ଅମୃତସରର ଇସଲାମାବାଦ ପୋଲିସ ଷ୍ଟେସନ ନିକଟରେ ଭୟଙ୍କର ବିସ୍ଫୋରଣ, ଗ୍ୟାଙ୍ଗଷ୍ଟର ଜୀୱାନ୍ ଫାଉଜି କଲା ନିଜକୁ ଦାୟୀ
ପଞ୍ଜାବର ଅମୃତସରର ଇସଲାମାବାଦ ପୋଲିସ ଷ୍ଟେସନ ନିକଟରେ ଭୟଙ୍କର ବିସ୍ଫୋରଣ ହୋଇଛି । ସକାଳ ପ୍ରାୟ ୩ ଟା ସମୟରେ ବିସ୍ଫୋରଣ ହୋଇଥିଲା । ସ୍ଥାନୀୟ ଲୋକ ବିସ୍ଫୋରଣ ଶବ୍ଦ ଶୁଣି ଲୋକମାନେ ଭୟଭୀତ ହୋଇପଡିଛନ୍ତି ।
ଇସଲାମାବାଦ ପୋଲିସ ଷ୍ଟେସନ ଅଧିକାରୀ ଜସବୀର ସିଂ କହିଛନ୍ତି ଯେ, ଆମେ ମଧ୍ୟ ଏହି…