଏଟିଏସ କମାଣ୍ଡୋ ମୁତୟନ କରାଯାଇଛି । ଅଯୋଧ୍ୟା ଉପରେ କଡ଼ା ନଜର ରଖିବା…

ଜଳ, ସ୍ଥଳ, ଏବଂ ଆକାଶ ତିନି ପାର୍ଶ୍ୱରୁ ସୁରକ୍ଷିତ ହେବ ରାମ ମନ୍ଦିର, ସୁରକ୍ଷା ଯୋଜନାରେ ଖର୍ଚ୍ଚ ହେବ ୩୮ କୋଟି ଟଙ୍କା

ଶ୍ରୀରାମ ମନ୍ଦିରର ସୁରକ୍ଷା ଯୋଜନାକୁ ନେଇ ଚାଲିଛି ପ୍ରସ୍ତୁତି । ଏହି ଯୋଜନାରେ ପାଖାପାଖି ୩୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପାଣ୍ଠିକୁ ଅନୁମୋଦନ କରାଯାଇଛି ଏବଂ ନିର୍ମାଣର ସମସ୍ତ ଦାୟିତ୍ୱ ୟୁପି ନିର୍ମାଣ ନିଗମକୁ ହସ୍ତାନ୍ତର କରାଯାଇଛି । ତେବେ ଆସନ୍ତା କିଛି ଦିନ ମଧ୍ୟରେ ଏହାର ଡିପିଆର…

ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମାମଲା: ପୁଣି ମାସେ ବଢିଲା ସମୟ

ଭୁବନେଶ୍ୱର(କେନ୍ୟୁଜ୍): ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମାମଲା। ପୁଣି ମାସେ ବଢିଲା ସମୟ। ନମ୍ବର ଶେଷରେ ୧, ୨, ୩ ଓ ୪ ନମ୍ବର ପାଇଁ ଆଉ ମାସେ ସମୟ ସୀମା ବୃଦ୍ଧି ହୋଇଛି। ଡିସେମ୍ବର ୩୧ ଯାଏଁ ସମୟ ସୀମା ବୃଦ୍ଧି କରାଯିବ ବୋଲି ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଏନେଇ ପରିବହନ…

ଧମକ ପରେ ଅଲଇଣ୍ଡିଆ ଇମାମ ସଂଗଠନ ମୁଖ୍ୟ ଉମର ଅହମ୍ମଦ ଇଲିଆସିଙ୍କୁ ‘ଓ୍ଵାଇ’ ପ୍ଲସ୍ ସିକ୍ୟୁରିଟି

ନୂଆଦିଲ୍ଲୀ: ଅଲଇଣ୍ଡିଆ ଇମାମ ସଂଗଠନ ମୁଖ୍ୟ ଉମର ଅହମ୍ମଦ ଇଲିଆସିଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଛି ଓ୍ଵାଇ ପ୍ଲସ୍ ସୁରକ୍ଷା। ଏହି ସୁରକ୍ଷା ପାଇଁ ଇଲିଆସି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ମଝିରେ ମଝିରେ ଅନେକ ଥର ଧମକ ଆସିଛି। ଇଂଲଣ୍ଡ ନମ୍ବରରୁ…

ସିଜନର ପ୍ରଥମ ଆମ୍ବକୁ ମିଳିଲା ‘Z+’ ସିକ୍ୟୁରିଟି! ଟେକା ମାରିବାକୁ ବି ଥରୁଛନ୍ତି ଲୋକେ

ଖରାଦିନ ଆରମ୍ଭ ହେଉଣୁ ସେପଟେ ଆମ୍ବ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଆମ୍ବ ବିନା ଗ୍ରୀଷ୍ମ ଋତୁ ସତେ ଯେପରି ଅଧୁରା। ଯେମିତି ଖରାଦିନ ଆରମ୍ଭ ହୁଏ, ସେମିତି ବଜାରରେ ଭଳିିକି ଭଳି ଆମ୍ବର ପସରା ମେଲେ। ଆମେ ସମସ୍ତେ ତ ଆମ୍ବ ଗଛ ଦେଖିଛେ, କିନ୍ତୁ ଯେଉଁମାନେ ଗାଁରେ ରୁହନ୍ତି, ସେମାନଙ୍କୁ ଭଲ ଭାବେ…

ସ୍ୱାଧୀନତା ଦିବସ ପୂର୍ବରୁ ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ସମ୍ବେଦନଶୀଳ ସ୍ଥାନମାନଙ୍କରେ ସେନା…

ଭୁବନେଶ୍ବର (କେନ୍ୟୁଜ୍): ସ୍ୱାଧୀନତା ଦିବସ ପୂର୍ବରୁ ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । କନ୍ଧମାଳ ଜିଲ୍ଲାରେ ଧୁମଧାମରେ ପାଳିତ ହେବ ସ୍ୱାଧୀନତା ଦିବସ । ଏଥିପାଇଁ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ତୀକ୍ଷ୍‌ଣ ନଜର ରଖିଛି ପୋଲିସ । ଜିଲ୍ଲାର ସମସ୍ତ ସମ୍ବେଦନଶୀଳ ଓ ଅତି…