ଦେଖନ୍ତୁ ଏହି କୁନିପୁଅର ୬ ପ୍ୟାକ୍ସ ଏବ୍ସ, ବଡ଼ ବଡ଼ ବଡିବିଲ୍ଡରଙ୍କୁ ବି ମାତ୍ ଦେଇଦେବ!
ଟୁଇଟରରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ଏଥିରେ ଜଣେ ୭ ବର୍ଷର ପୁଅକୁ ଦେଖିବାକୁ ମିଳୁଛି, ଯିଏ ମୁଥ ଉପରେ ମୁଥ ମାରିଚାଲିଛି। ସେ ଅଟକି ଯାଉନି, ବରଂ ଧଡାଧଡ୍ ଦେଇଚାଲିଛି। କୁନିପୁଅର ଏଭଳି ପାଓ୍ଵାର ଦେଖି ପୂରା ଦୁନିଆ ଏବେ ଚକିତ। ଭିଡିଓ ଦେଖିଲା ପରେ ଆପଣ ବି ତା’ର ଫ୍ୟାନ୍ ହୋଇଯିବେ।…