Below header
Browsing Tag

jajpur road

ଦୁର୍ଦ୍ଦିନରେ ପୂର୍ବତନ ବିଧାୟକ ସ୍ବର୍ଗତଃ ବାଇଧର ସିଂଙ୍କ ପରିବାର, ଅଣ୍ଡା ବିକି କରୁଛନ୍ତି ପରିବାର ପ୍ରତିପୋଷଣ

ଦୁର୍ଦ୍ଦିନରେ ପୂର୍ବତନ ବିଧାୟକଙ୍କ ପରିବାର। ଅଣ୍ଡା ବିକି କରୁଛନ୍ତି ପରିବାର ପ୍ରତିପୋଷଣ।ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ। ନୁଆଁଣିଆ ଚାଳଘର ,ଭଙ୍ଗା ମାଟିକାନ୍ଥ,ଚାଳ ବାଟେ ଦିନରେ ସୂର୍ଯ୍ଯ ଓ ରାତିରେ ଚନ୍ଦ୍ର ତାରା ଦେଖା ଯାଉଛନ୍ତି। ବର୍ଷାଦିନ କଥା ନ କହିବା ଭଲ। ବର୍ଷା ଝଡି ଯୋଗୁ…

ପାରିବାରିକ କଳହର କରୁଣ ପରିଣତି, ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ସ୍ବାମୀ ଓ କୀଟନାଶକ ପିଇ ଜୀବନ ହାରିଲା ସ୍ତ୍ରୀ

ଯାଜପୁର ରୋଡ଼(କେନ୍ୟୁଜ୍): ପାରିବାରିକ କଳହରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା। ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଞ୍ଚାୟତ ଭକଣ୍ଡରୀ ଗ୍ରାମରେ ପାରିବାରିକ କଳହକୁ ନେଇ ଦମ୍ପତ୍ତି ଆତ୍ମହତ୍ୟା କରିଥିଵା ଦେଖିବାକୁ ମିଳିଛି । ଗାଁର କେଶବ ବେହେରା ଓ ତାଙ୍କ ପତ୍ନୀ ଝୁନୁଲତା ବେହେରା ଆତ୍ମହତ୍ୟା…

ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ଛାତ ଉପରୁ ଡେଇଁ ପଡ଼ିଲା ନାବାଳିକା, ଗୁରୁତର ଆହତ

ଯାଜପୁର ରୋଡ଼ (କେନ୍ୟୁଜ୍‌) : ଦୁର୍ବୃତ୍ତଙ୍କ କବଳରୁ ରକ୍ଷା ପାଇବା ପାଇଁ ଜୀବନକୁ ବାଜି ଲଗାଇ ଦେଲା ନାବାଳିକା । ଛାତରୁ ଡେଇଁ ପଡ଼ି ଗୁରୁତର ଆହତ ହୋଇଛି । ଆହତ ନାବାଳିକାର କଳିଙ୍ଗ ନଗର ସ୍ଥିତ ଟାଟା ମେଡିକା ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏପଟେ ୫ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି…

ଯାଜପୁର: ଘରୋଇ ବସରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ

ଯାଜପୁର ରୋଡ(କେନ୍ୟୁଜ୍): ଚଣ୍ଡିଖୋଲରୁ ଆସୁଥିବା ବେଳେ ଏକ ଘରୋଇ ବସରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ। । ସୂଚନା ମୁତାବକ ବ୍ଯାସନଗର ସ୍ଥିତ ସାପଗଡିଆ ଅଂଚଳର ଜନୈକ ବ୍ଯକ୍ତିଙ୍କ ଝିଅ ଚଣ୍ଡିଖୋଲର ଏକ କଲେଜରେ ପାଠ ପଢ଼ନ୍ତି। ତେବେ ଆଜି କଲେଜରେ କ୍ଲାସ କରି ସାରି ଘରକୁ ଏକ ଘରୋଇ ବସରେ…

ଡିଜିପିଙ୍କ ସତର୍କ ପରେ ବି ଭୟ କଲେନି ଦୁର୍ବୃତ୍ତ, ବୁଥ ଜବରଦଖଲ ସହ ବିଡିଓଙ୍କୁ କଲେ ଆକ୍ରମଣ

ଯାଜପୁର ରୋଡ(କେନ୍ୟୁଜ୍): ଡିଜିପିଙ୍କ ସତର୍କ ପରେ ବି ସୁଧୁରିଲାନି ସ୍ଥିତି । ପୁଣି ଯାଜପୁରରେ ବୁଥ କ୍ୟାପଚରିଂ ବେଳେ ଉତ୍ତେଜନା। ଘଟଣା ସ୍ଥଳରେ ବିଡିଓଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ  ଯାଜପୁର କୋରାଇ ବ୍ଲକ ଗୋଳେଇପୁର ପଞ୍ଚାୟତର ସୋତି ୟୁଜିଏମଇ ସ୍କୁଲରେ…

ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କ ଜୀବନୀ ଉପରେ ନିର୍ମାଣ ହୋଇଛି ଫିଲ୍ମ “ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳୀ”,…

ଯାଜପୁର ରୋଡ଼(କେନ୍ୟୁଜ୍): ଯାଜପୁରର ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ବା ନନ୍ଦ ସାରଙ୍କ ଜୀବନୀ ଉପରେ ନିର୍ମାଣ ହୋଇଛି ଫିଲ୍ମ। ଯାହାର ପୋଷ୍ଟର ଗତକାଲି ରିଲିଜ୍ କରାଯାଇଛି। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କନ୍ତିରା ଗ୍ରାମରେ ରହୁଥିବା ୧୦୪ ବର୍ଷୀୟ ନନ୍ଦ…

ଯାଜପୁର ରୋଡ଼ : ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ପୋଲିସ୍‌ ମାଡ଼ ମାରିଥିବା ନେଇ ଅତିରିକ୍ତ ଏସ୍‌ପିଙ୍କ ନିକଟରେ ଫେରାଦ

ଯାଜପୁର ରୋଡ଼ (କେନ୍ୟୁଜ୍‌) : ଏ କରୋନା କାଳରେ ପୋଲିସର ବର୍ବରତା । ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଓ ବୃଦ୍ଧାଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ନୂଆଗାଁର ଦିବ୍ୟାଙ୍ଗ ବ୍ୟକ୍ତି ଲମ୍ବୋଦର ମହାନ୍ତ ଓ ତାଙ୍କ ମାଉସୀ କାଜରି ମହାନ୍ତଙ୍କୁ ସୁକିନ୍ଦା…

ଯାଜପୁର କୋରେଇ ବ୍ଲକରେ ତେଜିବାରେ ଲାଗିଛି ଅସନ୍ତୋଷ, ୨ବର୍ଷରୁ ଉର୍ଦ୍ଧ୍ୱ ହେବ ବସିନି ପଞ୍ଚାୟତ ସମିତି ବୈଠକ

ଯାଜପୁର ରୋଡ୍: ଯାଜପୁର କୋରେଇ ବ୍ଲକରେ ଲାଗିରହିଛି ଅଚଳାବସ୍ଥା। ବିଗତ ୨ ବର୍ଷରୁ ଉର୍ଦ୍ଧ୍ୱ ହେବ ବସିନି ପଞ୍ଚାୟତ ସମିତି ବୈଠକ। ବିଡିଓଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ବି ବୈଠକ ହେଉନାହିଁ। ଫଳରେ ଅସନ୍ତୋଷ ତେଜିବାରେ ଲାଗିଛି। ଏନେଇ ବ୍ଲକ ଅଧ୍ୟକ୍ଷା ଓ ସମସ୍ତ ସମିତିସଭ୍ୟାଙ୍କ…

ପ୍ଲାଟ୍‌ଫର୍ମରୁ ଖସିପଡ଼ିଲେ ମୁକ ଯୁବକ, ଚଳନ୍ତା ଟ୍ରେନ୍‌ ତଳେ କଟିଗଲା ଦୁଇ ଗୋଡ଼

ଯାଜପୁର ରୋଡ (କେ ନ୍ୟୁଜ୍‌) : ଯାଜପୁର-କେନ୍ଦୁଝର ରୋଡ଼ ରେଳଷ୍ଟେସନରେ ଅଘଟଣ । ପ୍ଲାଟଫର୍ମରୁ ଖସିପଡି ଚଳନ୍ତା ଟ୍ରେନ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କ ୨ ଗୋଡ କଟା ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର…

ପ୍ରେମିକ ସାଜିଲା ହତ୍ୟାକାରୀ, ବାହା ହେବା ପରେ ପ୍ରେମିକାର ଶ୍ବଶୁରକୁ ହତ୍ୟା କଲା ଅଭିଯୁକ୍ତ

ଯାଜପୁର ରୋଡ(କେନ୍ୟୁଜ୍): ଏକ ତରଫା ପ୍ରେମ ନିଶା ପ୍ରେମିକ ପାଇଁ ମହଙ୍ଗା ପଡିଲା। ପ୍ରେମିକ ସାଜିଲା ହତ୍ୟାକାରୀ। ପ୍ରେମିକା ବାହାହେବା ପରେ ପ୍ରେମିକାର ଶ୍ବଶୁରକୁ ହତ୍ୟା କଲା ଅଭିଯୁକ୍ତ ପ୍ରେମିକ। ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଅନ୍ତର୍ଗତ ବାଲିପଶି ଗାଁରେ। ସକାଳୁ…