Browsing Tag

hockey world cup

ବଢ଼ୁଛି ହକି ବିଶ୍ବକପ ଉତ୍କଣ୍ଠା: ଖେଳାଳିମାନେ ରହିବାକୁ ଥିବା ବିଭିନ୍ନ ହୋଟେଲ ବୁଲି ଦେଖିଲେ ଡିସିପି ପ୍ରତୀକ ସିଂ

ଭୁବନେଶ୍ୱର (କେନ୍ୟୁଜ): ହକି ବିଶ୍ୱକପ ପୂର୍ବରୁ ଖେଳାଳିମାନେ ରହିବାକୁ ଥିବା ବିଭିନ୍ନ ହୋଟେଲ ବୁଲି ଯାଞ୍ଚ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳ ରାଜଧାନୀ ଭୁବନେଶ୍ୱରର ନଅଟି ହୋଟେଲରେ ରହିବେ ଏବଂ ସମସ୍ତ ହୋଟେଲ ଗୁଡିକରେ ସ୍ୱତନ୍ତ୍ର…

ହକି ବିଶ୍ୱକପ୍‌ରେ ଯୋଗଦେବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ): ହକି ବିଶ୍ୱକପ୍‌ ପାଇଁ ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ । ବିଶ୍ୱକପ୍‌ରେ ଯୋଗଦେବାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୁଷ ହକି ବିଶ୍ୱକପ୍‌-୨୦୨୩ ଓଡ଼ିଶାରେ ଆୟୋଜନ ହେଉଛି । ଆଜି ଭୋପାଳରେ…

ହକି ମହାକୁମ୍ଭ ପାଇଁ ସଜେଇ ହେଉଛି କଟକ : ଜାନୁଆରୀ ୧୧ରେ ବାରବାଟୀରେ ଆୟୋଜିତ ହେବ ଗ୍ରାଣ୍ଡ ଓପନିଂ ସେରିମୋନୀ

କଟକ (କେନ୍ୟୁଜ): ହକି ମହାକୁମ୍ଭ ପାଇଁ ଚଳଚଞ୍ଚଳ କଟକ ସହର । କଟକର ପ୍ରବେଶ ପଥ, ରାସ୍ତାଘାଟ, କାନ୍ଥବାଡ଼ ଏବେ ହକିମୟ । ହକି ବିଶ୍ଵକପ ପାଇଁ ବାରବାଟୀ ଷ୍ଟାଡିୟମରେ ଜାନୁଆରୀ ୧୧ରେ ଆୟୋଜିତ ହେବ ଗ୍ରାଣ୍ଡ ଓପନିଂ ସେରିମୋନୀ । ଏହାକୁ ଦୃଷ୍ଟିରେ ରଖି କଟକ ସହରରେ ଆଗେଇ ଚାଲିଛି ସୌନ୍ଦର୍ଯ୍ୟକରଣ…

୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ରମଣ ପରେ ଭୁବନେଶ୍ୱର କିଟ୍‌ ପରିସରରେ ପହଞ୍ଚିଛି ବିଶ୍ୱକପ୍‌ ଟ୍ରଫି

ଭୁବନେଶ୍ୱର (କେନ୍ୟୁଜ): କିଟ୍‌ରେ ହକି ବିଶ୍ୱକପ୍‌ ଟ୍ରଫି । ୧୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଭ୍ରମଣ କରି ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା ଟ୍ରଫି । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ପ୍ରମୁଖ ଟ୍ରଫିକୁ ସ୍ୱାଗତ କରିଥିଲେ ।…

ଜାନୁଆରୀ ୧୩ରୁ ହକି ବିଶ୍ୱକପ୍‌ : ଡିସେମ୍ବର ୨୫ରେ ଭୁବନେଶ୍ୱରରେ ପହଂଚିବ ହକି ବିଶ୍ୱକପ ଟ୍ରଫି

ଭୁବନେଶ୍ୱର (କେନ୍ୟୁଜ): ଜାନୁଆରୀ ୧୩ରୁ ଆରମ୍ଭ ହେବ ହକି ବିଶ୍ୱକପ୍‌ । ଏଥିପାଇଁ ଡିସେମ୍ବର ୨୫ରେ ଭୁବନେଶ୍ୱରରେ ପହଂଚିବ ହକି ବିଶ୍ୱକପ ଟ୍ରଫି । ସ୍ୱାଗତ କରିବାକୁ ବ୍ୟାପକ ପ୍ରସ୍ତୁତି କରିଛି ବିଏମସି । ବିମାନବନ୍ଦରରେ ଟ୍ରଫି ପହଂଚିବା ପରେ ସ୍ୱାଗତ କରାଯିବ । ସେଠାରୁ ଶୋଭାଯାତ୍ରାରେ…

ଆଜିଠୁ ହକି ବିଶ୍ୱକପ ପାଇଁ ଅଫଲାଇନ ଟିକଟ ବିକ୍ରି ଆରମ୍ଭ

କେନ୍ୟୁଜ୍: ଆଜିଠୁ ହକି ବିଶ୍ୱକପ ପାଇଁ ଅଫଲାଇନ ଟିକଟ ବିକ୍ରି ଆରମ୍ଭ ହେବ । ଜାନୁଆରୀ ୧୩ରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ହିକ ଷ୍ଟାଡିୟମରେ ହେବ ହକି ବିଶ୍ୱକପ । କଳିଙ୍ଗ ଷ୍ଟାଡିୟମ ଗେଟ୍‌ -୮ରେ ଥିବା ବକସ ଅଫିସରେ ଅଫ ଲାଇନ୍‌ ଟିକଟ ବିକ୍ରି କରାଯିବ ।…

ହକି ବିଶ୍ବକପ୍‌: କାଲିଠାରୁ ଅଫ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି, କଳିଙ୍ଗ ଷ୍ଟାଡିୟମର ୮ ଓ ବିର୍ସା ମୁଣ୍ଡା ଷ୍ଟାଡିୟମର ୬…

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଠାରୁ ହକି ବିଶ୍ବକପ୍‌ ମ୍ୟାଚ୍‌ର ଅଫ୍‌ଲାଇନ୍ ଟିକେଟ ବିକ୍ରି ଆରମ୍ଭ ହେବ। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡୟମର ୮ ନମ୍ବର ଗେଟରେ ହକି ଟିକଟେ୍‌ ମିଳିବ। ସେହିପରି ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ର ୬ ନମ୍ବର ଗେଟରେ ଦର୍ଶକମାନେ ନିଜର ଟିକେଟ ପାଇପାରିବେ।…

ନୂଆ ବୋହୂ ରୂପରେ ସଜେଇ ହେଉଛି ରାଜଧାନୀ, ଜାନୁଆରୀ ୧୩ରୁ ଆରମ୍ଭ ହେବ ହକି ବିଶ୍ୱକପ୍‌

ଭୁବନେଶ୍ୱର (କେନ୍ୟୁଜ): ଆଉ ମାତ୍ର କିଛି ଦିନର ଅପେକ୍ଷା । ଜାନୁଆରୀ ୧୩ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍‌ । ଭୁବନେଶ୍ୱର କଳିଷ୍ଟ ଷ୍ଟାଡିୟମ୍‌ ଓ ରାଉରକେଲାରେ ନିର୍ଣାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମରେ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଦୁଇ ସହରରେ ଜୋସୋରରେ ଚାଲିଛି…

ହକି ବିଶ୍ୱକପ୍‌ ଟ୍ରଫିର ଯାତ୍ରା ଆରମ୍ଭ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଶୁଭାରମ୍ଭ

ଭୁବନେଶ୍ୱର (କେନ୍ୟୁଜ୍‌) : ଆସନ୍ତା ମାସ ଓଡ଼ିଶାରେ ଆୟୋଜିତ ହେବ ବିଶ୍ୱର ସବୁଠାରୁ ବଡ଼ ହକି ଇଭେଣ୍ଟ ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌ । ଏହା ମେଗା ଟୁର୍ଣ୍ଣାମେଣ୍ଟର ଆଜି ଟ୍ରଫି ଟୁର ଆରମ୍ଭ ହୋଇଛି । ଯାହାର ଶୁଭାରମ୍ଭ କରିଛନ୍ତି କ୍ରୀଡ଼ାପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ରାଉରକେଲାରେ ଦୁର୍ଗା ପୂଜା ପେଣ୍ଡାଲରେ ହକି ବିଶ୍ୱକପ୍‌ର ସେଟ୍‌ଅପ୍‌: ପଡ଼ିଆ, ଖେଳାଳି ପାଲଟିଛନ୍ତି ଆକର୍ଷଣର…

ରାଉରକେଲା(କେନ୍ୟୁଜ୍): ରାଉରକେଲାରେ ଦୁର୍ଗା ପୂଜା ପେଣ୍ଡାଲ ଗୁଡ଼ିକରେ ହକି ଫିଭର । ବିଭିନ୍ନ ପେଣ୍ଡାଲ ଗୁଡ଼ିକରେ ଆଗାମୀ ୨୦୨୩ ହକି ବିଶ୍ୱକପ୍‌ର ସେଟ୍‌ଅପ୍‌ । ହକି ବିଶ୍ୱକପ୍‌କୁ ନେଇ ଇସ୍ପାତ ସହରରେ ଉତ୍ସାହର ମାହୋଲ । ସହରରେ ମାଆ ଦୁର୍ଗାଙ୍କ ପୂଜା ପେଣ୍ଡାଲ ଗୁଡ଼ିକରେ କୃତ୍ରିମ ଖେଳ ପଡିଆ,…

ହକି ବିଶ୍ୱକପ୍‌ ପାଇଁ ୨ ଜଣ ଓଏସଡିଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(କେନ୍ୟୁଜ୍): ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ୍‌ ପାଇଁ ୨ ଜଣ ଓଏସଡି ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଦୁଇ ଜଣ ଆଇଏଏସ୍‌ ଅଫିସର ଭୁପିନ୍ଦର ସିଂ ପୁନିଆ ଓ ରଘୁ ଜୀଙ୍କୁ ଅଫିସର ଅନ୍‌ ସ୍ପେସାଲ୍‌ ଡ୍ୟୁଟି ଭାବରେ ନିଯୁକ୍ତି ମିଳିଛି । ହକି ବିଶ୍ୱକପ ମ୍ୟାଚ୍‌ ଭୁବନେଶ୍ୱର…

ଲାଇଭ ହକି ମ୍ୟାଚରେ ଗୋଲ୍‌ କରିବା ପରେ ପ୍ରେମିକଙ୍କୁ କିସ୍‌ କରି ବିବାହ ପାଇଁ ପ୍ରପୋଜ କଲେ ଖେଳାଳି, ଭାଇରଲ ହେଉଛି…

କ୍ରିକେଟ ହେଉ ଅବା ଫୁଟବଲ ଖେଳରେ ଖେଳାଳି ଷ୍ଟାଡିୟମରେ ଦର୍ଶକଙ୍କ ସାମ୍ନାରେ ନିଜ ମନର ମଣିଷକୁ ପ୍ରେମ ନିବେଦନ କରୁଥିବାର ଭିଡିଓ ଆପଣ ନିଶ୍ଚିତ ଦେଖିଥିବେ। କିନ୍ତୁ ହକି ଖେଳ ବେଳେ ଏମିତି କିଛି ଘଟଣା ଆପଣ ହୁଏତ ପୂର୍ବରୁ ଦେଖିନଥିବେ। ହେଲେ ଏବେ ହକି ଖେଳ ବେଳେ ଏମିତି ଏକ ଭିଡିଓ ଭାଇରଲ…