Browsing Tag

hospital

ନବଜାତ ଶିଶୁଙ୍କୁ ପୋଷିବାକୁ ସକ୍ଷମ ହେଉନାହାନ୍ତି ପାକିସ୍ତାନବାସୀ, ଡାକ୍ତରଖାନାରେ ଛାଡିଯାଉଛନ୍ତି ଜନ୍ମିତ ଶିଶୁ କନ୍ୟା

ପାକିସ୍ତାନର ଦକ୍ଷିଣ ପ୍ରାନ୍ତ ସିନ୍ଧ ପ୍ରଦେଶର ଅନେକ ଗ୍ରାମାଞ୍ଚଳରେ ଅନେକ ଲୋକ ଝିଅ ଜନ୍ମ ହେବା ପରେ ଡାକ୍ତରଖାନାରେ ଛାଡି ଦେଉଛନ୍ତି। ଏଠାରେ ରହୁଥିବା ଲୋକମାନେ ପ୍ରାୟତଃ ଚିକିତ୍ସା ପାଇଁ ଲାଡକାନା ସ୍ଥିତ ଜାଏଦ ଶିଶୁ ଡାକ୍ତରଖାନାକୁ ଆସିଥାନ୍ତି। ଏହିକାରଣରୁ ଏଠାରେ ଅଧିକାଂଶ…

୨୪ ଘଣ୍ଟା ନପୁରୁଣୁ ଝାରସୁଗୁଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ପୁଣି ଶିଶୁ ମୃତ୍ୟୁ

ଝାରସୁଗୁଡା(କେନ୍ଯୁଜ୍): ଝାରସୁଗୁଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଗତକାଲି ଏକ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ମୃତ ଶିଶୁର ପରିବାର ଲୋକଙ୍କ ଅଭିଯୋଗ ପରେ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଏହାର ତଦନ୍ତ କରି କାର୍ଯ୍ଯରେ…

ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କରାଯିବ ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ ସିଏଚସି, ଜରୁରୀକାଳୀନ ଚିକିତ୍ସା ଓ…

କେନ୍ୟୁଜ୍(ବ୍ୟୁରୋ): ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ ସିଏଚସି କରାଯିବ । ଏଠାରେ ଜରୁରୀକାଳୀନ ଚିକିତ୍ସା ଚିକିତ୍ସା, ଓପିଡି ସେବା ମିଳିବ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ରୋଗୀମାନେ ଯେପରି ସୁବିଧାରେ ନୂଆ…

ଅପରେସନ ବେଳେ ବୃଦ୍ଧାଙ୍କ ପେଟରେ ପାଇପ ଛାଡ଼ିଦେଲେ ଡାକ୍ତର! ସାଂଘାତିକ ଅଭିଯୋଗ ଆସିଛି କଟକର ଏକ ଘରୋଇ ଡାକ୍ତରଖାନା…

କଟକ(କେନ୍ୟୁଜ୍): ଘରୋଇ ଡାକ୍ତରଖାନା ବିରୋଧରେ ସାଂଘାତିକ ଅଭିଯୋଗ। ଅପରେସନ ବେଳେ ବୃଦ୍ଧାଙ୍କ ପେଟରେ ପାଇପ ଛାଡ଼ିଦେଲେ ଡାକ୍ତର। ଅବହେଳାର ଚରମ ସୀମା ଆସିଛି କଟକର ଏକ ଘରୋଇ ଡାକ୍ତରଖାନା ବିରୋଧରେ। ପେଟରେ ଯନ୍ତ୍ରଣା ହେବା ପରେ ଗତବର୍ଷ ଡିସେମ୍ବର ୨୭ତାରିଖରେ ମାହାଙ୍ଗା ବ୍ଲକ ଧାରୁଆ…

ଢ଼େଙ୍କାନାଳ: ସରକାରୀ ହସ୍ପିଟାଲରେ ବେପରୁଆ ଚିକିତ୍ସା, ରୋଗୀଙ୍କୁ ଇଞ୍ଜେକସନ୍‌ ଦେଉଛନ୍ତି ଓ୍ଵାଡେନ୍‌ ଓ ସୁଇପର୍‌

ଢ଼େଙ୍କାନାଳ(କେନ୍ୟୁଜ୍):   ସରକାରୀ ହସ୍ପିଟାଲରେ ବେପରୁଆ ଚିକିତ୍ସା। ରୋଗୀଙ୍କୁ ଇଞ୍ଜେକସନ୍‌ ଦେଉଛନ୍ତି ଓ୍ଵାଡେନ୍‌ ଓ ସୁଇପର୍‌। ଏଦୃଶ୍ୟ ହେଉଛି ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର। ମେଡିସିନ୍‌ ଓ୍ଵାର୍ଡରେ ଏଭଳି ଚିକିତ୍ସା କରାଯାଉଥିବା ଅଭିଯୋଗ ହୋଇଛି। ରୋଗୀଙ୍କୁ ଇଞ୍ଜେକସନ୍‌…

ଆହତ ମାଙ୍କଡ ଛୁଆକୁ ନେଇ ହସପିଟାଲରେ ପହଞ୍ଚିଲା ମା’, କିନ୍ତୁ ଶେଷରେ ଘଟିଲା ଏପରି କିଛି

ମଧ୍ୟପ୍ରଦେଶ ; ଆମେ ପ୍ରତିଦିନ ବିଭିନ୍ନ ଜୀବଜନ୍ତୁକୁ ନେଇ ବିଭିନ୍ନ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ନିଶ୍ଚିତ ଭାବେ ଦେଖିବାକୁ ପାଉଛେ। ନିକଟରେ ଏକ ଅଜଗର ଏକ ମାଙ୍କଡକୁ ଜାବୁଡି ଧରିଥିବା ବେଳେ ତାର ସାଥି ମାଙ୍କଡ କିଭଳି ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ। ମାଙ୍କଡ…

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରତିବାଦ କଲା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ

ମୋହନା(କେନ୍ୟୁଜ୍):  ସରକାର ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇବା ସହ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରଙ୍କ ସମସ୍ତ ନିୟମକୁ ଫାଙ୍କି ଚାଲିଛନ୍ତି କତୃପକ୍ଷ l ବର୍ତ୍ତମାନ ନାନା ସମସ୍ୟା ଦେଇ ଗତିକରୁଛି…

ଫୁଲବାଣୀ ମେଡିକାଲ ଅଚାନକ ଗସ୍ତ କଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ, କର୍ମଚାରୀ ହେଲେ ତାଜୁବ୍ 

ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଅଚାନକ ପରିଦର୍ଶନ। ଡାକ୍ତରଖାନାର ପରିଷ୍କାର ପରିଚ୍ଛନ୍ନତା ଦେଖି ଏହାର ପ୍ରଶଂସା କରିଛନ୍ତି। ଏହାସହ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ଡ. ସାମନ୍ତ। ଡାକ୍ତରଖାନାରେ…

କ୍ୟାପିଟାଲ ହସ୍ପିଟାଲରେ ତୁମୁଳକାଣ୍ଡ, କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଫାଟକରେ ତାଲା

ରୋଗୀ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ତୁମୁଳକାଣ୍ଡ। କ୍ୟାପିଟାଲ ହସ୍ପିଟାଲରେ କାମ କରୁଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଫାଟକରେ ତାଲା ପକାଇଛନ୍ତି ସଂପର୍କୀୟ ଓ ହସପିଟାଲ କର୍ମୀ। ଗତକାଲି ରାତିରେ ହସ୍ପିଟାଲର କର୍ମଚାରୀ ଅନୁପମା ନାୟକଙ୍କ ହୃଦଘାତ ହୋଇଥିଲା। ପରିବାରବର୍ଗ…

ମାଲାକାନାଗିରି : ପଦାରେ ପଡ଼ିଛି ଦାୟିତ୍ୱହୀନତା, ହସ୍ପିଟାଲ୍ ଭିତରେ ଟିକଟକ୍ ଭିଡିଓ କରିବାରେ ଲାଗିପଡ଼ିଛନ୍ତି ମହିଳା…

ମାଲାକାନାଗିରି (କେନ୍ୟୁଜ୍): ସାରା ବିଶ୍ବରେ ଏବେ ଘାରିଛି ଟିକଟିକ୍ ର ନିଶା। ଟିକଟକ୍ ରେ ଫେମସ୍ ହେବା ପାଇଁ ଲୋକମାନେ କିଛି ଭି କରିବାକୁ ପ୍ରସ୍ତୁତ ରହୁଛନ୍ତି। ଠିକ୍ ଏହିଭଳି ଏକ ଘଟଣା ଘଟିଛି ମାଲାକାନାଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଗୁରୁତ୍ୱପୂର୍ଣ୍ଣ ବିଭାଗ ଏସଏନସିୟୁ ଭିତରେ। ଏଠାରେ…

ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ, ସାହାଯ୍ୟ ନପାଇ ଶେଷକୁ କଲେ ଏମିତି କାମ

ମାହାରାଷ୍ଟ୍ର : ନାଗପୁରର ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ଯାହା ମାନବୀକତାକୁ ଆଘାତ ପହଞ୍ଚାଇଛି। ଡାକ୍ତରଖାନାକୁ ଡେଲିଭେରୀ ପାଇଁ ଯାଇଥିବା ବେଳେ କାହାର ସାହଯ୍ୟ ନପାଇ ନିଜେ ଶିଶୁ ଜନ୍ମ କରିଛନ୍ତି ୨୩ ବର୍ଷିୟା ଶୁକେଷ୍ଣୀ ଶ୍ରୀକାନ୍ତ। ଆସନ୍ତୁ ନଜର ପକାଇବା କଣ ରହିଥିଲା…

ଅସୁସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର, ଉଦଘାଟନ ହେବାର ୩ବର୍ଷ ପରେ ବି ହୋଇ ପାରିନି କାର୍ଯ୍ୟକ୍ଷମ

ମୟୁରଭଞ୍ଜ : ବିପର୍ଯ୍ୟସ୍ତ ଅବସ୍ଥାରେ ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ଦେଉଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ଦୁର୍ଗମ ଅଞ୍ଚଳରେ ଆଦିବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଛି ଚିକିତ୍ସାଳୟ । ଉଦଘାଟନ ହେବାର ୩ବର୍ଷ ପରେ ବି କାର୍ଯ୍ୟକ୍ଷମ…