ଜମ୍ମୁ-କଶ୍ମୀର ଜେଲଗୁଡିକରେ ହଜାର ହଜାର କଏଦୀ ବୁଣୁଛନ୍ତି ମାସ୍କ, 30 ଏପ୍ରିଲ ସୁଦ୍ଧା 1 ଲକ୍ଷ ତିଆରି କରିବାକୁ ଲକ୍ଷ୍ୟ
ଜମ୍ମୁ-କଶ୍ମୀରର ଜେଲଗୁଡିକରେ ବନ୍ଦୀ ଥିବା ଶତାଧିକ କଏଦୀ ହଜାର ହଜାର ସଂଖ୍ୟାରେ ମାସ୍କ ତିଆରି କରି କରୋନା ମୁକାବିଲାରେ ହାତ ବଢାଇଛନ୍ତି। ଜେଲ ଅଧିକାରୀମାନଙ୍କ କହିବା ହେଲା, ଜେଲ ବିଭାଗର ପ୍ରସ୍ତାବକୁ ଉପ ରାଜ୍ୟପାଳ ଜିସି ମୁର୍ମୁଙ୍କ ପ୍ରଶାସନ ଅନୁମତି ଦେବା ପରେ କଏଦୀମାନେ ଗତ ମାସରୁ…