Browsing Tag

international flights

୨ ବର୍ଷ ପରେ ଆଜିଠୁ ଆରମ୍ଭ ହେଲା ଅନ୍ତର୍ଜାତୀୟ ବିମାନ ଚଳାଚଳ, ଉତ୍ସାହରେ ଏୟାରଲାଇନ୍ସ କମ୍ପାନୀ

ଦୀର୍ଘ ୨ ବର୍ଷ ଧରି ବନ୍ଦ ରହିବା ପରେ ଆଜି ରବିବାର ଠାରୁ ପୁଣିଥରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ ବିମାନ ଚଳାଚଳ। ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ଫଳରେ ବିଦେଶ ଯାତ୍ରା କରିବା ଲୋକଙ୍କ ପାଇଁ ଆହୁରି ସହଜ ହୋଇଯିବ। ଫଳରେ ବିକାଶର ରାସ୍ତା ଖୋଲିବ। କରୋନା ସଂକ୍ରମଣ ରୋକିବାକୁ ୨୩ ମାର୍ଚ୍ଚ…

ଅନ୍ତର୍ଜାତୀୟ ଉଡ଼ାଣ ପାଇଁ କୋହଳ ହେଲା ନିୟମ: ଆଉ ପିପିଇ କିଟ୍‌ ପିନ୍ଧିବେନି କ୍ରୁ ମେମ୍ବର୍ସ କିନ୍ତୁ ମାନିବେ ଏସବୁ…

ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ସକୁ ନେଇ କୋଭିଡ୍‌-୧୯ର ଗାଇଡ୍‌ଲାଇନ୍‌ ଜାରି କରିଛି। ନୂଆ ସଂଶୋଧିତ ଗାଇଡ୍‌ଲାଇନ୍‌ ମୁତାବକ, ଅନ୍ତର୍ଜାତୀୟ ଉଡ଼ାଣରେ ୩ ସିଟ୍‌କୁ ଖାଲି ରଖିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ଏହା ବ୍ୟତୀତ ଫ୍ଲାଇଟ୍‌ର କ୍ରୁ ମେମ୍ବର୍ସ ପାଇଁ…

ଦୁଇବର୍ଷ ପରେ ସ୍ୱାଭାବିକ ହେବ ବିମାନ ଉଡାଣ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ସେବା

କରୋନା ମହାମାରୀ ଯୋଗୁଁ ପାଖାପାଖି ୨ ବର୍ଷ ହେଲାଣି ସ୍ୱାଭାବିକ ଉଡାଣ ହୋଇପାରୁନଥିଲା। ଏବେ ପୁଣି ଥରେ ଦୁଇବର୍ଷ ପରେ ସ୍ୱାଭାବିକ ହେବାକୁ ଯାଉଛି ଅନ୍ତର୍ଜାତୀୟ ବିମାନ ଉଡାଣ । କେନ୍ଦ୍ର ସରକାର ଆସନ୍ତା ମାର୍ଚ୍ଚ ୨୭ ତାରିଖରୁ ଭାରତରେ ଅନ୍ତର୍ଜାତୀୟ ଉଡାଣକୁ ସ୍ୱାଭାବିକ କରିବାକୁ ନିଷ୍ପତ୍ତି…

କାବୁଲରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ, ସେବା ଆରମ୍ଭ କରିବା ପାଇଁ ଅପିଲ କଲା ତାଲିବାନ୍

କାବୁଲରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ । କାବୁଲରୁ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବା ପାଇଁ ଅପିଲ କରିଛି ତାଲିବାନ । ଏୟାରପୋର୍ଟର ସମସ୍ୟା ସମାଧାନ ହୋଇଛି । ସମସ୍ତ ଏୟାରଲାଇନ୍‌ସକୁ ପୂର୍ଣ୍ଣ ସହଯୋଗ ପାଇଁ ତାଲିବାନ ପ୍ରତିଶ୍ରୁତି ଦେଇଛି । ଏବେ ସୀମିତ ସଂଖ୍ୟାରେ ଯତ୍ରୀବାହୀ ବିମାନ ଓ…

ବିଶ୍ବରେ କରୋନା ପରେ ଏକ ନୂଆ ପ୍ରକାର ଷ୍ଟ୍ରେନ ଚିହ୍ନଟ, ୩୧ ଡିସେମ୍ବର ପର୍ଯ୍ଯନ୍ତ ସମସ୍ତ ଅନ୍ତଃରାଷ୍ଟ୍ରୀୟ ଉଡ଼ାଣ…

ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବାପରେ ପାଖାପାଖି ୧୩ ଦେଶ ବ୍ରିଟେନରୁ ଯିବାଆସିବା ଉଡାଣ ଉପରେ ରୋକ୍ ଲଗାଇଛି। ବ୍ରିଟେନରେ କରୋନର ନୂଆ ଷ୍ଟ୍ରେନ୍ ଦ୍ରୁତ ଗତିରେ ସଂକ୍ରମଣ ହେଉଥିବା ସୂଚନା ମିଳିବା ପରେ ସାଉଦି ଆରବ ରବିବାର ଦିନ ଦେଶର ଅନ୍ତର୍ଜାତୀୟ ବିମାନ ସମେତ ସଡ଼କପଥ…

ଆସନ୍ତାକାଲିଠୁ ଆରମ୍ଭ ହେଉଛି ଆମେରିକା-ଭାରତ ମଧ୍ୟରେ ବିମାନ ଚଳାଚଳ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

କରୋନା ସଙ୍କଟ ମଧ୍ୟରେ ଦୀର୍ଘ ଦିନ ଧରି ବନ୍ଦ ଥିବା ବିମାନ ସେବା ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଏନେଇ ଗୁରୁବାର ବିମାନ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏୟାର ଫ୍ରାନ୍ସ ଏୟାରଲାଇନ୍‌ ଜୁଲାଇ ୧୮ରୁ ଅଗଷ୍ଟ ୧ ଯାଏଁ ଦିଲ୍ଲୀ, ମୁମ୍ବାଇ,…