Browsing Tag

history

ହାମାସ କଣ ଏବଂ ଏହାର ଇସ୍ରାଏଲ ସହିତ କଣ ରହିଛି ଶତ୍ରୁତା

ଉଗ୍ର ରୂପ ଧାରଣ କରିଛି ଇସ୍ରାଏଲ୍‌ ହାମାସ ଯୁଦ୍ଧ । ଏହି ଯୁଦ୍ଧ ଥମିବାର ନାଁ ନେଉନି । ଉଭୟ ପକ୍ଷରୁ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ହଜାର ହଜାର ଲୋକ ଗୁରୁତର ଆହତ ହୋଇଛନ୍ତି । ଅନେକ ଲୋକ ଏବେ ବି ବନ୍ଦୀ ହୋଇ ରହିଛନ୍ତି । ଇସ୍ରାଏଲ୍‌ ଉପରେ ହାମାସର ଆକ୍ରମଣ ଏବଂ ତା ପରେ…

କେଉଁ ସ୍ଥାନରେ ହୋଇଥିଲା ସୃଷ୍ଟିର ପ୍ରଥମ ଯଜ୍ଞ, ଜାଣନ୍ତୁ ଭାରତର ୬ ପ୍ରାଚୀନ ସହରର ଇତିହାସ

(କେନ୍ୟୁଜ ବ୍ୟୁରୋ): ଧାର୍ମିକ ଦୃଷ୍ଟିରୁ ଭାରତ ଦେଶ ବିଦେଶରେ ବେଶ ପରିଚିତ । ଭାରତରେ ଏପରି ଅନେକ ରାଜ୍ୟ ଅଛି ଯାହାର ଆଧ୍ୟାତ୍ମିକ ଇତିହାସ ରହିଛି । ଏହି ପ୍ରାଚୀନ ସହର ବିଷୟରେ ଆପଣ ହୁଏତ ଜାଣି ନଥିବେ । ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ସହର ମାନଙ୍କର ଇତିହାସ । ୫ ହଜାର ବର୍ଷରୁ…

ଖନନ ବେଳେ ମିଳିଲା ପିତ୍ତଳ କଳସ ଭର୍ତ୍ତି ଭିକ୍ଟୋରିଆ କାଳର ଚାନ୍ଦି ମୁଦ୍ରା, ଶ୍ରମିକ ନେଇ ଫେରାର୍‌, ମାତ୍ର ୧୪୦ଟି ଜବତ…

ରାଜସ୍ଥାନର ଧୌଲପୁର ଜିଲା ସୈପଉ ଉପଖଣ୍ଡରୁ ଏକ ପୁରାତନ ଭବନ ଖନନ ବେଳେ କଳସ ଭର୍ତ୍ତି ଚାନ୍ଦି ମୁଦ୍ରା ମିଳିଛି। କଳସ ମଧ୍ୟ ପିତ୍ତଳର ଥିବା ଜଣାପଡ଼ିଛି। ଏକ ସମୟରେ ଏତେଗୁଡ଼ିଏ ଚାନ୍ଦି ମୁଦ୍ରା ଦେଖି ଖନନ କରୁଥିବା ଶ୍ରମିକ ତାଜୁବ ହୋଇଯାଇଥିଲେ। ଘଟଣା ଧୀରେ ଧୀରେ ଆଖପାଖ ଅଞ୍ଚଳରୁ…

ଏକା ୪୦ଜଣ ଯୋଦ୍ଧାଙ୍କ ସହିତ ସମାନ ଥିଲେ ଏହି ସମ୍ରାଟ, ସାଧାରଣ ମଣିଷରୁ କେମିତି ହେଲେ ସମ୍ରାଟ

ପୃଥିବୀରେ ଏମିତି ଅନେକ ରାଜା ମହାରାଜା ବା ସମ୍ରାଟ ଅଛନ୍ତି ଯାହାଙ୍କ ନାମ ଇତିହାସରେ ସବୁଦିନ ପାଇଁ ଅମର ହୋଇଯାଇଛି। ଏହିଭଳି ଜଣେ ଯୋଦ୍ଧା ଥିଲେ ଫ୍ରାନ୍ସର ମହାନ ବାଦଶାହା ବୋଲାଉଥିବା ନେପୋଲିୟନ ବୋନାପାର୍ଟ। ସେ ପୃଥିବୀର ଏକ ବୃହତ ଅଂଶକୁ କବ୍‌ଜା କରିଥିଲେ। ୧୭୬୯ ମସିହା ଅଗଷ୍ଟ ୧୫ ତାରିଖରେ…

ପ୍ରତିଦିନ ବିଷାକ୍ତ ହୋଇଯାଉଥିଲା ଏହି ସୁଲତାନଙ୍କ ପୋଷାକ, ଖାଉଥିଲେ ୩୫ କିଲୋ ଖାଦ୍ୟ ଏବଂ ସେବନ କରୁଥିଲେ ବିଷ

ଇତିହାସରେ ଏମିତି କେତେଜଣ ରାଜା, ମହାରାଜାଙ୍କ ନାଁ ଲିପିବଦ୍ଧ ହୋଇ ରହିଛି, ଯେଉଁମାନଙ୍କ ଜୀବନ ଅନେକ ରହସ୍ୟର ଭରପୂର ଥିଲା। ଆଜି ଆମେ ଆପଣଙ୍କୁ ଏମିତି ଜଣେ ସୁଲତାନଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଦିନକୁ ୩୫ କିଲୋ ଖାଦ୍ୟ ଖାଇଯାଉଥିଲେ। ସେ ହେଉଛନ୍ତି ଗୁଜରାଟର ୬ଷ୍ଠ ତମ ସୁଲତାନ ମହମ୍ମୁଦ…

ଭାରତର ପ୍ରଥମ ଏସି ବଗି ଟ୍ରେନ, ଯେଉଁଥିରେ ଯାତ୍ରୀଙ୍କୁ ଗରମରୁ ରକ୍ଷା ପାଇଁ ବ୍ୟବହାର କରାଯାଉଥିଲା ଆଇସ୍‌ ବ୍ଲକ

ଆପଣ ଆଜିକାଲି ଟ୍ରେନରେ ଦୂରଯାତ୍ରା କରିବା ପାଇଁ ଏସି ବଗିରେ ରିଜରଭେସନ କରୁଛନ୍ତି ନିଶ୍ଚିତ। ଏହାଦ୍ୱାରା ଆପଣ କୌଣସି ସ୍ଥାନକୁ ଆରାମରେ ପହଞ୍ଚିପାରୁଛନ୍ତି। କିନ୍ତୁ ଆପଣ ଜାଣନ୍ତି କି, କେବେ ଏହି ଟ୍ରେନ ଆରମ୍ଭ ହୋଇଥିଲା। କିପରି ଯାତ୍ରୀଙ୍କୁ ଥଣ୍ଡା ଦେବା ପାଇଁ ବିଭିନ୍ନ କୌଶଳ…

‘କଳା ଆମ୍ବ’ ଗଛକୁ କାଟିଲେ ବାହାରୁଥିଲା ରକ୍ତ, ଜାଣନ୍ତୁ ଏଭଳି ନାମକରଣ ପଛରେ କ’ଣ ରହିଛି କାରଣ

ପ୍ରତ୍ୟେକ ଜାଗାର ନାଁ ପଛରେ ରହିଛି କିଛି ନା କିଛି କାରଣ, ଯାହାକୁ ଖୁବ୍‌ କମ୍‌ ଲୋକ ଜାଣିଥାଆନ୍ତି। ଏମିତି ଏକ ଜାଗା ହେଉଛି ‘କାଲା ଆମ୍ବ ଅର୍ଥାତ୍‌ କଳା ଆମ୍ବ’। କୁହାଯାଏ, ଏଠାରେ ତୃତୀୟ ପାନିପତ୍‌ ଯୁଦ୍ଧ ହୋଇଥିଲା। ଏହି ଜାଗାର ନାଁ ଏକ ଆମ୍ବ ଗଛ ଯୋଗୁ ରଖାଯାଇଛି, ଯାହାକୁ କାଟିଲେ ସେଥିରୁ…

କେମିତି ହୋଇଥିଲା ଇନ୍ଦିରା ଓ ଫିରୋଜଙ୍କ ବିବାହ, ଜାଣିବେ ଆସନ୍ତୁ

ଗାନ୍ଧୀ ପରିବାରର ଦେଶ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ ଭୂମିକା ରହିଆସିଛି ।ଏହି ପରିବାରର ସଦସ୍ୟ ସବୁ ସମୟରେ ଚର୍ଚ୍ଚାର ପରିସରରେ ରହିଥାନ୍ତି। ସେ ଦେଶ ରାଜନୀତି ପାଇଁ ହେଉ ବା ନିଜ ବ୍ୟକ୍ତିଗତ ଜୀବନ ପାଇଁ ହେଉ। ତେଣୁ ସେହି ପରିବାରର ପ୍ରତିଟି ସଦସ୍ୟ ଭାରତର ସାଧାରଣ ଜନ ସାଧାରଣଙ୍କ ମଧ୍ୟରେ…

ଇତିହାସ ଆଇନାରେ ୧୯ ଜୁଲାଇ : ଜାଣନ୍ତୁ ବିଶ୍ବ ଏବଂ ଭାରତରେ ଆଜିର ଦିନରେ କଣ ଘଟିଥିଲା

୧୫୧୦ : ଇରାନରେ ୩୮ ଇହୁଦୀଙ୍କୁ ଜୀଅନ୍ତା ଜଳାଇ ଦିଆଯାଇଥିଲା । ୧୫୫୩ : ୧୫ ବର୍ଷୀୟା ଲେଡି ଜୈନ୍ ଗ୍ରେଙ୍କୁ ୯ ଦିନ ପରେ ଇଂଲଣ୍ଡର ମହାରାଣୀ ରୂପରେ ଅପଦସ୍ଥ କରାଯାଇଥିଲା । ୧୭୦୨ : କିଙ୍ଗ୍ ଚାର୍ଲସଙ୍କ ନେତୃତ୍ୱରେ ସ୍ବିଡେନର ସେନା ଚେକ୍ ଗଣରାଜ୍ୟର କ୍ରେକୋବ୍ ସହରରେ କବଜା କରିଥିଲା ।…

ଇତିହାସ ପୃଷ୍ଠାରେ ୧୬ ଜୁଲାଇ : ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଦିନରେ ଭାରତ ଏବଂ ବିଶ୍ବରେ କଣ କଣ ଘଟିଥିଲା

୧୪୩୯ – ଇଂଲଣ୍ଡରେ ସଂକ୍ରମିତ ରୋଗ ହେବା ଡରରେ ଚୁମ୍ବନ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ୧୫୧୯ : ମାର୍ଟିନ୍ ଲୁଥର କିଙ୍ଗ୍ ଏବଂ ଧର୍ମଗୁରୁ ଜନ୍ ଏକଙ୍କ ମଧ୍ୟରେ ଲେପଜିଗର ଫ୍ଲେସିନବର୍ଗ କାସେଲରେ ସାର୍ବଜନିକ କଥା କଟା କଟି ହୋଇଥିଲା । ୧୬୬୧ – ୟୁରୋପର ଷ୍ଟେକହୋମ୍ ବ୍ଯାଙ୍କରେ ପ୍ରଥମ…

ଇତିହାସର ଆଇନାରେ ଜୁଲାଇ ୧୫ : ଗୋଟିଏ କ୍ଲିକରେ ପଢନ୍ତୁ ଆଜିର ଦିନରେ ଭାରତ ଏବଂ ବିଶ୍ବରେ କଣ କଣ ଘଟିଥିଲା

୧୬୬୨ : ଦ୍ବିତୀୟ କିଙ୍ଗ୍ ଚାର୍ଲ୍ସ  ଲଣ୍ଡନରେ ରୟାଲ୍ ସୋସାଇଟିକୁ ଅଧିନିୟମ କରିଥିଲେ ୧୭୯୫ : ମାର୍ସେଲିଆଙ୍କୁ ଫ୍ରାନ୍ସର ରାଷ୍ଟ୍ରୀୟ ଗୀତ ଘୋଷଣା କରାଯାଇଥିଲା ୧୮୬୪ : ଆମେରିକାରେ କଏଦୀ ମାନଙ୍କୁ ନେଇ ଯାଉଥିବା ଏକ ଯାତ୍ରୀ ଟ୍ରେନ୍ ମାଲବାହୀ ଟ୍ରେନ୍ ସହ ଧକ୍କା ହେବା ଫଳରେ ୬୫ ଜଣଙ୍କ…