Browsing Tag

Jalandhar in Punjab

ନୂଆବର୍ଷରେ ଚାଞ୍ଚଲ୍ୟ, ବନ୍ଦ ଘରୁ ମିଳିଲା ପରିବାରର ୫ ସଦସ୍ୟଙ୍କ ମୃତଦେହ

ପଞ୍ଜାବ : ପଞ୍ଜାବ ଜଳନ୍ଧରରେ ଚାଞ୍ଚଲ୍ୟକର ଘଟଣା । କସ୍ତବା ଆଦମପୁର ଗାଁ ଡ୍ରୋଲିରେ କରଜରେ ବୁଡିଥିବା ପରିବାରର ୫ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ, ୩ ଜଣ ମହିଳା ଏବଂ ଜଣେ ପିଲା ରହିଛି । ମୃତକ ମଧ୍ୟରେ ମନମୋହନ ସିଂଙ୍କ ପୁଅ ଆତ୍ମା ସିଂ(୫୫), ପତ୍ନୀ…

ଅଧରାତିରେ ଫାଟିଲା ଫ୍ରିଜ୍‌, ଚାଲିଗଲା ଗୋଟିଏ ପରିବାରର ଛୁଆଙ୍କ ସମେତ ୫ ଜୀବନ

ଆପଣଙ୍କ ଘରେ ଫ୍ରିଜ ଅଛି ତ ? ଯଦି ଅଛି ତାହେଲେ ସାବଧାନ ରୁହନ୍ତୁ... ଯଦି ଟିକେ ଅନ୍ୟମନସ୍କ ହେବେ ତାହେଲେ ଏହା ସିଧା ବ୍ଲାଷ୍ଟ ହେଇଯିବ .. ଆଉ ଏମିତି ଫାଟିବ ଯେ ଘରର ସବୁ ଲୋକଙ୍କ ଜୀବନ ଚାଲିଯିବ..ଯେମିତିକି ଏଇ ପରିବାର ସହ ଘଟିଯାଇଛି..ଗତ ରବିବାର ରାତିରେ ହଠାତ ଘରେ ଫ୍ରିଜ ଫାଟି ବିସ୍ଫୋରଣ…

ଯୁବକଙ୍କ ସହ ଚାରି ଚାରିଜଣ ଯୁବତୀଙ୍କ ଗଣଦୁଷ୍କର୍ମ! ଠିକଣା ପଚାରିବା ବାହାନାରେ କରିନେଲେ ଅପହରଣ; ପୁଣି ଆଖିରେ ପଟି…

ପଞ୍ଜାବର ଜଳନ୍ଧରରୁ ଏକ ଅତି ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ୪ ଜଣ ଯୁବତୀ ଜଣେ ଯୁବକଙ୍କୁ ଅପହରଣ କରିନେଇ ତାଙ୍କ ସହିତ ଗଣଦୁଷ୍କର୍ମ କରିଛନ୍ତି ଏବଂ ଏହାପରେ ତାଙ୍କୁ ଛାଡ଼ି ଦେଇଛନ୍ତି। ଏହି ଘଟଣା ଲେଦର କମ୍ପ୍ଲେକ୍ସ ରୋଡ୍‌ରେ ଘଟିଛି। ତେବେ ଏହି ପୂରା ମାମଲାରେ…

ନବଜାତକ ଜିତିଗଲା ଜୀବନ ଯୁଦ୍ଧ, ଜନ୍ମର ୨୦ ଦିନ ପରେ ହୋଇଥିଲା କରୋନା ସଂକ୍ରମିତ

ସାରା ଦେଶରେ କୋଭିଡ ମହାମାରୀ ଭିତରେ ଚଣ୍ଡୀଗଡ଼ରୁ ଏକ ଭଲ ଖବର ସାମ୍ନାକୁ ଆସିଛି। ଏଠାରେ ଏକ ନବଜାତକ କରୋନାକୁ ମାତ ଦେଇ ସମସ୍ତଙ୍କ ମୁଁହରେ ହସ ଫୁଟାଇଛି। ଖବରରୁ ଜଣାପଡ଼ିଛି, ଗୁରଦୀପ ସିଂ ଓ ତାଙ୍କ ସ୍ତ୍ରୀ ସନ୍ଦୀପ କୌର ଏପ୍ରିଲ ପ୍ରାରମ୍ଭରେ ଏକ ଶିଶୁପୁତ୍ରର ମାଆ, ବାପା ହୋଇଥିଲେ। କିନ୍ତୁ…

୧୩ ବର୍ଷର ପୁଅକୁ ବିବାହ କରି ୧୦ ଦିନରେ ବିଧବା ହେଲେ କନ୍ୟା, ଜାଣନ୍ତୁ ପ୍ରକୃତ ଘଟଣା

ଅନ୍ଧବିଶ୍ୱାସ ଏକ ଏପରି ଶବ୍ଦ ଯାହା ମଣିଷକୁ କିଛି ବି କରେଇବାକୁ ବାଧ୍ୟ କରିଥାଏ। ଏହାକୁ ମାନି କିଛି ଏମିତି କାମ କରିଥାନ୍ତି ଯାହା ତାଙ୍କୁ ପରେ ସମସ୍ୟାରେ ପକାଇଥାଏ। ଭାରତରେ ଏହାର ଉଦାହରଣ ଅନେକ। ଭାରତରେ ଅନ୍ଧବିଶ୍ୱାସକୁ ନେଇ ଲୋକମାନେ ଆଜିବି ସଚେନତ ନାହାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ…

ପଞ୍ଜାବରେ ରହିଛି ଏମିତି ଏକ ଗାଁ, ଯେଉଁଠି ପରିଚୟ ବନିଥାଏ ଘରର ପାଣିଟାଙ୍କି

ସାଧାରଣତଃ ଘରର ଠିକଣା କିମ୍ବା ଘର ବାହାରେ ଲେଖା ହୋଇଥିବା ନାଁରୁ ଘରକୁ ଚିହ୍ନଟ କରାଯାଇଥାଏ। କେହି ଏହା ବିନା କାହା ଘରେ ପହଞ୍ଚିପାରି ନ ଥାଆନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ଘରର ଚିହ୍ନଟ ପାଣିଟାଙ୍କି ଦ୍ୱାରା ହିଁ କରାଯାଇଥାଏ। ଏଠାରେ…