କେବେ ଲଞ୍ଚ ହେବ Creta EV ? Hyundai ନେଲା ବଡ଼ ପଦକ୍ଷେପ
ଭାରତରେ Hyundaiର ସବୁଠାରୁ ଅଧିକ ବିକ୍ରି ହେଉଥିବା କାର କ୍ରେଟା ବର୍ତ୍ତମାନ ଇଲେକ୍ଟ୍ରିକ୍ ଭର୍ସନରେ ଆସିବା ପାଇଁ ପ୍ରସ୍ତୁତ ହେଉଛି । ଚେନ୍ନାଇରେ ଥିବା ଏହି କମ୍ପାନୀର ପ୍ଲାଣ୍ଟରେ ଡିସେମ୍ବର ୨୦୨୪ରୁ କ୍ରେଟାର ଇଲେକ୍ଟ୍ରିକ୍ ଭର୍ସନର ପ୍ରଡକ୍ସନ ଆରମ୍ଭ ହୋଇପାରେ । ଏହା Hyundaiର ଭାରତରେ…