Browsing Tag

human sacrifice

ଆଠମଲ୍ଲିକରେ ନାବାଳକକୁ ହତ୍ୟା ଘଟଣାରେ ଥମୁନି ବିବାଦ, ମଙ୍ଗଳା କୋଠି ଉଚ୍ଛେଦ ଦାବିରେ ଗାଁର ମହିଳାଙ୍କ ପ୍ରତିବାଦ

ଆଠମଲ୍ଲିକ(କେନ୍ୟୁଜ୍): ଆଠମଲ୍ଲିକ ଟୁସରା ଗାଁରେ ନାବାଳକକୁ ହତ୍ୟା ଘଟଣାରେ ଥମୁନି ବିବାଦ। ମଙ୍ଗଳା କୋଠି ଉଚ୍ଛେଦ ଦାବିରେ ଗ୍ରାମବାସୀଙ୍କ ପୁଣି ବିରୋଧ। ମଙ୍ଗଳା କୋଠି ନେଇ ପ୍ରଶାସନ ସହ ଆଲୋଚନା ବିଫଳ ପରେ ୧୫ଦିନ ସମୟ ମାଗିଛି ପ୍ରଶାସନ। ଆଜି ମଙ୍ଗଳକୋଠି ନିକଟକୁ ଗାଁର ମହିଳାମାନେ ଯିବା…

ନାବାଳକକୁ ଗୁପ୍ତଧନ ପାଇଁ ନରବଳି ଦିଆଯାଇଥିବା ଅଭିଯୋଗ, କିଏ ଓ କାହିଁକି ଏଭଳି ନୃଶଂସକାଣ୍ଡ ଘଟାଇଲା ?

ଆଠମଲ୍ଲିକ(କେନ୍ୟୁଜ୍): ଆଠମଲ୍ଲିକ କିଆକଟାରେ ନାବାଳକକୁ କିଏ କଲା ନିର୍ମମ ହତ୍ୟା? ଗତକାଲି ବାରେଣୀ ଜଙ୍ଗଲରୁ ନିଖୋଜ ନାବାଳକର ମୃତଦେହ ଉଦ୍ଧାର ପରେ ବଢୁଛି ସସ୍‌ପେନ୍‌ସ। ୨୩ ତାରିଖରେ ପୁଅ ସଞ୍ଜିତ ସହିତ ଟୁସର ଗାଁର ମା ମଙ୍ଗଳା ମନ୍ଦିରକୁ ଅଧିଆ ପଡ଼ିବାକୁ ଆସିଥିଲେ ବାସନ୍ତୀ ବିଶ୍ୱାଳ। ପରଦିନ…

ତାନ୍ତ୍ରିକ ସହ ମିଶି ବାପାକୁ ବଳି ପକାଇବାକୁ ଉଦ୍ୟମ କରୁଥିଲା କୁଳାଙ୍ଗର ପୁଅ, ଗ୍ରାମବାସୀଙ୍କ ଠାରୁ ଖବର ପାଇ…

କଳାହାଣ୍ଡି(କେନ୍ୟୁଜ୍):  କଳିଯୁଗର କୁଳାଙ୍ଗାର ପୁଅ । ନିଜ ଜନ୍ମ କଲା ବାପାକୁ ବଳି ପକାଇବାକୁ ଉଦ୍ୟମ କରୁଥିଲା ପୁଅ । ହେଲେ ଗ୍ରାମବାସୀଙ୍କ ଯୋଗୁ ପୁଅର ଯୋଜନା ପଣ୍ଡ ହୋଇଛି । ଘଟଣାଟି ହେଉଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କଲମପୁର ବେଲପଡା ଅଞ୍ଚଳର । ତାନ୍ତ୍ରିକ ସହ ମିଶି ନିଜ…

ଏଠି ବଳିପ୍ରଥା କାହିଁକି ?

ଆଜିକାଲିର ଦୁନିଆରେ ବଳିପ୍ରଥା କଥା ଆପଣ ବିଶ୍ୱାସ କରିବେ କି । ହଁ କରିପାରନ୍ତି । କିନ୍ତୁ ମଣିଷଙ୍କୁ ବଳି ଦିଆଯିବା କଥା କଣ ବିଶ୍ୱାସ କରିବେ । ନାଁ ଏଇଥିପାଇଁ କି ଏବେ ଆଉ ସେ ସମୟ ନାହିଁ, ଯେଉଁଠାରେ ଏଭଲି କିଛି କାଣ୍ଡ ଘଟିପାରିବ । ଯଦି ଜଣେ ଏଭଳି କାର୍ଯ୍ୟରେ ଲିପ୍ତ ରହୁଛି ତେବେ ତାର…

ଗଞ୍ଜାମ:ଅନ୍ଧ ବିଶ୍ବାସର ଅନ୍ଧ ଗଳିରୁ ମୁକୁଳି ପାରୁନି ମଣିଷ,ରାତାରାତି କୋଟିପତି ହେବାର ନିଶାରେ ୧୨ ବର୍ଷର ନାବାଳିକାକୁ…

ଗଞ୍ଜାମ(କେନ୍ୟୁଜ୍): ଗୁଣି ଗାରିଡି ଓ ତନ୍ତ୍ର ମନ୍ତ୍ର ଭଳି ଭୌତିକ ଓ ତାନ୍ତ୍ରିକ ବିଶ୍ୱାସ ପ୍ରତି ଅନେକ ଲୋକେ ବିଶ୍ୱାସ  ହରାଇଥିବା ବେଳେ ଆଉକିଛି ହାତଗଣତି  ଲୋକଙ୍କ ଆଚରଣ ଗାଁ ଗଣ୍ଡାରେ ଅଭାବନୀୟ ଘଟଣା ସୃଷ୍ଟି କରୁଛି । ତେବେ ଗଞ୍ଜାମ ଜିଲ୍ଲାରେ ତନ୍ତ୍ର ବିଦ୍ୟାର ଚରମ ସୀମା ପାର ହୋଇଥିବା…

ମନ୍ଦିର ଭିତରେ ନରବଳି ଦେଲେ ପୂଜକ, କୁରାଢ଼ୀରେ ବୀଭତ୍ସ ଭାବେ ବ୍ଯକ୍ତିଙ୍କ ମୁଣ୍ଡ ଗଣ୍ଡି କଲେ ଅଲଗା

ନରସିଂହପୁର: ମନ୍ଦିରରେ ଭିତରେ ନରବଳି ଦେଲେ ପୂଜକ । ବିଭତ୍ସ ଭାବେ ମୁଣ୍ଡ ଗଣ୍ଡି କଲେ ଅଲଗା । ଏଭଳି ଲୋମହର୍ଷଣକାରୀ ହତ୍ଯାକାଣ୍ଡ ଘଟିଛି କଟକ ଜିଲ୍ଲା ନରସିଂପୁର ବ୍ଳକ୍ ବନ୍ଧହୁଡା ଗ୍ରାମରେ । ସ୍ଥାନୀୟ ଅଞ୍ଚଳର ୫୨ ବର୍ଷ ବୟସ୍କ ସରୋଜ କୁମାର ପ୍ରଧାନ ନାମକ ଜଣେ ବ୍ଯକ୍ତିଙ୍କୁ ଉକ୍ତ ଗ୍ରାମର…