Below header
Browsing Tag

hydroxychloroquine

ବିଫଳ ହେଲା ହାଇଡ୍ରୋକ୍ସିକ୍ଲୋରୋକୁଇନ ପରୀକ୍ଷଣ, କରୋନାରୁ ବଞ୍ଚିବା ଆଶା କ୍ଷୀଣ

କରୋନାକୁ ପ୍ରତିହତ କରିବାରେ ହାଇଡ୍ରୋକ୍ସିକ୍ଲୋରୋକୁଇନ ସହାୟକ ହେବ ବୋଲି କୁହାଯାଉଥିବା ବେଳେ ଏହି ଔଷଧକୁ ନେଇ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଆମେରିକାରେ ହାଇଡ୍ରୋକ୍ସିକ୍ଲୋରୋକୁଇନର ପରୀକ୍ଷଣ ବିଫଳ ହୋଇଛି। ବୈଜ୍ଞାନିକଙ୍କ ଆଶା ଧୂଳିସାତ ହୋଇଥିବା ଜଣାଯାଇଛି। ଅସଫଳ…

କରୋନା ପାଇଁ ବଢିଛି ଭାରତର ଚର୍ଚ୍ଚା, ଶତୃ ରାଷ୍ଟ୍ର ମଧ୍ୟ ହାଇଡ୍ରୋକ୍ସିକ୍ଳୋରୋକ୍ୱିନ ପାଇଁ ପତାଉଛନ୍ତି ହାତ

ସାରା ବିଶ୍ଵରେ ଏବେ କରୋନା ଭାଇରସ ଏକ ଭୟଙ୍କର ସମସ୍ୟା ରୂପେ ଠିଆ ହୋଇଛି । ଚିନରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ଭାଇରସ ଦୁନିଆରେ ଗୋଟିଏ ପରେ ଗୋଟିଏ ପରେ ଗୋଟେ ଦେଶରେ ନିଜର କାୟା ବିସ୍ତାର କରିଚାଲିଛି । ଶକ୍ତିଶାଳୀଠୁ ମହାଶକ୍ତିଶାଳୀ ରାଷ୍ଟ୍ରମାନେ ମଧ୍ୟ କରୋନା ଆଗରେ ହାର ମାନି…

ଜାଣନ୍ତିକି ଆଜି ସାରା ବିଶ୍ୱ ଖୋଜୁଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନର ଜଣେ ଉଦ୍ଭାବକ ହେଉଛନ୍ତି ଭାରତୀୟ, ଓଡିଶା ସହ ଥିଲା…

ହାଇଡ୍ରୋକ୍ସିକ୍ଲୋରୋକୁନ୍‌ର ଜନକ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । ଆପଣ ଜାଣି ଖୁସି ହେବେ ଯେଉଁ ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ଆଜି ସାରା ବିଶ୍ୱ ଝୁରୁଛି, ତାର ଜନକ ଜଣେ ଭାରତୀୟ । ଖାଲି ସେତିକି ନୁହେଁ ଏହି ମହାନ ବ୍ୟକ୍ତି ଜଣଙ୍କର ଓଡିଶା ସହ ମଧ୍ୟ ଏକ ନିବିଡ…

କରୋନା ସହାୟତା ନେଇ ହାତ ବଢ଼ାଇଲା ଭାରତ, ୨୫ରୁ ଅଧିକ ଦେଶକୁ ପଠାଇବ ହାଇଡ୍ରୋକ୍ସିକ୍ଲୋରୋକୁଇନ ବଟିକା

ନୂଆଦିଲ୍ଲୀ: ୨୫ରୁ ଅଧିକ ରାଷ୍ଟ୍ରକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ପଠାଇବ ଭାରତ । ପ୍ରଥମ ପର୍ଯ୍ୟାୟରେ ୧୩ଟି ଦେଶକୁ କ୍ଲୋରୋକୁଇନ୍‌ ଦିଆଯିବ । ଦୁଇଟି ପର୍ଯ୍ୟାୟରେ ବିଦେଶୀ ରାଷ୍ଟ୍ରକୁ ଔଷଧ ରପ୍ତାନୀ କରାଯିବ । ଏଥିରେ ପଡୋଶୀ ରାଷ୍ଟ୍ରକୁ ଅଗ୍ରାଧିକାର ଦିଆଯାଇଛି । ଆମେରିକା ଭାରତ ଠାରୁ ୪୮…

ପ୍ରଥମ ପର୍ଯ୍ୟାୟରେ ଏହି ୧୩ଟି ଦେଶକୁ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ବଟିକା ରପ୍ତାନି କରିବ ଭାରତ, ଜାରି କଲା ତାଲିକା

କରୋନା ଭାଇରସକୁ ମାତ୍ ଦେବାକୁ ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା ପ୍ରସ୍ତୁତ କରୁଛି। ପ୍ରଥମ ପର୍ଯ୍ୟାୟରେ କେଉଁ କେଉଁ ଦେଶକୁ ଏହି ବଟିକା ଯୋଗାଇ ଦିଆଯିବ ତାହାର ତାଲିକା ପ୍ରସ୍ତୁତ କରିଛି ଭାରତ। ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଯୋଗାଣ ଲାଗି ଭାରତ ପ୍ରଥମ ୧୩ଟି ଦେଶର ତାଲିକା ପ୍ରସ୍ତୁତ…

କରୋନା ପାଇଁ ଏମାନେ ଖାଇପାରିବେନି ହାଇଡ୍ରୋକ୍ସିକ୍ଲୋରୋକୁଇନ ବଟିକା, ସ୍ପଷ୍ଟ କଲେ ସରକାର

କରୋନା ଭାଇରସର ଚିକିତ୍ସା ଏଯାବତ ମିଳିପାରିନଥିବାରୁ ଲୋକମାନେ ଚିନ୍ତିତ ଅଛନ୍ତି। ଅନ୍ୟପଟେ ଦିନକୁ ଦିନ ବଢିଚାଲିଥିବା କରୋନା ମାମଲା ଏହି ଚିନ୍ତାକୁ ଦୁଇଗୁଣିତ କରିଛି। ତେବେ ଇତିମଧ୍ୟରେ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନର…

ଏକ ଔଷଧ ପାଇଁ ଭାରତକୁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ, ଜାଣନ୍ତୁ ଏହି ମେଡ଼ିସିନ ବିଷୟରେ

କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଏବେ ସବୁ ଦେଶ ମେଡ଼ିସିନ ତିଆରି କରିବାରେ ଲାଗିପଡିଛନ୍ତି। କରୋନା ମୁକାବିଲା କରିବାରେ ଆଣ୍ଟି ମ୍ୟାଲେରିଆ ଡ୍ରଗ୍ ହାଇଡ୍ରୋକ୍ସିକ୍ଲୋରୋକୁଇନ ବା HCQ ସମର୍ଥ ବୋଲି କିଛି ଦିନ ହେବ ଶୁଣିବାକୁ ମିଳୁଛି। ଏଣୁ କେତେକ ଦେଶକୁ ଭାରତକୁ ଏହି ମେଡ଼ିସିନର…