Browsing Tag

irfan khan

କଲେଜ ଡ୍ରପ୍‌ ଆଉଟ୍‌ ହେବା ସତ୍ତ୍ୱେ ଇରଫାନ୍‌ ଖାନ୍‌ଙ୍କ ପୁଅ ବାବିଲଙ୍କୁ ମିଳିଲା ଡିଗ୍ରୀ ସାର୍ଟିଫିକେଟ୍‌, ସେୟାର କଲେ…

କଲେଜ ଡ୍ରପ୍‌ ଆଉଟ୍‌ ହେବା ସତ୍ତ୍ୱେ ଡିଗ୍ରୀ ହାସଲ କରିଛନ୍ତି ଦିବଂଗତ ଅଭିନେତା ଇରଫାନ୍‌ ଖାନ୍‌ଙ୍କ ପୁଅ ବାବିଲ। ତାଙ୍କୁ ଲଣ୍ଡନର େଓ୍ଵଷ୍ଟ ମିନିଷ୍ଟର କଲେଜରୁ ସ୍ନାତକ ଡିଗ୍ରୀ ମିଳିଛି। ଏନେଇ ବାବିଲଙ୍କ ମା’ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି। ତେବେ ଚଳିତବର୍ଷ ଆରମ୍ଭରେ ବାବିଲ ଏକ…

ଲକଡାଉନ ଯୋଗୁ କଡ଼ା ସୁରକ୍ଷା ମଧ୍ୟରେ ହେବ ଇରଫାନଙ୍କ ଶେଷକୃତ୍ୟ, ମୁତୟନ ହେଲେ ଶତାଧିକ ପୋଲିସ

କ୍ୟାନସର ରୋଗରେ ପୀଡିତ ହୋଇ ଶେଷରେ ଆଖିବୁଜିଛନ୍ତି ବଲିଉଡ କଳାକାର ଇରଫାନ ଖାନ। ମଙ୍ଗଳବାର କୋକିଲାବେନ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା। ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଗତକାଲି ଅପରାହ୍ନ ୩ଟାରେ ଇରଫାନଙ୍କ ନିଧନ…

ପଞ୍ଚଭୂତରେ ଲୀନ ହେଲେ ଇରଫାନ ଖାନ୍, ଜାଣନ୍ତୁ ତାଙ୍କ ସଂଘର୍ଷମୟ ଜୀବନ ବିଷୟରେ…

ଆଖିବୁଜିଲେ ବଲିଉଡର ଆଉ ଜଣେ ଆଗଧାଡ଼ି କଳାକାର। ନିଜ ଯାଦୁଗରୀ ଅଭିନୟ ମାଧ୍ୟମରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଇରଫାନ ଖାନ୍ ଆଜି ମୃତ୍ୟୁର କୋଳରେ ଚିରଦିନ ପାଇଁ ଶୋଇଯାଇଛନ୍ତି। ୫୪ ବର୍ଷ ବୟସରେ ପେଟ ଓ ମଳାଶୟ ସଂକ୍ରମଣ ଯୋଗୁ କୋକିଲାବେନ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ…

ଜଣେ ଭଲ ଅଭିନେତାଙ୍କୁ ହରାଇଲା ବଲିଉଡ, ଚାଲିଗଲେ ଅଭିନେତା ଇରଫାନ ଖାନ

ବଲିଉଡ୍ ଅଭିନେତା ଇରଫାନ ଖାନଙ୍କ ଦେହାନ୍ତ ଆଜି ହୋଇଛି। ହଠାତ୍‌ ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ମଙ୍ଗଳବାର ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ପେଟ ଓ ମଳାଶୟ ସଂକ୍ରମଣ ଯୋଗୁ ସେ ହଠାତ୍…

ଇରଫାନ ଖାନଙ୍କ ମା’ସଇଦା ବେଗମଙ୍କ ଦେହାନ୍ତ, ଲକଡାଉନ ଯୋଗୁ ଅନ୍ତିମ ଯାତ୍ରାରେ ଯୋଗ ଦେଇପାରିଲେନି ଅଭିନେତା

ସାରା ଦେଶ ଏବେ କରୋନା ମହାମାରୀ ଦେଇ ଗତି କରୁଛି। ଇତିମଧ୍ୟରେ ବଲିଉଡ ଇଣ୍ଡଷ୍ଟ୍ରୀରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଶନିବାର ଦିନ ହଲିଉଡ ଓ ବଲିଉଡର ଲୋକପ୍ରିୟ କଳାକାର ଇରଫାନ ଖାନଙ୍କ ମା' ସଇଦା ବେଗମଙ୍କ ନିଧନ ହୋଇଛି। ୯୫ ବର୍ଷ ବୟସରେ ତାଙ୍କ ଦେହାନ୍ତ ଘଟିଛି। ଟୋଙ୍କନ ରାଜ ପରିବାର ସହ…

ଇରଫାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଖୁବ୍ ଶୀଘ୍ର ହେବକୁ ଯାଉଛି ସୁଟିଂ ଆରମ୍ଭ

ମୁମ୍ବାଇ : ବଲିଉଡ଼ କଳାକାର ଇରଫାନ ଖାନ ସୁସ୍ଥ ହୋଇ ଫେରିବା ପରେ କୌଣସି ଫିଲ୍ମରେ ନଜର ଆସିନାହାନ୍ତି। କିନ୍ତୁ ଏବେ ମିଳିଥିବା ଖବର ମୁତାବକ, ସେ ଖୁବ ଶୀଘ୍ର ଫିଲ୍ମ ଦୁନିଆକୁ ଫେରୁଛନ୍ତି। ଏନେଇ ଖୁବ ଶୀଘ୍ର ସେ ତାଙ୍କ ଆଗାମୀ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି। ଅଭିନେତା…

ଇରଫାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଖୁବ ଶୀଘ୍ର ଭାରତ ଆସୁଛନ୍ତି ଫେରି

ମୁମ୍ବାଇ : ବିଦେଶରେ କ୍ଯାନ୍ସର ରୋଗର ଚିକିତ୍ସା କରାଉଥିବା ଅଭିନେତା ଇରଫାନ ଏବେ ଭାରତକୁ ଫେରିବା ନେଇ ଖବର ରହିଛି। ନିକଟରେ ଇଂଲିସ ମିଡ଼ିୟମ ୨ ଫିଲ୍ମ ବିଷୟରେ ଘୋଷଣା କରିବାକୁ ଯାଇ ଆୟୋଜିତ କରାଯାଇଥିବା ଏକ ମିଡ଼ିଆ ସମ୍ମିଳନୀରେ ଖୁଲାସା କରାଯାଇଛି କି, ଖୁବ ଶୀଘ୍ର ତାଙ୍କ ପ୍ରଶଂସକଙ୍କ…

କ୍ଯାନ୍ସର ସହ ଲଢ଼ୁଥିବା ଇରଫାନ ପାଲଟିବେ ଶହୀଦ ଉଦ୍ଧମ ସିଂ

କ୍ୟାନ୍ସର ରୋଗର ଚିକିତ୍ସା ପରେ ଇରଫାନ ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ସୁଜିତ ସରକାରଙ୍କର ଆଗାମୀ ଫିଲ୍ମ ସରଦାର ଉଦ୍ଧମ ସିଂଙ୍କ ବାୟୋପିକ ଦ୍ବାରା କ୍ୟାମେରା ସାମନାକୁ ପୁର୍ନବାର ନଜର ଆସିପାରନ୍ତି। କିଛିଦିନ ତଳେ ଲଣ୍ଡନରେ ସୁଜିତ ଇରଫାନଙ୍କୁ ଭେଟିଥିଲେ। ଦୁହିଁଙ୍କ ମଧ୍ୟରେ ଏହି ଫିଲ୍ମକୁ…