Browsing Tag

jee

ଘୁଞ୍ଚିଲା JEE ଓ NEET,ସେପଟେମ୍ବରରେ ହେବ ଉଭୟ ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  ଘୁଞ୍ଚିଲା ଜେଇଇ ଓ ଏନଇଇଟି ପରୀକ୍ଷା । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗୁଣାତ୍ମକ ଶିକ୍ଷାକୁ ଦୃଷ୍ଟିରେ ରଖି ଏନଇଇଟି ଓ ଜେଇଇ ପରୀକ୍ଷା ସ୍ଥଗିତ କରାଗଲା ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସଂବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ । ଆସନ୍ତା ସେପ୍‌ଟେମ୍ବର ୧ ରୁ ୬…

୨୦୨୦ ମସିହା ମେ ୧୭ରେ ହେବ ଜେଇଇ ଆଡ଼ଭାନ୍ସଡ଼ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ ଥିବା ୨୩ଟି ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ ବା ଆଇଆଇଟିରେ ପ୍ରବେଶ ପାଇଁ ଆଡ଼ଭାନ୍ସଡ଼ ପରୀକ୍ଷା ଆସନ୍ତା ବର୍ଷ ମେ ମାସ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।  ଏ ବର୍ଷ ଏହି ପ୍ରବେଶିକା ପରୀକ୍ଷାର ଆୟୋଜନ ଦିଲ୍ଲୀ ଆଇଆଇଟି ତରଫରୁ କରାଯିବ ।  କିନ୍ତୁ ଏଥର ପ୍ରଥମ ଥର…

ଜେଇଇ-୨୦୧୯ ମେନ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି କିସର ୫ଜଣ ଛାତ୍ରଛାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): କିସର ୫ଜଣ ଛାତ୍ରଛାତ୍ରୀ ଜେଇଇ ୨୦୧୯ ମେନ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଜେଇଇ ଆଡଭାନ୍‌ସ ପାଇଁ ଉନ୍ନୀତ ହୋଇଛନ୍ତି । ସେମାନେ ହେଲେ ସରସ୍ୱତୀ ହାଁସଦା, ନୀଲମ୍‌ କୁଜୁର, ମାଥୁରାମ ସୋରେନ୍‌, ସୁଶାନ୍ତ ମୁଦୁଲି ଏବଂ ସରିତା ଜୁଆଙ୍ଗ । ସେମାନଙ୍କ ମଧ୍ୟରେ ସୁଶାନ୍ତ ଓ…

ପ୍ରାର୍ଥୀଙ୍କ ପାଇଁ ବଡ଼ ଖବର, ଘୁଞ୍ଚିଲା ଜେଇଇ ଆଡଭାନ୍ସଡ୍ ପରୀକ୍ଷା

ଭୁବନେଶ୍ବର(କେନ୍ୟୁଜ୍) : ଘୁଞ୍ଚିଲା ଜେଇଇ ଆଡଭାନ୍ସଡ୍ ପରୀକ୍ଷା । ସୂଚନା ଅନୁଯାୟୀ, ଏପ୍ରିଲ ଓ ମଇ ମାସରେ ସାରା ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜେଇଇ ଆଡଭାନ୍ସଡ୍ ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମେ’ ୧୯ ତାରିଖରେ ହେବାକୁ ଥିବା ଏହି ସର୍ବଭାରତୀୟ…

ଏଣିକି ବର୍ଷକୁ ୨ ଥର ହେବ NEET ଓ JEE ପରୀକ୍ଷା

ନୂଆଦିଲ୍ଲୀ : ଏଣିକି ବର୍ଷକୁ ୨ ଥର ହେବ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ NEET ଓ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମିନେସନ JEE -ମେନ ପରୀକ୍ଷା । ପ୍ରତିବର୍ଷ ଜାନୁଆରୀ ଓ ଏପ୍ରିଲରେ JEE ମେନ ପରୀକ୍ଷା ହେବ । ସେହିପରି ଫେବ୍ରୁଆରୀ ଓ ମେ’ରେ ହେବ NEET ପରୀକ୍ଷା । ଉଭୟ ପରୀକ୍ଷା…