Browsing Tag

jatani

ନିଶା ବେପାରୀଙ୍କ ସଂପତ୍ତି ବାଜ୍ୟାପ୍ତ, ୨୦୨୨ରେ ଶିବକୁ କ୍ରାଇମବ୍ରାଞ୍ଚ STF ଗିରଫ କରିଥିଲା

ଭୁବନେଶ୍ୱର (କେନ୍ୟୁଜ): ନିଶା ବେପାରୀଙ୍କ ସଂପତ୍ତି ବାଜ୍ୟାପ୍ତ । ଗିରଫ ନିଶା ବେପାରୀର ଜବତ ନଗଦ ଟଙ୍କା ଓ ବ୍ୟାଙ୍କ ଜମା ଟଙ୍କାକୁ ବାଜ୍ୟାପ୍ତ କରାଯାଇଛି । ୭୪ଲକ୍ଷ ୭୫ ହଜାର ଟଙ୍କା ବାଜ୍ୟାପ୍ତ ହୋଇଛି । ବ୍ରାଉନସୁଗର କାରବାର କରି ଗିରଫ ହୋଇଥିଲା ଖୋର୍ଦ୍ଧା ଜିଲ୍ଲା ଜଟଣୀ ମୁଣ୍ଡିଆ ସାହିର…

ଗେଷ୍ଟ ହାଉସରୁ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ପୁରୁଷ ବନ୍ଧୁ ଫେରାର, ତଦନ୍ତ ଜାରି

ଖୋର୍ଦ୍ଧା (କେନ୍ୟୁଜ): ଆତ୍ମହତ୍ୟା ନା ହତ୍ୟା? ରହସ୍ୟ ଘେରରେ ଯୁବତୀଙ୍କ ମୃତ୍ୟୁ। ଏବେବି ଗେଷ୍ଟ ହାଉସରେ ଝୁଲୁଛି ଯୁବତୀଙ୍କ ମୃତଦେହ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ସୀତରାମ ଛକ ସ୍ଥିତ ଏକ ଗେଷ୍ଟ ହାଉସରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ…

ଜଟଣୀ ସିତରାମ ଛକ ସ୍ଥିତ ଗେଷ୍ଟହାଉସରେ ଯୁବତୀଙ୍କ ଆତ୍ମହତ୍ୟା

ଖୋର୍ଦ୍ଧା(କେନ୍ୟୁଜ୍‌) : ଜଟଣୀ ସିତରାମ ଛକ ସ୍ଥିତ କାହ୍ନ ଗେଷ୍ଟହାଉସରେ ଯୁବତୀଙ୍କ ଆତ୍ମହତ୍ୟା । ଦଉଡି ଲଗାଇ ଗେଷ୍ଟହାଉସରେ ଆତ୍ମହତ୍ୟା କରିଛନ୍ତି ଯୁବତୀ । ପୁରୁଷ ବନ୍ଧୁଙ୍କ ସହିତ ଆସିଥିଲେ ଯୁବତୀ । କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ । ଘଟଣା ସ୍ଥଳରୁ ପୁରୁଷ ବନ୍ଧୁ…

ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ବୋମା ମାଡ, ବ୍ୟବସାୟୀ ଗୁରୁତର

ଖୋର୍ଦ୍ଧା (କେନ୍ୟୁଜ): ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଜଟଣୀ ଥାନା କନ୍ତିଆରେ ବୋମା ମାଡ। ବୋମା ମାଡରେ ରଚିତ୍ରା ନନ୍ଦ ସାମନ୍ତରାୟ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳ ୬ .୩୦ ସମୟରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା କନ୍ତିଆ ଗ୍ରାମରେ ଜମିବାଡି ବିବାଦକୁ ଯୋଗୁ ପୂର୍ବ ଶତୃତାକୁ କେନ୍ଦ୍ର କରି…

ଅଶାନ୍ତ ଖୋର୍ଦ୍ଧାର ଜଟଣୀ ଅଞ୍ଚଳ, ବାଲିଛକ ମୁଣ୍ଡିଆ ସାହିରେ ବୋମାମାଡ଼ ଜଣେ ଆହତ

କେନ୍ୟୁଜ(ବ୍ୟୁରୋ): ପାର୍ବଣ ପୂର୍ବରୁ ଅଶାନ୍ତ ଖୋର୍ଦ୍ଧାର ଜଟଣୀ ଅଞ୍ଚଳ। ବାଲିଛକ ମୁଣ୍ଡିଆ ସାହିରେ ବୋମାମାଡ଼ ହୋଇଛି। ମୁଣ୍ଡିଆ ସାହିର ରବି ପ୍ରଧାନଙ୍କ ଘର ଉପରକୁ ୬ଟି ବୋମା ମାଡ଼ ହୋଇଛି। ଦୁଇ ଦୁର୍ବୃତ୍ତ ଆସି ବୋମାମାଡ଼ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏଥିରେ ଜଣେ ଆହତ ହୋଇଛନ୍ତି।…

ମା’ ମୋର ଭୁଲ କଣ ? କାହିଁକି ଜନ୍ମ ପରେ ହେଲି ଅଲୋଡ଼ା ?

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଚିନ୍ତାମଣି ନଗର ରାସ୍ତାକଡ ବୁଦା ମୂଳରୁ ଏକ ନବଜାତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି । ଶିଶୁ ଟିର କାନ୍ଦ ଶୁଣି ସେହି ସ୍ଥାନରେ ଆଖପାଖର ଲୋକଙ୍କର ଭିଡ ଜମିଥିଲା । ଅନେକ ପଚରାଉଚୁରା ପରେ ମଧ୍ୟ କୌଣସି ସୁରାକ ମିଳି ପାରିନଥିଲା । ଫଳରେ ବାଧ୍ୟ ହୋଇ…