Below header
Browsing Tag

icc world cup 2019

ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିର୍ଣ୍ଣୟ ନେଲା ଭାରତ

ନୂଆଦିଲ୍ଲୀ : ବିଶ୍ୱକପରେ ଚାଲିଛି ହାଇଭୋଲଟେଜ୍ ଲଢ଼େଇ। ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଦୁଇ ଓପନର ଦମଦାର ଆରମ୍ଭ କରିଥିଲେ । ଭାରତ-ଅଷ୍ଟ୍ରେଲିଆ ଏପର‌୍ୟ୍ୟନ୍ତ ଦିନିକିଆରେ ୧୩୬ ଥର ମୁହାଁମୁହିଁ ହୋଇଥିଲେ।…

ବହୁ ଚେଷ୍ଟାପରେ ମଧ୍ୟ ହାରିଲା ବାଂଲାଦେଶ,୧୦୬ ରନରେ ଜିତିଲା ଇଂଲଣ୍ଡ

ଆଇସିସି ବିଶ୍ବ କପ୍ ୨୦୧୯ରେ ଆଜିର ପ୍ରଥମ ମ୍ଯାଚରେ ସାମ୍ନାସାମ୍ନି ହୋଇଛନ୍ତି ବାଂଲାଦେଶ ଏବଂ ଇଂଲଣ୍ଡ। ବାଂଲାଦେଶର ଅଧିନାୟକ ମଶରଫେ ମୁତର୍ଜା ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ଯେପରି ତାଙ୍କ ଉପରେ ଭାରି ପଡିଥିଲା। ଜସନ ରୟଙ୍କ…

ବର୍ଷା ପାଇଁ ଅଧାରେ ଅଟକିଲା ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ମ୍ୟାଚ୍

ଆଇସିସି ବିଶ୍ବ କପ୍ ୨୦୧୯ର ୧୩ତମ ମ୍ୟାଚ୍ କୁପର ଏସୋସିଏଟ୍ସ କଣ୍ଟ୍ରୀ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିଲା। ଟସ ଜିତି ପ୍ରଥମେ ବ୍ୟାଟିଂର ନିର୍ଣ୍ଣୟ ନେଇଥିଲା ଆଫଗାନିସ୍ତାନ। ତେବେ ଖେଳ ପ୍ରାରମ୍ଭରେ ଦଳ ଏତେତା ଭଲ ପ୍ରଦର୍ଶନ କରିପାରି ନଥିବା ବେଳେ ୨୦…

୧୫ରନରେ ବିଜୟ ହାସିଲ କଲା ଅଷ୍ଟ୍ରେଲିଆ

ବିଶ୍ବକପରେ ପୂର୍ବରୁ ଭଲ ଖେଳ ପ୍ରଦର୍ଶନ କରିଥିବା ଦୁଇ ପୂର୍ବତନ ଚମ୍ପିଆନ୍ ଦଳ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜି ମୁକାବିଲା ହୋଇଛି। ୱେଷ୍ଟଇଣ୍ଡିଜ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ଯାଟିଂ କରି ଅଷ୍ଟ୍ରେଲିଆ ୪୯ ଓଭରରେ ସମସ୍ତ ୱିକେଟ ହରାଇ ହାସଲ…

ଟିମ୍ ଇଣ୍ଡିଆ ପାଇଁ ସାରା ଦେଶରୁ ଶୁଭେଚ୍ଛା : କିନ୍ତୁ ସୋସିଆଲ ମିଡିଆରେ ଚାଲିଛି କଟ୍ରିନା କୈଫ ଓ ମହମ୍ମଦ କୈଫଙ୍କ ଏକ…

ବିଶ୍ୱକପ୍ ଅଭିଯାନ ଆରମ୍ଭ ପୂର୍ବରୁ ପୂରା ଦେଶ ବିରାଟ ବାହିନୀକୁ ଶୁଭେଚ୍ଛା ଜଣାଇଛି । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କ୍ରୀଡ଼ା, ଫିଲ୍ମ ଦୁନିଆର ସେଲିବ୍ରିଟି ସମସ୍ତେ ଟିମ୍ ଇଣ୍ଡିଆର ସଫଳତା କାମନା କରିଛନ୍ତି । କିନ୍ତୁ କଟ୍ରିନା କୈଫ ଓ ମହମ୍ମଦ କୈଫଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ…

ଦକ୍ଷିଣ ଅଫ୍ରିକା ଭାରତ ସାମ୍ନାରେ ରଖିଛି ୨୨୮ ରନର ଟାର୍ଗେଟ୍

ବିଶ୍ୱକପ୍ କ୍ରିକେଟ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଭାରତ ଆଗରେ ରଖିଛି ୨୨୮ ରନ୍ ଟାର୍ଗେଟ। ସାଉଥମ୍ପଟନରେ ଟସ୍ ଜିତି ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ମାତ୍ର ୨୨୭ ରନରେ ଅଲ୍ ଆଉଟ୍ ହୋଇଗଲା। ପ୍ରଥମରୁ ବିପର‌୍ୟ୍ୟର ସାମନା କରିଥିଲା ଦଳ । ଟିମ୍…

ବର୍ଷା ପାଇଁ ଅଟକିଲା ମ୍ୟାଚ୍ : ଶ୍ରୀଲଙ୍କା ସ୍କୋର ୮ ୱିକେଟରେ ୧୮୨ ରନ୍

ଆଇସିସି ବିଶ୍ବ କପ ୨୦୧୯ରେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ହେଉଥିବା ମ୍ୟାଚ୍ ବର୍ଷା କାରଣରୁ ଅଟକି ଯାଇଛି। ଅଫଗାନିସ୍ତାନ ଟସ ଜିତିଥିବା ବେଳେ ପ୍ରଥମେ ବୋଲିଂ କରିବାର ନିର୍ଣ୍ଣୟ ନେଇଥିଲା। ପ୍ରଥମ ବ୍ୟାଟିଂ କରିବାକୁ ଯାଇ ଶ୍ରୀଲଙ୍କା ଖୁବ ଖରାପ ପ୍ରଦର୍ଶନ କରିଛି। ବର୍ତ୍ତମାନ…

ପରାସ୍ତ ପରେ ପାକିସ୍ତାନର ଜୋରଦାର ପ୍ରତ୍ଯାବର୍ତ୍ତନ, ୧୪ ରନରେ ଇଂଲଣ୍ଡକୁ କଲା ଧୂଳିସାତ୍

ଇଂଲାଣ୍ଡର ନଟିଂହାମ ଟେଣ୍ଟବ୍ରିଜଠାରେ ଚାଲିଥିବା ବିଶ୍ୱକପ କ୍ରିକେଟ ୨୦୧୯ର ମୈଦାନରେ ଆଜି ପାକିସ୍ତାନ ଆୟୋଜକ ଇଂଲାଣ୍ଡ ଆଗରେ ୩୪୯ ରନର ବିଶାଳ ଲକ୍ଷ୍ୟ ରଖିଥିଲା । କିନ୍ତୁ ଏହି ବିଶାଳ ସ୍କୋରକୁ ବହୁ ଚେଷ୍ଟା ପରେ ମଧ୍ୟ ହାସଲ କରିପାରିନଥିଲା ଇଂଲଣ୍ଡ। ୧୪  ରନରେପାକିସ୍ତାନଠୁ ପରାସ୍ତ ହୋଇଛି…

ପରାଜୟର ସ୍ବାଦ ଚାଖିଲେ ଶ୍ରୀଲଙ୍କା ଦଳ, ୧୦ୱିକେଟରେ ନ୍ୟୁଜିଲାଣ୍ଡ ବିଜୟ

ନୂଆଦିଲ୍ଲୀ : ଆଇସିସି କ୍ରିକେଟ ବିଶ୍ବକପ୍ ୨୦୧୯ର କାଡିକ୍ ସୋଫିଆ ଗାଡେନ୍ସରେ ନ୍ୟୁଜିଲ୍ୟାଣ୍ଡ ସାମ୍ନାରେ ଧରାସାୟୀ ହୋଇଯାଇଛନ୍ତି ଶ୍ରୀଲଙ୍କା ଦଳ। ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଶ୍ରୀଲଙ୍କା ଦଳ ୧୩୬ରନ କରିଥିଲେ। ଏହାର ଜବାବରେ…

ନ୍ୟୁଜିଲ୍ୟାଣ୍ଡ ସାମ୍ନାରେ ୧୩୬ରନର ଲକ୍ଷ୍ୟ, ମାତ୍ର ୨୯ ଓଭରରେ ଅଲଆଉଟ ହେଲେ ଶ୍ରୀଲଙ୍କା ଦଳ

ନୂଆଦିଲ୍ଲୀ : କାଡିକ୍ ସୋଫିଆ ଗାଡେନରେ ଚାଲିଛି ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଆଇସିସି ବିଶ୍ବକପ ମୁକାବିଲା। ପ୍ରଥମ ଇନିଂସ୍ ଶେଷ ହୋଇଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ସାମ୍ନାରେ ୧୩୬ରନର ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା। ତେବେ ଶ୍ରୀଲଙ୍କା ଖେଳାଳିଙ୍କ ଏପରି ପ୍ରଦର୍ଶନ ଖେଳପ୍ରେମୀଙ୍କୁ…

ବିଶ୍ୱକପ କ୍ରିକେଟ : ଅଭ୍ୟାସ ମ୍ୟାଚରେ ଭାରତର ନୈରାଶ୍ୟଜନ ପ୍ରଦର୍ଶନ

ଆଉ ୩ ଦିନ ପରେ ବିଶ୍ୱକପ କ୍ରିକେଟ । ତା ପୂର୍ବରୁ ଅଭ୍ୟାସ ମ୍ୟାଚରେ ନୈରାଶ୍ୟଜନ ପ୍ରଦର୍ଶନ କରିଛି ଭାରତ । ନ୍ୟୁଜିଲାଣ୍ଡଠାରୁ ୬ ଓ୍ଵିକେଟରେ ଶେଚନୀୟ ଭାବେ ପରାସ୍ତ ହୋଇଛି ଟିମ ଇଣ୍ଡିଆ । ଟିସ ଜିତି ବ୍ୟାଟିଂ କରିଥିବା ଟିମ ଇଣ୍ଡିଆ ୩୯ ଦଶମିକ ୨ ଓଭରରେ ୧୭୯ ରନ କରି ଅଲଆଉଟ ହୋଇଥିଲା । ଦଳ…

ଘୋଷଣା ହେଲା ପାକିସ୍ତାନ ବିଶ୍ବକପ୍ ଟିମ୍, ଦୁଇବର୍ଷ ପରେ ପୁଣି ମୈଦାନରେ ନଜର ଆସିବେ ଏହି ଖେଳାଳି

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି କ୍ରିକେଟ ବିଶ୍ବକପ ୨୦୧୯ ପାଇଁ ନିଜର ଦଳର ନାମ ଘୋଷଣା କରିଛି। ଏହି ଦଳର ଅଧିନାୟିକତା ସରଫରାଜ୍ ଅହମ୍ମଦ କରୁଥିବା ବେଳେ ବୋଲର ମହମ୍ମଦ ଆମିରଙ୍କ ସହ ବହାବ ରିୟାଜ ଏବଂ ଆସିଫ ଅଲ୍ଲି ଦଳରେ ପୁଣି ସାମିଲ ହୋଇଛନ୍ତି। ଯାହା କ୍ରିକେଟପ୍ରେମୀଙ୍କୁ…