Browsing Tag

hunter

ଶିକାରୀ ହେଲା ନିଜେ ଶିକାର, ସହଯୋଗୀ ଗୁଳିରେ ସାଙ୍ଗ ହେଲା ଆହତ

ଭଞ୍ଜନଗର (କେନ୍ୟୁଜ) : ସହଯୋଗୀର ବନ୍ଧୁକରୁ ଗୁଳି ଫୁଟି ସହଯୋଗୀ ଆହତ। ବାର୍‌ହା ଘଉଡାଇବାକୁ ଯାଇ ଫୁଟିଲା ଗୁଳି। ଭଂଜନଗର ଥାନା ଅନ୍ତର୍ଗତ କୁଟମୀକୁମ୍ପା ଗାଁ ନିକଟରେ ଏହି ଅଘଟଣ ଘଟିଛି। ଆହତ ଜଣକ ଶିବରାମ ନାୟକ। ଜଣେ ସହଯୋଗୀଙ୍କ ସହ ରାତି ୩ଟାରେ ଧାନ କ୍ଷେତକୁ ବାର୍‌ହା ଘଉଡାଇବାକୁ ଯାଏ…

ଗଞ୍ଜାମ କୁଶମଳା ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ମହିଳା ଗୁରୁତର

ବ୍ରହ୍ମପୁର: ଶିକାରୀ ଗୁଳିରେ ମହିଳା ଗୁରୁତର। ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ବୁରାତାଲ ପଞ୍ଚାୟତର ପାହାଡ଼ ଉପର ଗାଁ କୁଶମଳା ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ହେଲେ ପାଖ ଗାଁ ଡାବୁଆଳିର ମମତା ଭୂୟାଁ। ମମତା ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ ପାଇଁ…

ଶିକାର ପାଇଁ ଯାଇଥିବା ବେଳେ ଶିମିଳିପାଳରୁ ୬ ଜଣ ଶିକାରୀ ଗିରଫ, ୪ ଦେଶି ବନ୍ଧୁକ ସହିତ ବିସ୍ଫୋରକ ଜବତ

ଶିମିଳିପାଳ: ଶିକାର ପାଇଁ ଯାଇଥିବା ବେଳେ ଶିମିଳିପାଳରୁ ୬ ଜଣ ଶିକାରୀ ଗିରଫ, ୪ ଦେଶି ବନ୍ଧୁକ ଏବଂ ବିସ୍ଫୋରକ ସହିତ ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କଲେ ବନ କର୍ମଚାରୀ । ଡୁକୁରା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପେଟ୍ରୋଲିଂ ଜାରି ରହିଥିବା ବେଳେ ଅଭୟାରଣ୍ୟର କୁଆଝର…

ବୌଦ୍ଧ: ମାଧପୁର ରେଞ୍ଜ ଅଧିନ ମୁଣ୍ଡେଶ୍ୱର ଜଙ୍ଗଲରେ ଶିକାରୀ ଗୁଳିରେ ଦନ୍ତା ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ଅଧିନ ମୁଣ୍ଡେଶ୍ୱର ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ଦନ୍ତା ହାତୀର ମୃତ୍ଯୁ ହୋଇଥିବା ସୂଚନା ମିଳିଛି । ଦୁଃଖର କଥା ମୃତ ହାତୀ ଦେହର ବିଭିନ୍ନ ସ୍ଥାନରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି । ମୃତ ଦନ୍ତାର ବୟସ ପାଖାପାଖି ୩ବର୍ଷରୁ ଊର୍ଦ୍ଧ୍ୱ ହେବ…

ମାଲକାନଗିରି : ମହଙ୍ଗା ପଡ଼ିଲା ଝିଙ୍କ ଶିକାର, ପ୍ରାଣ ହରାଇଲେ ଶିକାରୀ

ମାଲକାନଗିରି : ଶିକାରୀ ହେଲା ନିଜେ ଶିକାର । ଝିଙ୍କ ଶିକାର କରିବା ପଡ଼ିଲା ମହଙ୍ଗା। ପ୍ରାଣ ହରାଇଲେ ଶିକାର କରିବାକୁ ଯାଇଥିବା ଶିକାରୀ। ମାଲକାନଗିରି ଜିଲ୍ଲା ଝରାପାଲି ନିକଟ ପାହାଡ଼ରେ ଘଟିଛି ଏହି ଅଘଟଣ। ୫ଜଣ ଶିକାରୀ ଟେଲମେଟା ପାହା଼ଡରେ ଝିଙ୍କ ଶିକାରୀ କରିବାକୁ ଯାଇ ପାହାଡ଼ ଗୁମ୍ପାରେ ଧୁଆଁ…