ଖାଦ୍ୟ ଖାଇବା ପରେ ଗ୍ୟାସ୍ ଏବଂ ଏସିଡିଟି ଭଳି ସମସ୍ୟା ହେଉଛି କି ? ଆପଣନ୍ତୁ ଏହି ଘରୋଇ ଉପଚାର
ଆପଣମାନେ ତ ଜାଣଥିବେ ଯେ ଅନେକ ଥର, ଖାଦ୍ୟ ଖାଇବା ପରେ ଲୋକମାନେ ଗ୍ୟାସ୍ ଏବଂ ଏସିଡିଟି ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯାହା ଦ୍ୱାରା ପେଟ ଫୁଲିଯାଏ ଏବଂ ଖଟା ହାକୁଡି ଆସିବା ଆରମ୍ଭ କରେ । ଏପରି ପରିସ୍ଥିତିରେ ଲୋକମାନେ ବହୁତ ଚିନ୍ତିତ ହୁଅନ୍ତି । ଖାଦ୍ୟ ଖାଇବା ପରେ ଯଦି ଆପଣ ମଧ୍ୟ…