ବହିଷ୍କୃତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ
କଟକ (କେ ନ୍ୟୁଜ): ଟାଟାରେ ନିଯୁକ୍ତି ଠକେଇ ମାମଲାରେ ବହିଷ୍କୃତ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ । ଗୋଳନ୍ଥରା ଥାନା ମାମଲାରେ ମିଳିଲା ଜାମିନ । ୨ ଲକ୍ଷ ଟଙ୍କା ଲେଖାଏଁ ସହ ଦୁଇ ଜଣ ଜାମିନଦାରଙ୍କ ଦ୍ୱାରା ସେ ଜାମିନରେ ଯାଇପାରିବେ ।…