ଟି୨୦ ବିଶ୍ବକପ ଫେବ୍ରୁଆରୀରେ, ଭାରତରେ ସେମିଫାଇନାଲ ଓ ଫାଇନାଲ ପାଇଁ ଭେନ୍ୟୁ ସ୍ଥିର
ମହିଳା କ୍ରିକେଟ୍ ବିଶ୍ବକପ ୨୦୨୫ ସରିବା ପରେ ଆଇସିସି ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଭାରତ ଓ ଶ୍ରୀଲଙ୍କାରେ ଖେଳା ଯିବ ଆଗାମୀ ଟି୨୦ ବିଶ୍ବକପ୍ । ଆଇସିସି ପୁରୁଷ ଟି୨୦ ବିଶ୍ବକପ୍ ଆସନ୍ତା ଫେବ୍ରୁଆରୀ-ମାର୍ଚ୍ଚରେ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ ।…