Browsing Tag

IIFL loot case

କଟକ ଆଇଆଇଏଫ୍‌ଏଲରୁ ଲୁଟ ଘଟଣା: ଗିରଫ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କଲେ ହାଇକୋର୍ଟ

କଟକ (କେନ୍ଯୁଜ୍): କଟକ ନୟାସଡ଼କ ସ୍ଥିତ ଋଣ ପ୍ରଦାନକାରୀ ସସ୍ଥା ଆଇଆଇଏଫ୍‌ଏଲରୁ ଲୁଟ ଘଟଣାରେ ଗିରଫ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଓଡିଶା ହାଇକୋର୍ଟ । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ସରୋଜ ପୃଷ୍ଟୀ, ଦେବାଶିଷ ହାଜରା, ପୀତାମ୍ବର ସାହୁ, ପବିତ୍ର…

କଟକ ନୟାସଡକ IIFL ସଂସ୍ଥା ଲୁଟ୍‌ ଘଟଣାର ମାଷ୍ଟରମାଇଣ୍ଡ ଲାଲାର ରିମାଣ୍ଡ ଅବଧି ବୃଦ୍ଧି

କଟକ(କେ ନ୍ୟୁଜ): କଟକ ନୟାସଡକ IIFL ସଂସ୍ଥାରୁ ଲୁଟ୍‌ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତର ରିମାଣ୍ଡ ଅବଧି ଡିସେମ୍ବର ୨ ବୃଦ୍ଧି କରାଯାଇଛି। ଅନ୍ୟ ଦୁଇ ଅଭିଯୁକ୍ତ ପ୍ରକାଶ ସାହୁ ଓ ପବିତ୍ର ବେହେରାଙ୍କ ମଧ୍ୟ ରିମାଣ୍ଡ ଅବଧି ବଢାଯାଇଛି। ପୂର୍ବରୁ ଲାଲା ଅମ୍ରିତ ରାୟଙ୍କ ସମେତ ଅନ୍ୟ…

କଟକ ନୟାସଡ଼କ ଆଇଆଇଏଫ୍‌ଏଲ୍‌ ଲୁଟ୍‌ ଘଟଣା, ବର୍ତ୍ତମାନ ସୁଦ୍ଧା ଜବତ ହେଲାଣି ୧୦ କେଜି ସୁନା

କଟକ : କଟକ ନୟାସଡ଼କ ଆଇଆଇଏଫ୍‌ଏଲ୍‌ ଲୁଟ୍‌ ଘଟଣାରେ ବର୍ତ୍ତମାନ ସୁଦ୍ଧା ଜବତ ହେଲାଣି ୧୦ କେଜି ସୁନା । ସହରରେ ଥିବା ମାନାପୁରମ୍‌ର ଦୁଇଟି ଶାଖାାରୁ ୬ କେଜି ୭୦୦ ସୁନା ଜବତ ହୋଇଛି । ଜବତ ସୁନାକୁ ଜିଲ୍ଲା ଆର୍ମୋରିରେ ରଖାଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ଗ୍ରାହକଙ୍କୁ ସୁନା…

ଆଇଆଇଏଫ୍‌ଏଲ୍‌ ଲୁଟ୍‌ ଘଟଣା: ମୁଖ୍ୟ ଅଭିଯୁକ୍ତ ଲାଲାର ୨ ସହଯୋଗୀ ଗିରଫ, ଏପର୍ଯ୍ୟନ୍ତ ମୋଟ ୧୦ ଜଣଙ୍କୁ ଧରିସାରିଲାଣି…

କଟକ : କଟକ ନୟାସଡ଼କ ଆଇଆଇଏଫ୍‌ଏଲ୍‌ ଲୁଟ୍‌ ଘଟଣାର ମୁଖ୍ୟ ଅଭିଯୁକ୍ତ ଲାଲାର ଦୁଇ ସହଯୋଗୀ ଗିରଫ । ସୁନା ବ୍ୟବସାୟୀ ସରୋଜ କୁମାର ପୃଷ୍ଟି ଓ ଲଳିତ କୁମା ସୋନିକୁ ଗିରଫ ପରେ କୋର୍ଟ ଚାଲାଣ କରାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ । ମାମଲରେ ଏପର୍ଯ୍ୟନ୍ତ ମୋଟ ୧୦ ଜଣଙ୍କୁ…

କଟକ ନୟାସଡ଼କ IIFL ସଂସ୍ଥାରୁ ସୁନା ଲୁଟ ଘଟଣା, ମାଷ୍ଟର ମାଇଣ୍ଡ ନୀଳିମା ଲେଙ୍କା ଗିରଫ

କଟକ: କଟକ ନୟାସଡ଼କ IIFL ସଂସ୍ଥାରୁ ସୁନା ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ନୀଳିମା ଲେଙ୍କାଙ୍କୁ ୧୪ ଦିନ ପାଇଁ ଚୌଦ୍ୱାର ଜେଲ୍‌କୁ ନିଆଯାଇଛି । ନୀଳିମାଙ୍କ ପକ୍ଷରୁ ଜାମିନ ଆବେଦନ ହୋଇଥିଲା । କିନ୍ତୁ ଜାମିନକୁ ଖାରଜ କରି ଦେଇଥିଲେ ଏସ୍‌ଡିଜେଏମ୍‌ଙ୍କ ଅଦାଲତ । ମୁଖ୍ୟ ଅଭିଯୁକ୍ତ ଲାଲା ଅମୃତ…

କଟକ ସୁନା ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍, IIFLର କର୍ମଚାରୀ ଲାଲା ଅମୃତ ରାୟ ଥିଲା ଘଟଣାର ମାଷ୍ଟରମାଇଣ୍ଡ

କଟକ : କଟକ IIFLସଂସ୍ଥାରୁ ସୁନା ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ । IIFLର କର୍ମଚାରୀ ଲାଲା ଅମୃତ ରାୟ ଥିଲା ଘଟଣାର ମାଷ୍ଟରମାଇଣ୍ଡ । ୫ ବର୍ଷ ହେଲା ସେଠାରେ କର୍ମଚାରୀ ଥିଲା ଲାଲା ଅମୃତ ରାୟ । ଏହି ଘଟଣାରେ ୭ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ଠାରୁ ୨କେଜି ସୁନା ଜବତ ହୋଇଛି ।…