Below header
Browsing Tag

hockey world cup

ମହିଳା ବିଶ୍ୱକପ୍‌ ହକିରେ ଭାରତ-ଚୀନ୍‌ ମ୍ୟାଚ୍‌ ଡ୍ର, ଉଭୟ ଟିମ୍‌ ୧-୧ ପଏଣ୍ଟ ହାସଲ କଲେ

କେନ୍ୟୁଜ୍: ମହିଳା ବିଶ୍ୱକପ୍‌ ହକିରେ ଭାରତ-ଚୀନ୍‌ ମ୍ୟାଚ୍‌ ଡ୍ର । ଗ୍ରୁପ୍‌ ବିରେ ଖେଳାଯାଇଥିବା ଏହି ମ୍ୟାଚରେ ଉଭୟ ଟିମ୍‌ ୧-୧ ପଏଣ୍ଟ ହାସଲ କରିଛନ୍ତି । ଦ୍ୱିତୀୟ କ୍ୱାର୍ଟରରେ ଚୀନ୍‌ ଗୋଲ୍‌ କରି ଅଗ୍ରଣୀ ଲାଭ କରିଥିଲା । କିନ୍ତୁ ତୃତୀୟ କ୍ୱାର୍ଟରରେ ଭାରତ ତରଫରୁ ବନ୍ଦନା କଟାରିଆ ଗୋଲ୍‌…

ପୁରୁଷ ହକି ବିଶ୍ୱକପର ଆଜି ଫାଇନାଲ ମ୍ଯାଚ୍: ଜର୍ମାନୀ-ଆର୍ଜେଣ୍ଟିନା ମଧ୍ୟରେ ହେବ ଦମଦାର୍ ଟକ୍କର

କେନ୍ଯୁଜ୍: ଜୁନିଅର ପୁରୁଷ ହକି ବିଶ୍ୱକପରେ ଆଜି ଫାଇନାଲ । ଜର୍ମାନୀ-ଆର୍ଜେଣ୍ଟିନା ମଧ୍ୟରେ ହେବ ଫାଇନାଲ । ସଂଧ୍ୟା ୭ଟା ୩୦ରେ ମ୍ୟାଚ ଖେଳାଯିବ । ୬ଥର ବିଜେତା ଜର୍ମାନୀ ଚଳିତଥର ଅପରାଜୟ ସହ ଫାଇନାଲରେ ପ୍ରବେଶ କରିଛି । ଦଳ ଅଷ୍ଟମ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି । ଅନ୍ୟପକ୍ଷରେ ଦୁଇ…

ଆଜି ଫାଇନାଲ ଟିକଟ ପାଇଁ ଭାରତ-ଜର୍ମାନି ମୁହାଁମୁହିଁ, ଓଡ଼ିଆ ଖେଳାଳି ସୁଦୀପଙ୍କ ଉପରେ ଫ୍ୟାନଙ୍କ ନଜର

କେନ୍ଯୁଜ୍: ବିଶ୍ୱକପ ଟ୍ରଫି ଠାରୁ ଆଉ ଦୁଇ ପାଦ ଦୂର । ଗତ ସଂସ୍କରଣର ଚାମ୍ପିଅନ ଭାରତ କ୍ୱାର୍ଟର ଫାଇନାଲରେ ଚମତ୍କାର ଫର୍ମକୁ ଆସିଛି । ଆଜି ଫାଇନାଲ ଟିକଟ ପାଇଁ ଗତ ସଂସ୍କରଣର ତୃତୀୟ ସ୍ଥାନରେ ଥିବା ଶକ୍ତିଶଳୀ ଜର୍ମାନି ସହ ଡିଫେଣ୍ଡିଂ ଚାମ୍ପିଅନ ଭାରତର ଲଢ଼େଇ ହେବ । କନିଷ୍ଠ ପୁରୁଷ ହକି…

କିଟ୍‌ର ସିନ୍ଥେଟିକ୍‌ ହକି ଷ୍ଟାଡିୟମ୍‌: ୨୪ ନଭେମ୍ବରରୁ ଡିସେମ୍ବର ୫ ପର୍ଯ୍ୟନ୍ତ ହେବ FIH ଓଡ଼ିଶା ପୁରୁଷ ଜୁନିୟର ହକି…

ଭୁବନେଶ୍ୱର (କେନ୍ୟୁଜ): କିଟ୍‌ର ଅତ୍ୟାଧୁନିକ ସିନ୍ଥେଟିକ୍‌ ହକି ଷ୍ଟାଡିୟମ୍‌ ଚଳଚଞ୍ଚଳ ହୋଇଉଠିଛି । ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି FIH ଓଡ଼ିଶା ପୁରୁଷ ଜୁନିୟର ହକି ବିଶ୍ୱକପ ୨୦୨୧ । ୨୪ ନଭେମ୍ବରରୁ ଡିସେମ୍ବର ୫ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବିଶ୍ୱକପ ପାଇଁ ଖେଳାଳିମାନେ କିଟ୍‌…

ରାଉରକେଲାରେ ଆୟୋଜିତ ହେବ ୨୦୨୩ ହକି ଓ୍ଵାର୍ଲଡ କପ୍‌, ଆଜି ସମୀକ୍ଷା ବୈଠକ

ରାଉରକେଲା: ରାଉରକେଲାରେ ଆୟୋଜିତ ହେବ ୨୦୨୩ ହକି ଓ୍ଵାର୍ଲଡ କପ୍‌ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସ୍ଥିତି ଅନୁଧ୍ୟାନ ପାଇଁ ରାଉରକେଲାରେ ପହଁଚିଛନ୍ତି ଅର୍ନ୍ତଜାତୀୟ ହକି ଫେଡରେସନ ଅଧ୍ୟକ୍ଷ ନରିନ୍ଦର ବାତ୍ରା । ହକି ଇଣ୍ଡିଆ ଟିମ୍‌ ସଦସ୍ୟ ମଧ୍ୟ ରାଉରକେଲାରେ ପହଁଚିଛନ୍ତି । ଆଜି…

ପୁଣି ଓଡିଶାକୁ ଫେରିବ ହକି ବିଶ୍ବକପ୍, ଏଥର ଭୁବନେଶ୍ବର ଓ ରାଉରକେଲାରେ ହେବ ଆୟୋଜନ

ଭୁବନେଶ୍ବର(କେନ୍ୟୁଜ୍):  ପୁଣି ଓଡ଼ିଶା ଆୟୋଜନ କରିବ ପୁରୁଷ ହକି ବିଶ୍ୱକପ । କ୍ରମାଗତ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଏହାକୁ ଆୟୋଜନ କରିବାର ଗୌରବ ଲାଭ କରିବ । ଆଗାମୀ ୨୦୨୩ ବିଶ୍ୱକପର ସମସ୍ତ ମ୍ୟାଚ ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ । କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପର ପ୍ରଥମ ବର୍ଷ…

କଳିଙ୍ଗ ଷ୍ଟାଡିୟମରେ କ୍ରିକେଟ୍ କିମ୍ବଦନ୍ତୀ , ଗ୍ରାଣ୍ଡ ଫିନାଲେରେ ମୁଖ୍ୟ ଅତିଥି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ସଚିନ ତେନ୍ଦୁଲକର । ବେଲଜିୟମ-ନେଦରଲାଣ୍ଡ ମ୍ୟାଚ ଦେଖୁଛନ୍ତି କ୍ରିକେଟର ଲେଜେଣ୍ଡ ତଥା ଭାରତ ରତ୍ନ । ଗ୍ରାଣ୍ଡ ଫିନାଲେରେ ମୁଖ୍ୟ ଅତିଥି ଅଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର । କିଛି ସମୟ ତଳେ ଭୁବନେଶ୍ୱରରେ ପହଞ୍ଚିଥିଲେ ଲିଟିଲ ମାଷ୍ଟର ।…

ହକି ବିଶ୍ୱକପ୍‌ : ଭାରତ ପାଇଁ ଏବେ ଆରମ୍ଭ ହେବ ପ୍ରକୃତ ଲଢେଇ

ଭୁବନେଶ୍ବର : ଭାରତର ରିଏଲ ଟେଷ୍ଟ ଏବେ ଆରମ୍ଭ । କହିବାକୁ ଗଲେ, ଏବେଠାରୁ ବିଶ୍ୱକପ୍‌ ପାଇଁ ଦୌଡ଼ିବ ଭାରତ। ଗୋଟିଏ ଭୁଲ୍‌ ହେଲେ ରେସ୍‌ରୁ ବାଦ ପଡିବେ। ଡିସେମ୍ବର ୧୩ରେ ରହିଛି ଭାରତର କ୍ୱାର୍ଟର ଫାଇନାଲ । କାହା ସହିତ ମୁକାବିଲା ହେବ ତାହା ସ୍ପଷ୍ଟ ହୋଇ ନାହିଁ। ବିପକ୍ଷ ଦଳ କିଏ, ତାହା…

ହକି ବିଶ୍ୱକପ୍‌ରେ ଆଜି ପୁଲ୍‌-ଡିର ଦୁଇଟି ମ୍ୟାଚ୍‌, ମୁହାଁମୁହିଁ ହେବେ ଜର୍ମାନୀ-ନେଦରଲାଣ୍ଡ ଓ ପାକିସ୍ତାନ-ମାଲେସିଆ

ଭୁବନେଶ୍ବର(କେନ୍ୟୁଜ୍) : ହକି ବିଶ୍ୱକପ୍‌ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍‌ । ପୁଲ୍‌-ଡିର ଦୁଇଟି ମ୍ୟାଚ୍‌ ଖେଳାଯିବ । ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ଜର୍ମାନୀ-ନେଦରଲାଣ୍ଡ । ସନ୍ଧ୍ୟା ୫ଟାରେ ଏହି ମ୍ୟାଚ୍‌ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନ-ମାଲେସିଆ ମଧ୍ୟରେ…

ହକି ବିଶ୍ୱକପ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆର ବିଜୟ ଅଭିଯାନ ଜାରି : ପୁଲ୍‌-ବିର ପ୍ରଥମ ମୁକାବିଲାରେ…

ଭୁବନେଶ୍ବର : ହକି ବିଶ୍ୱକପ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆର ବିଜୟ ଅଭିଯାନ ଜାରି । ପୁଲ୍‌-ବିର ପ୍ରଥମ ମୁକାବିଲାରେ ଇଂଲଣ୍ଡକୁ ୩-୦ ଗୋଲରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ମ୍ୟାଚ୍‌ରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । କେହି କାହିରିକୁ ଛାଡ଼ିବା ମୁଡ୍‌ରେ ନଥିଲେ । ମ୍ୟାଚ…

ଫ୍ୟାନ ଭିଲେଜର ପୋଲିସ ଷ୍ଟଲ୍‌ ବୁଲି ଦେଖିଲେ ପାକିସ୍ତାନୀ ହକି ଖେଳାଳି

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ଥିବା ଫ୍ୟାନ ଭିଲେଜର ପୋଲିସ ଷ୍ଟଲ୍‌ ବୁଲି ଦେଖିଛନ୍ତି ପାକିସ୍ତାନୀ ହକି ଖେଳାଳି । ପୋଲିସ ଡିଜିଙ୍କ ନିମନ୍ତ୍ରଣ ରକ୍ଷା କରି ଆଜି ଅପରାହ୍ଣରେ ପାକିସ୍ତାନ ହକି ଦଳର କୋଚ୍‌, ମ୍ୟାନେଜରଙ୍କ ସମେତ ସବୁ ଖେଳାଳି ଫ୍ୟାନ୍‌ କ୍ଲବରେ ପହଞ୍ଚିଥିଲେ । ଏଠାରେ…

ହକି ବିଶ୍ବକପ୍ : ଉଦଘାଟନ ପରେ ଉଦଯାପନ, ପୁଣି କିଏ ଆସିବେ ସେଲିବ୍ରିଟି ତାହାକୁ ନେଇ ବଢ଼ିଛି ଚର୍ଚ୍ଚା

ଭୁବନେଶ୍ୱର(କେନ୍ୟୁଜ୍) :  ଓଡ଼ିଶାରେ ଚାଲିଛି ହକି କ୍ରେଜ୍। ବର୍ତ୍ତମାନ ଦେଶର ହୃଦ ସ୍ପନ୍ଦନ ପାଲିଟିଥିବା ହକି ବିଶ୍ବକପର ଉଦଘାଟନ ସମାରୋହ ଶେଷ ହୋଇଥିବା ବେଳେ ଏହାର ଉଦଯାପନକୁ ନେଇ ଏବେଠୁ ବଢ଼ିଲାଣି ଚର୍ଚ୍ଚା।  ହକି ମହାକୁମ୍ଭର ଉଦ୍‌ଘାଟନ ଅବସରରେ ଦେଖିବାକୁ ମିଳିଥିଲା ବଲିଉଡ଼ର କରଣ-ଅର୍ଜୁନ୍…