ବର୍ଷା-ଅନୁଭବଙ୍କ ତୀବ୍ର ବିବାଦ ଭିତରେ ସମ୍ଭାବନାର ଆଲୋକ, ଉଭୟଙ୍କୁ ଭେଟିଲେ ମାନବିକ ଅଧିକାର କର୍ମୀ
କେନ୍ୟୁଜ୍(ବ୍ୟୁରୋ): ଅନୁଭବ ଓ ବର୍ଷାଙ୍କ ମନମାଳିନ୍ୟକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ଉଭୟଙ୍କ ଦାମ୍ପତ୍ୟ ଜୀବନ ଏବେ ଅଧିକ ବିବାଦୀୟ ହୋଇପଡ଼ୁଛି। ପରସ୍ପରଙ୍କୁ ଆରୋପ ପ୍ରତ୍ୟାରୋପ କରି ସୋସିଆଲ ମିଡିଆରେ ପୋଷ୍ଟ କରିଚାଲିଛନ୍ତି। ଏହାରି ଭିତରେ ଉଭୟ ଅନୁଭବ ଓ ବର୍ଷାଙ୍କୁ ଭେଟିଛନ୍ତି…