Below header
Browsing Tag

ind vs aus

କମନୱେଲଥ ଗେମ୍ସ:ଅଷ୍ଟ୍ରେଲିଆ ଠାରୁ ୩ ଓ୍ଵିକେଟରେ ପ୍ରଥମ ମ୍ୟାଚ ହାରିଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

ଶୁକ୍ରବାରଠୁ ଆରମ୍ଭ ହୋଇଛି କମନୱେଲଥ ଗେମ୍ସ। ପ୍ରଥମ ଦିନରେ ମହିଳା ଟି-ଟ୍ୱେଣ୍ଟି କ୍ରିକେଟ୍ ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହି ଗ୍ରୁପ୍-ଏ’ ମ୍ୟାଚରେ ଅଷ୍ଟ୍ରେଲିଆ ୩ ୱିକେଟରେ ଭାରତକୁ ପରାସ୍ତ କରିଥିଲା ।…

ବ୍ରିସବେନ ଟେଷ୍ଟର ଆଜି ଅନ୍ତିମ ଦିନ, ୩୨୮ ରନ୍‌ ଟାର୍ଗେଟର ପିଛା କରୁଛି ଟିମ୍ ଇଣ୍ଡିଆ

ବ୍ରିସବେନ: ବ୍ରିସବେନ ଟେଷ୍ଟର ଆଜି ଅନ୍ତିମ ଦିନ । ୩୨୮ ରନ୍‌ ଟାର୍ଗେଟର ପିଛା କରୁଛି ଟିମ ଇଣ୍ଡିଆ । ଓପନର ଶୁବମନ୍‌ ଗିଲ୍‌ ଅର୍ଦ୍ଧଶତକ ହାସଲ କରିଛନ୍ତି । ୯୧ ରନ୍‌ କରି ସେ ପ୍ୟାଭିଲିୟନ୍‌ ଫେରିଛନ୍ତି । କ୍ରିଜ୍‌ରେ ଅଛନ୍ତି ଚେତେଶ୍ୱର ପୂଜାରା ଓ ଅଧିନାୟକ ଅଜିଙ୍କ୍ୟ ରାହାଣେ । ଓପନର…

ବ୍ରିସ୍‌ବେନ୍‌ରେ ଚତୁର୍ଥ ଟେଷ୍ଟରେ ପୁଣି ବୋଲରଙ୍କ କମାଲ୍, ଅଷ୍ଟ୍ରେଲିଆର ଗଲାଣି ୪ଟି ଓ୍ଵିକେଟ୍‌

କେନ୍ଯୁଜ୍: ବ୍ରିସ୍‌ବେନ୍‌ରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ପୁଣି ବୋଲରଙ୍କ କମାଲ । ଆଜି ଖେଳ ଆରମ୍ଭ ହେବାଠାରୁ ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆର ୪ଟି ଓ୍ଵିକେଟ୍‌ ଗଲାଣି । ମହମ୍ମଦ ସିରାଜ ୨ଟି ଓ୍ଵିକେଟ୍‌ ନେଇଥିବା ବେଳେ ଓ୍ଵାଶିଂଟନ୍‌ ସୁନ୍ଦର ଓ ସାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ…

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍‌: ରୋହିତ ଶର୍ମାଙ୍କୁ ବି ଲାଗିଲା କି ଆଘାତ! ଆଉଟ୍‌ ହେବା ପରେ ଛୋଟେଇ ଛୋଟେଇ ଫେରିଲେ…

ଗାବା ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ସହ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନ ଶନିବାର ଭାରତୀୟ ଓପନର ରୋହିତ ଶର୍ମା ଆଉଟ୍‌ ହେବା ପରେ ଛୋଟେଇ ଛୋଟେଇ ପଡ଼ିଆରୁ ବାହାରକୁ ଯାଇଥିଲେ। ଏହା ପରେ ଏବେ ପ୍ରଶ୍ନ ଉଠୁଛି ଯେ କ’ଣ ରୋହିତ ଶର୍ମା ମଧ୍ୟ ଆହତ ହୋଇଛନ୍ତି? ମାତ୍ର…

ବ୍ରିସବେନ ହୋଟେଲରେ ଭାରତୀୟ ଖେଳାଳି ନିଜେ କରୁଛନ୍ତି ଟଏଲେଟ୍ ସଫା, ମିଳୁନାହିଁ କୌଣସି ମୌଳିକ ସୁବିଧା, ବିସିସିଆଇ ଦେଲା…

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟ ପାଇଁ ବ୍ରିସବେନ ପହଞ୍ଚିଛି। ଏଠାରେ ଭାରତୀୟ ଦଳକୁ ମଙ୍ଗଳବାର ଏମିତି ହୋଟେଲରେ ରହିବାକୁ ଦିଆଯାଇଛି ଯେଉଁଠି ମୌଳିକ ସୁବିଧା ମଧ୍ୟ ନାହିଁ। କେବଳ ଏତିକି ନୁହେଁ ଖେଳାଳିଙ୍କୁ ନିଜେ ଟଏଲେଟ୍ ସଫା କରିବାକୁ ପଡୁଛି ଏବଂ ବାହାରର ଏକ ଭାରତୀୟ…

ବୁମରା ଓ ସିରାଜଙ୍କ ଉପରେ ଜାତିଗତ ଟିପ୍ପଣୀ କଡ଼ା ନିନ୍ଦା କଲା କ୍ରିକେଟ ଜଗତ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲା…

ଭାରତର ଅଷ୍ଟ୍ରେଲିଆ ଗସ୍ତରେ ଆଉ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳା ଯାଉଥିବା ଟେଷ୍ଟ ମ୍ୟାଚ୍ ସମୟରେ ଗ୍ୟାଲେରୀରେ ବସିଥିବା କିଛି ଦର୍ଶକ ଦୁଇ ଖେଳାଳି ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ ଉପରେ ଜାତିଗତ ଟିପ୍ପଣୀ ଦେଇଥିଲେ। ଏହାସହିତ ମ୍ୟାଚ୍…

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ବେଳେ ମଜାଦାର ଦୃଶ୍ୟ: ସୁବମାନ ଗିଲ୍‌ ବ୍ୟାଟିଂ କରୁଥିବା ବେଳେ ମାର୍ନସଙ୍କ ଥଟ୍ଟା ତାମସା

କେନ୍ଯୁଜ୍: ଖେଳ ବେଳେ ପଡ଼ିଆରେ ଥଟ୍ଟା ତାମସା । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ମଜାଦାର ଦୃଶ୍ୟ । ସୁବମାନ ଗିଲ୍‌ ବ୍ୟାଟିଂ କରୁଥିବା ବେଳେ ଥଟ୍ଟା କରିଥିଲେ ମାର୍ନସ ଲାବୁସା । କିଏ ଫେଭରାଇଟ ପ୍ଲେଆର ବୋଲି ପ୍ରଶ୍ନ କରିଥିଲେ ମାର୍ନସ । ଗିଲ୍‌…

ସିଡ୍‌ନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, ସମସ୍ତ ଖେଳାଳିଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ

ସିଡ୍‌ନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଟିମର ସମସ୍ତ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଆଜି ଟିମ୍ ଇଣ୍ଡିଆ ସିଡନୀ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । କୋଭିଡ୍-୧୯ ନିୟମ ଉଲ୍ଲଂଘନ ପାଇଁ ସଙ୍ଗରୋଧରେ ରହିଥିବା ୫ଜଣ ଯାକ ଖେଳାଳି ମଧ୍ୟ ଦଳ ସହ ଏକାଠି ଯାତ୍ରା…

ମେଲବର୍ଣ୍ଣରେ ରାହାଣେଙ୍କ ଦମଦାର ଶତକ, ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୮୨ ରନରେ ଭାରତ ଆଗୁଆ

ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଜାରି ରହିଛି ବକ୍ସିଂ ଡେ ଟେଷ୍ଟ। ଆଜି ଦ୍ବିତୀୟ ଦିନରେ ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୧୦୦ ରନ୍ ଓ ରବିନ୍ଦ୍ର ଜାଡେଜା ୩୬ ରନ୍ କରିଛନ୍ତି। ଭାରତ ଦ୍ବିତୀୟ ଦିନ ଖେଲ ଶେଷ ସୁଦ୍ଧା ୫ ୱିକେଟ ହରାଇ ୨୭୭ ରନ୍ କରିଛି। ଏହା ସହିତ ୮୨ ରନରେ ଆଗୁଆ ରହିଛି। ରାହାଣେ…

ଭାରତ- ଅଷ୍ଟ୍ରେଲିଆ : ଦ୍ବିତୀୟ ଟେଷ୍ଟର ସର୍ବଶ୍ରେଷ୍ଠ ଖେଳାଳିକୁ ମିଳିବ ସ୍ବତନ୍ତ୍ର ମେଡାଲ, କ୍ରିକେଟ ଅଷ୍ଟ୍ରେଲିଆ କଲା…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୨୬ ଡିସେମ୍ବରକୁ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ଟେଷ୍ଟ ମ୍ଯାଚ। ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ କ୍ରିକେଟ ମ୍ଯାଚରେ ସର୍ବଶ୍ରେଷ୍ଠ ଖେଳାଳି ଅର୍ଥାତ୍ ମ୍ଯାନ୍ ଅଫ୍ ଦ ମ୍ଯାଚ୍ ଭାବେ ଜନି ମୁଲାଗ ପଦବୀରେ ସମ୍ମାନିତ କରାଯିବ। ଜନି ମୁଲାଗ ବିଦେଶ ଯାତ୍ରା…

ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର, ଅଷ୍ଟ୍ରେଲିଆ ଗସ୍ତ ପାଇଁ ରୋହିତ ଶର୍ମା ଫିଟ୍ ଘୋଷିତ

ଟିମ୍ ଇଣ୍ଡିଆ ଏବଂ ଫ୍ଯାନଙ୍କ ପାଇଁ ଖୁସି ଖବର। ଟିମ୍ ଇଣ୍ଡିଆର ଷ୍ଟାର ଓପନର ରୋହିତ ଶର୍ମା ନ୍ଯାସନାଲ କ୍ରିକେଟ ଏକାଡେମୀ ଫିଟନେସ ଟେଷ୍ଟରେ ପାସ୍ କରିଛନ୍ତି। ଏଥିପାଇଁ ସେ ଆସନ୍ତାକାଲିରୁ ଅଷ୍ଟ୍ରେଲିଆ ଗସ୍ତ କରିବେ। କିନ୍ତୁ ସେଠାରେ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ କେତୋଟି ମ୍ଯାଚ ଖେଳିବେ…

ପୁଣି ଥରେ ବିପଦରେ ପଡ଼ିବ ଟିମ୍ ଇଣ୍ଡିଆ, ସିଡନୀ ଗ୍ରାଉଣ୍ଡରେ କାମ କରେନି ବିରାଟଙ୍କ ବ୍ଯାଟିଂ

ଭାରତ – ଅଷ୍ଟ୍ରେଲିଆ ମଧ୍ୟରେ ଚାଲୁଥିବା ଦିନିକିଆ ସିରିଜର ଦ୍ବିତୀୟ ମ୍ଯାଚ ଆସନ୍ତାକାଲି ସିଡନୀ ଗ୍ରାଉଣ୍ଡରେ ଖେଳାଯିବ। ପ୍ରଥମ ଦିନିକିଆରେ ଭାରତ ଅଷ୍ଟ୍ରେଲିଆ ଠାରୁ ୬୬ ରନରେ ପରାସ୍ତ ହୋଇଛି । ଏହି ମ୍ୟାଚରେ ସମସ୍ତଙ୍କ ଫୋକସରେ ଥିଲେ ଚଳିତ ସମୟର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ବିରାଟ କୋହଲି ।…