ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱବିଜୟୀ ମହିଳା କ୍ରିକେଟ ଟିମ୍, ଭବିଷ୍ୟତ ଯୋଜନା ନେଇ କଲେ ଆଲୋଚନା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱବିଜୟୀ ମହିଳା କ୍ରିକେଟ ଟିମ୍ । ଅଧିନାୟକ ହର୍ମନପ୍ରୀତଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ ଟିମର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତାଙ୍କ ବାସଭବନରେ ଭେଟିଛନ୍ତି । ବିଶ୍ୱବିଜେତା ଦଳକୁ ପ୍ରଧାନମନ୍ତ୍ରୀ ସମ୍ବର୍ଦ୍ଧିତ…