Browsing Tag

indian railway board

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା : ୬ଟି ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଲା ରେଳ ବୋର୍ଡ

ଦିଲ୍ଲୀ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି, ଭାରତୀୟ ରେଳବାଇ ଆଜି ଦିନ କିଛି ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି ।  ତଥ୍ୟ ଅନୁସାରେ ରେଳ ବୋର୍ଡର ସୂଚନା ଏବଂ ପ୍ରଚାର ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିଲୀପ କୁମାର ଏହି ସ୍ୱତନ୍ତ୍ର…

୧୦ମାସର ଶିଶୁକୁ ମିଳିଲା ରେଳବିଭାଗରେ ନିଯୁକ୍ତି, ୧୮ବର୍ଷ ହେଲେ କାମରେ ଯୋଗ ଦେବେ

ଗୋଟେ ଛୋଟ ଶିଶୁ ପାଇଁ ଭାରତୀୟ ରେଳ ବିଭାଗ ତରଫରୁ ଏମିତି ଏକ ପଦକ୍ଷେପ ନିଆଯାଇଛି ଯାହାକୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଛତିଶଗଡ଼ରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏକ ୧୦ ମାସର ଶିଶୁକୁ ଅନୁକମ୍ପା ଆଧାରରେ ଚାକିରୀଟିଏ ମିଳିଛି । ଏହି ଶିଶୁକୁ ଚାକିରୀ ସହିତ ସେହି…

ରେଳଯାତ୍ରୀଙ୍କ ପାଇଁ ନୂଆ ନିୟମ ଜାରି କଲା ବିଭାଗ, ଜାଣନ୍ତୁ ଯାତ୍ରା ସମୟରେ କେଉଁ କେଉଁ ଦିଗ ପ୍ରତି ଦେବେ ଧ୍ୟାନ

ଯଦି ଆପଣ ବି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଟିକେଟ ବୁକିଙ୍ଗ ସମୟରେ ଆପଣଙ୍କ ପାଖରେ ସିଲେକ୍ସନର ଏକ ଅପସନ ଥାଏ  । କିନ୍ତୁ ପ୍ରତିଥର ଆପଣଙ୍କୁ ମନ ମୁତାବକ ସିଟ ମିଳିନଥାଏ  । ଏହାର କାରଣ ହେଉଛି ରେଳ ବିଭାଗ ନିକଟରେ ବି ଅଳ୍ପ ସଂଖ୍ୟକ ସିଟ…

ଟ୍ରେନ ଉପରେ ଏହି ଗୋଲାକାର ଢ଼ାଙ୍କୁଣୀ ଲାଗିବାର ରହିଛି ଏକ ବଡ଼ କାରଣ, ଜାଣନ୍ତୁ

ଭାରତୀୟ ରେଳ ବିଭାଗ ଦୁନିଆର ୪ର୍ଥ ବୃହତ୍ତମ ରେଳ ନେଟଓ୍ଵାର୍କ। ଏହାରି ମଧ୍ୟରେ ସବୁବର୍ଗର ଲୋକ ଯାତ୍ରା କରିଥାନ୍ତି। ଭାରତୀୟ ରେଳ ସହ ଜଡ଼ିତ ମାଜାଳିଆ କଥା ଆଜି ଆମେ ଆପଣଙ୍କୁ କହିବୁ। ଆପଣ ଟ୍ରେନ ଉପରେ ଥିବା ଡବାକୁ ପ୍ରାୟତଃ ଦେଖିଥିବେ। ଏହା ଗୋଲାକାର ସଦୃଶ୍ୟ ରହିଥାଏ। ଏହା ଦେଖିବାକୁ…

ଛତିଶଗଡ଼ରୁ ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ ପ୍ରସଙ୍ଗ: ଓଡ଼ିଶାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା ରେଳବାଇ ବୋର୍ଡ

କେନ୍ୟୁଜ୍(ବ୍ୟୁରୋ): ଛତିଶଗଡ଼ରୁ ଆସୁଥିବା ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ  କରି ହେବ ନାହିଁ। ଓଡ଼ିଶାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲା ରେଳବାଇ ବୋର୍ଡ। ଛତିଶଗଡରୁ ଆସୁଥିବା କିମ୍ବା ଛତିଶଗଡ଼ ଦେଇ ଓଡ଼ିଶା ଆସୁଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ ବାତିଲ କରିବାକୁ ଗତକାଲି ଚିଠି ଲେଖିଥିଲେ ମୁଖ୍ୟ…

କାରୋନା ସହ ଲଢେ଼ଇ, ରେଳ ବିଭାଗ ନିଜ କର୍ମଚାରୀଙ୍କୁ ମାଗିଛି ଗୋଟେ ଦିନର ଦରମା ଟଙ୍କା

ଭାରତୀୟ ରେଲୱେ ବୋର୍ଡ଼ ନିଜର କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ନିଜର ଗୋଟେ ଦିନର ଦରମା ଦେବା ପାଇଁ ଅନୁରୋଧ କରିଛି। କାରୋନା ବିପକ୍ଷରେ ହେଉଥିବା ଲଢ଼େଇରେ ସରକାରଙ୍କ ପ୍ରଚେଷ୍ଟାକୁ ସମର୍ଥନ କରିବା ପାଇଁ ସମସ୍ତଙ୍କୁ ସାହାଯ୍ୟ କରିବାକୁ କହିଛି ଭାରତୀୟ ରେଳ ବିଭାଗ। ରେଳ…