Below header
Browsing Tag

indian economy

ଭି-ସେପ୍ ରିକଭରି ରାସ୍ତାରେ ଭାରତୀୟ ଅର୍ଥନୀତି

କେନ୍ୟୁଜ୍(ବ୍ୟୁରୋ): ଭି-ସେପ୍ ରିକଭରି ରାସ୍ତାରେ ଭାରତୀୟ ଅର୍ଥନୀତି । ସଙ୍କୋଚନରୁ ସମ୍ପ୍ରସାରଣ। ନେଗେଟିଭ୍ ଜୋନ୍‌ରୁ ପଜିଟିଭି ଜୋନ୍ । ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ କ୍ୱାର୍ଟର ଅର୍ଥାତ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସର ଅଭିବୃଦ୍ଧି ୦.୪% ରହିଛି। ପ୍ରଥମ କ୍ୱାର୍ଟରରେ ଜିଡିପି…

କରୋନା ସ୍ଥିତି ପରେ ଅର୍ଥନୀତି ସୁଧାରିବାକୁ RBIର ଉଦ୍ୟମ: ୫୦ ହଜାର କୋଟି କରିବ ନିବେଶ, ବ୍ୟାଙ୍କ ଗୁଡ଼ିକରେ ପର୍ଯ୍ୟାପ୍ତ…

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦେଶରେ ଅର୍ଥନୀତି ସୁଧାରିବାକୁ ଆରବିଆଇର ଉଦ୍ୟମ । ରିଭର୍ସ ରେପୋ ରେଟ୍‌ ଡ୍ରାସ କରିଛି ଆରବିଆଇ । ରିଭର୍ସ ରେପୋ ରେଟ୍‌ .୨୫ ବେସିସ୍‌ ପଏଣ୍ଟ ହ୍ରାସ ପାଇବ । ଫଳରେ ରିଭର୍ସ ରେପୋ ରେଟ୍‌ ୪ରୁ କମି ୩. ୭୫% ହେବ । ଏହା ସହ ୫୦ ହଜାର କୋଟି ନିବେଶ କରିବ…

ଭାରତକୁ ବିଶ୍ୱବ୍ୟାଙ୍କର ଝଟକା, ବିକାଶ ଦର କମିବା ନେଇ ଆକଳନ

ନୁଆଦିଲ୍ଲୀ: ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ଭାରତକୁ ବିଶ୍ୱବ୍ୟାଙ୍କର ଝଟକା। ଭାରତର ବିକାଶ ଦର କମିବା ନେଇ ଆକଳନ କରିଛି ବିଶ୍ୱବ୍ୟାଙ୍କ। ଗତ ଆର୍ଥିକ ବର୍ଷରେ ଦେଶର ବିକାଶ ଦର ୬.୯ ପ୍ରତିଶତ ରହିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୬ ପ୍ରତିଶତ ରହିବ ବୋଲି ଆକଳନ ହୋଇଛି। ଏହାସହ ପଢନ୍ତୁ:…

ସରକାରଙ୍କୁ ଜିଏସଟି ଝଟ୍‌କା, ଅଗଷ୍ଟ ମାସରେ ୧ ଲକ୍ଷ କୋଟିରୁ କମ୍‌ ହୋଇଛି ଜିଏସଟି ଆଦାୟ

ସରକାରଙ୍କୁ ଜିଏସଟି ଝଟ୍‌କା। ଅଗଷ୍ଟ ମାସରେ ୧ ଲକ୍ଷ କୋଟିରୁ କମ୍‌ ହୋଇଛି ଜିଏସଟି ଆଦାୟ। ଆଜି ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ ଅଗଷ୍ଟ ମାସରେ ୯୮ ହଜାର ୨୦୨ କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି। ଜୁଲାଇ ମାସରେ ଏହି ପରିମାଣ ଥିଲା ୧ ଲକ୍ଷ ୨ ହଜାର କୋଟି ଟଙ୍କା। ତେବେ ଗତବର୍ଷ ଅଗଷ୍ଟ ତୁଳନାରେ…

ଭାରତର ଅର୍ଥବ୍ୟବସ୍ଥାକୁ ମୋଦି ସରକାର ଭାଙ୍ଗି ଦେଇଛନ୍ତି: ଅଖିଳେଶ ଯାଦବ

ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ମୁହଁ ଖୋଲିଛନ୍ତି। ଅଖିଳେଶ କହିଛନ୍ତି, ମୋଦି ସରକାରଙ୍କ ଯୋଉଁ ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟରେ ଗତି କରୁଛି। ନୋଟବନ୍ଦୀ, ଜିଏସଟି ବ୍ୟବସାୟ ଉପରେ ବହୁତ ପ୍ରଭାବ ପକାଇଛି। ଏହା ଯୋଗୁଁ ଛୋଟ ଏବଂ ଘେରାଇ ଉଦ୍ୟୋଗ…

ତଳକୁ ଖସୁଛି ଭାରତର ଅର୍ଥନୀତି, ଓ୍ଵାଲର୍ଡ ବ୍ୟାଙ୍କ ଦେଲା ଏମିତି ରିପୋର୍ଟ

ତଳକୁ ଖସୁଛି ଭାରତର ଅର୍ଥନୀତି ।୨୦୧୭ରେ ଭାରତ ବିଶ୍ୱର ୫ମ ବୃହତ ଅର୍ଥନୀତି ଥିବାବେଳେ ୨୦୧୮ରେ ସପ୍ତମ ସ୍ଥାନକୁ ଖସିଛି । ଓ୍ଵାଲର୍ଡ ବ୍ୟାଙ୍କର ସଦ୍ୟ ରିପୋର୍ଟରେ ଏନେଇ ଉଲ୍ଲେଖ ରହିଛି । ଫ୍ରାନସ୍‌ ଓ ୟୁକେ ଆଗକୁ ଯାଇଥିବା ବେଳେ ଭାରତ ଏହି ତାଲିକାରେ ଦୁଇଟି ସ୍ଥାନ ତଳକୁ ଖସିଛି । ୨୦୧୮ରେ…