ଜୟା ବଚ୍ଚନଙ୍କ ମହାକୁମ୍ଭ ବିବୃତ୍ତିକୁ ନେଇ ଏମିତି କହିଦେଲେ ସୋନୁ ନିଗମ ! ଏବେ ସିଙ୍ଗରଙ୍କୁ ନେଇ ଉଠୁଛି ଅଙ୍ଗୁଳି
ବଲିଉଡ୍ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ମହାକୁମ୍ଭ ମେଳାକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ । ସେ ସଙ୍ଗମ ଜଳକୁ ଦୂଷିତ ବୋଲି କହିଥିଲେ । ଜୟା ଦାବି କରିଥିଲେ ଯେ ଦଳାଚକଟାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହକୁ ନଦୀରେ ଫିଙ୍ଗାଯାଇଥିଲା, ଯାହା ଦ୍ୱାରା ପାଣି ଆହୁରି…