Browsing Tag

isro

ଗୁଗଲ ମ୍ଯାପର ହେବ ଛୁଟି ? ଭାରତକୁ ମିଳିବାକୁ ଯାଉଛି ସ୍ବଦେଶୀ ନେଭିଗେସନ ଆପ୍, ଇସ୍ରୋ କଲା ଘୋଷଣା

ଭାରତ ଖୁବଶୀଘ୍ର ନିଜର ନେଭିଗେସନ ଆପ୍ ଆଣିବାକୁ ଯାଉଛି। ଏହା ସହିତ MapMyIndia ସହ ମିଳିତ ହୋଇ ଦେଶର ପ୍ରଥମ ସମ୍ପୂର୍ଣ୍ଣ ଘରୋଇ ମ୍ୟାପିଂ ପୋର୍ଟାଲ୍ ଏବଂ ଭୌଗଳିକ ସେବା ଆରମ୍ଭ କରିବାକୁ ISRO ପଦକ୍ଷେପ ନେଇଛି । ଏହା ମାଧ୍ୟମରେ MapMyIndia ର ଡିଜିଟାଲ୍ ମାନଚିତ୍ର ଏବଂ ଟେକନିକ ISRO…

ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ, ୩ ବର୍ଷ ପରେ ସୋସିଆଲ ମିଡିଆରେ କଲେ ଅଭିଯୋଗ

କେନ୍ଯୁଜ୍: ଇସ୍ରୋ ବୈଜ୍ଞାନିକ ତପନ ମିଶ୍ରଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ । ସୋସିଆଲ ମିଡିଆରେ ତପନ ମିଶ୍ର ଏନେଇ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କେନ୍ଦ୍ର ସରକାର କରିବାକୁ ସେ ଦାବି କରିଛନ୍ତି । ତପନ ମିଶ୍ର ଅଭିଯୋଗ କରିଛନ୍ତି, ତାଙ୍କୁ ୩ ବର୍ଷ ତଳେ ବିଷ ଦେଇ ମାରିଦେବାକୁ ଉଦ୍ୟମ ହୋଇଥିଲା…

ଆଜି ଶ୍ରୀହରିକୋଟାରୁ ଆଉ ଏକ PSLV ରକେଟ ଉତକ୍ଷେପଣ କରିବ ଇସ୍ରୋ

ଶ୍ରୀହରିକୋଟା: ଆଜି ଶ୍ରୀହରିକୋଟାରୁ ଇସ୍ରୋ ଆଉ ଏକ ଇତିହାସ ସୃଷ୍ଟି କରିବ । ଆଉ ଏକ PSLV ରକେଟରେ ଉତକ୍ଷେପଣ କରିବାକୁ ଯାଉଛି । ଏଥିପାଇଁ ଶୁକ୍ରବାରଠାରୁ ଅବଗଣନା ଆରମ୍ଭ ହୋଇଛି । ଅପରାହ୍ନ ୩ଟାରେ ଏହାର ଉତକ୍ଷେପଣ କରାଯିବ । ଏହି ରକେଟ ସାହାଯ୍ୟରେ ଇସ୍ରୋ ସମୁଦାୟ ୧୦ଟି ଉପଗ୍ରହ…

ଆସନ୍ତା ବର୍ଷ ହୋଇପାରେ ‘ଚନ୍ଦ୍ରୟାନ-୩’ର ଲଞ୍ଚିଙ୍ଗ, ଅଭିଯାନରେ ରହିବ ନାହିଁ ଅର୍ବିଟର

ଭାରତର ଚନ୍ଦ୍ର ମିଶନ ଅଧୀନରେ 'ଚନ୍ଦ୍ରୟାନ-୩'କୁ ୨୦୨୧ ପ୍ରାରମ୍ଭରେ ପ୍ରତିକ୍ଷେପଣ କରାଯିବାର ସମ୍ଭାବନା ରହିଛି। ଚନ୍ଦ୍ରୟାନ-୨ର ବିପରୀତ ଏଥିରେ 'ଅର୍ବିଟର' ରହିବ ନାହିଁ। କିନ୍ତୁ ଏଥିରେ ଏକ 'ଲ୍ୟାଣ୍ଡର' ଏବଂ 'ରୋବର' ରହିବ। ଗତବର୍ଷ ସେପ୍ଟେମ୍ବରରେ ଚନ୍ଦ୍ରୟାନ-୨ର ଚନ୍ଦ୍ର ଉପରେ 'ହାର୍ଡ…

ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଇସ୍ରୋ ଓ ଭିସୁଟ୍‌ ମଧ୍ୟରେ MOU ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଇସ୍ରୋ ଓ ଭିସୁଟ୍‌ ମଧ୍ୟରେ MOU ସ୍ୱାକ୍ଷରିତ । ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଇସ୍ରୋ ଓ ଭିସୁଟ୍‌ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି । ଅନ୍‌ଲାଇନ ମାଧ୍ୟମରେ ସ୍ୱାକ୍ଷରିତ ହୋଇଛି MOU । ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଇସ୍ରୋ ଓ ଭିସୁଟ୍‌…

ଇସ୍ରୋକୁ ବଡ଼ ସଫଳତା, ମଙ୍ଗଳର ସବୁଠୁ ବଡ଼ ଜହ୍ନର ଫଟୋ ଉଠାଇଲା ମଙ୍ଗଳଯାନ

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)ର ମଙ୍ଗଳଯାନ (ମାର୍ସ ଅର୍ବିଟର ମିଶନ ବା ଏମ୍‌ଓଏମ୍‌)ରେ ଲାଗିଥିବା ‘ମାର୍ସ କଲର କ୍ୟାମେରା’(ଏମ୍‌ସିସି) ମଙ୍ଗଳର ସବୁଠୁ ବଡ଼ ଚନ୍ଦ୍ର ‘ଫୋବୋସ’ର ଫଟୋ ଉତ୍ତୋଳନ କରିଛି। ଜୁଲାଇ ୧ ତାରିଖରେ ଏହି ଫଟୋ ନିଆଯାଇଥିଲା। ଏହି ସମୟରେ ମଙ୍ଗଳଯାନ ମଙ୍ଗଳ ଠାରୁ…

ଗଗନୟାନରେ ଅନ୍ତରୀକ୍ଷ ଯାତ୍ରା କରିବାକୁ ପ୍ରସ୍ତୁତ ଅଛି ଏହି ରୋବଟ୍‌ ମାନବୀ, ଦେଖନ୍ତୁ ‘ବ୍ୟୋମମିତ୍ର’ର ଭିଡିଓ

ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଗଗନୟାନ ମିଶନ ପାଇଁ ନିର୍ମାଣ କରିଥିବା ହ୍ୟୁମାନଏଡ୍‌ର ପ୍ରଥମ ଝଲକ ଦେଖିବାକୁ ମିଳିଛି। ଇସ୍ରୋର ମୁଖ୍ୟ କେ.ଶିବନ୍‌ ଏନେଇ ସୂଚନା ଦେଇ କହିଛନ୍ତି ଯେ ଏହି ମାନବୀ ରୋବଟ୍‌ ନାଁ ରହିଛି ବ୍ୟୋମମିତ୍ର। ସେ କହିଛନ୍ତି ଯେ ୨୦୨୧ ମସିହା ଡିସେମ୍ବର…

ଚନ୍ଦ୍ରାୟନ-୨ ପରେ ଚନ୍ଦ୍ରାୟନ-୩ ଚନ୍ଦ୍ରକୁ ପ୍ରେରଣ କରାଯିବା ନେଇ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଆରମ୍ଭ : କେ. ଶିବନ୍‌

ବେଙ୍ଗାଲୁରୁ(କେନ୍ୟୁଜ୍): ଚନ୍ଦ୍ରାୟନ-୨ ପରେ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟନ-୩ ଚନ୍ଦ୍ରକୁ ପ୍ରେରଣ କରାଯିବ । ତେବେ ଏନେଇ ପୂର୍ବରୁ ଇସ୍ରୋ ମୁଖ୍ୟ କେ. ଶିବନ୍‌ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଚନ୍ଦ୍ରାୟନ-୨ ର ୯୫% ସଫଳ ପରେ ଚନ୍ଦ୍ରାୟନ-୩ ପୁଣି ପ୍ରେରଣ କରାଯିବ। ଚନ୍ଦ୍ରାୟନ-୩ର ପ୍ରସ୍ତୁତି…

ହାର ମାନିନାହିଁ ଇସ୍ରୋ, ଆସନ୍ତା ବର୍ଷ ଚନ୍ଦ୍ରକୁ ଛାଡିବ ଚନ୍ଦ୍ରଯାନ-୩

ଚନ୍ଦ୍ରଯାନ-୨ର ବିଫଳତା ପରେ ବି ହାର ମାନି ନାହିଁ ଇସ୍ରୋ। ଖୁବ ଶୀଘ୍ର ଚନ୍ଦ୍ରକୁ  ଚନ୍ଦ୍ରଯାନ -୩ ପ୍ରେରିତ କରିବ ପାଇଁ ଲାଗିପଡିଛି ।  ଯାହା ବେଙ୍ଗାଲୁରୁ ଇସ୍ରୋ ବୁଧାବାର ଦିନ  ଘୋଷଣା  କରିଛି । ଏହି ଚନ୍ଦ୍ରଯାନ ପାଇଁ କାମ ଚାଲିଛି ଓ ଏହାର ପରିସମାପ୍ତି ହେବାକୁ ଆସନ୍ତା ବର୍ଷ …

୨୦୨୦ରେ ସୂର୍ଯ୍ୟର ନିକଟବର୍ତ୍ତୀ ହେବାକୁ ପ୍ରସ୍ତୁତ କରୁଛି ଇସ୍ରୋ! ଗଗନୟାନ ସହିତ ଅନେକ ଉପଗ୍ରହ ହେବ ଲଞ୍ଚ

ନୂଆଦିଲ୍ଲୀ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ)୨୦୨୦ରେ ଆଦିତ୍ୟ ଏବଂ ଗଗନୟାନ ସହିତ ବହୁ ମିଶନ ଲଞ୍ଚ କରିବାକୁ ପ୍ରସ୍ତୁତି କରୁଛି । ଇସ୍ରୋ ୨୦୨୦ରେ ବହୁ ବଡ ଲକ୍ଷ୍ୟ ନିର୍ଦ୍ଧାରିତ କରିଛି । ଆଦିତ୍ୟ ମିଶନ ଜରିଆରେ ଇସ୍ରୋ ଯେଉଁଠି ସୂର୍ଯ୍ୟ ନିକଟକୁ ଡେଇଁବା ପାଇଁ ଚେଷ୍ଟା କରିବ…

ରିସାଟ୍‌-୨ବିଆର୧ ସାଟେଲାଇଟ୍‌ର ଉତ୍‌କ୍ଷେପଣ , ଆନ୍ଧ୍ରପ୍ରଦେଶ ଶ୍ରହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ…

କେନ୍ୟୁଜ୍(ବ୍ୟୁରୋ): ରିସାଟ୍‌-୨ବିଆର୧ ସାଟେଲାଇଟ୍‌ର ଉତ୍‌କ୍ଷେପଣ। ଭୂପୃଷ୍ଠ ପର୍ଯ୍ୟବେକ୍ଷଣକାରୀ ଏହି ଉପଗ୍ରହକୁ ଅପରାହ୍‌ଣ ୩ଟା ୨୫ରେ ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶ ଶ୍ରହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ପିଏସ୍‌ଏଲ୍‌ଭି ସି-୪୮ ରକେଟ୍‌ ଯୋଗେ ଏହି ଉପଗ୍ରହର…

ରିସାଟ୍‌-୨ବିଆର୧ ସାଟେଲାଇଟ୍‌ ଉତ୍‌କ୍ଷେପଣ ପାଇଁ କାଉଣ୍ଟଡାଉନ୍‌, ଶ୍ରୀହରିକୋଟାରୁ ଅପରାହ୍ନ ୩ଟା ୨୫ରେ ହେବ…

ଶ୍ରୀହରିକୋଟା: ରିସାଟ୍‌-୨ବିଆର୧ ସାଟେଲାଇଟ୍‌ ଉତ୍‌କ୍ଷେପଣ ପାଇଁ କାଉଣ୍ଟଡାଉନ୍‌ । ଭୂପୃଷ୍ଠ ପର୍ଯ୍ୟବେକ୍ଷଣକାରୀ ଏହି ଉପଗ୍ରହ ଆଜି ଅପରାହ୍ନ ୩ଟା ୨୫ରେ ଉତ୍‌କ୍ଷେପଣ କରାଯିବ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ଵନ ମହାକାଶ କେନ୍ଦ୍ରରୁ ପିଏସ୍‌ଏଲ୍‌ଭି ସି-୪୮ ରକେଟ୍‌ ଯୋଗେ…