Browsing Tag

jharsuguda air port

ଆଜିଠୁ ଝାରସୁଗୁଡା ବିମାନ ବନ୍ଦରରେ କାର୍ଯ୍ୟକ୍ଷମ ହେବ ଆଇଏଲଏସ୍‌, ଉପଲବ୍ଧ ହେବ ଏହି ସୁବିଧା

ଝାରସୁଗୁଡା(କେନ୍ଯୁଜ୍): ଆଜିଠୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କାର୍ଯ୍ୟକ୍ଷମ ହେବ ଆଇଏଲଏସ୍‌ ବା ଇନଷ୍ଟମେଣ୍ଟ୍ରାଲ ଲାଣ୍ଡିଂ ସିଷ୍ଟମ୍‌ । ଆଜି ମଧ୍ୟରାତ୍ରିରୁ ଆଇଏଲଏସ୍‌ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ। ଆଇଏଲଏସ କାର୍ଯ୍ୟକ୍ଷମ ହେଲେ…

ଆଜିଠାରୁ‌ ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ଉଡାଣ ଆରମ୍ଭ କରିବ ସ୍ପାଇସ ଜେଟ୍

ଝାରସୁଗୁଡା: ଆଜିଠାରୁ ଝାରସୁଗୁଡାରୁ ମୁମ୍ବାଇ ଓ ବେଙ୍ଗାଲୁରୁ ବିମାନ ଉଡାଣ ଆରମ୍ଭ ହେବ। ସ୍ପାଇସ ଜେଟ୍‌ ବିମାନ ଉଡାଣ ଆରମ୍ଭ କରିବ। ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସପ୍ତାହକୁ ୪ଦିନ ଧରି ଚାଲିବ ଫ୍ଲାଇଟ୍‌। ଆଜି ସନ୍ଧ୍ୟା ୬ଟା ୧୦ରେ ଝାରସୁଗୁଡାରୁ ବିମାନ ଉଡି ୮ଟା ୩୫ରେ ମୁମ୍ବାଇରେ…

ଆସନ୍ତା ୨୫ରୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆରମ୍ଭ ହେବ ଉଡ଼ାଣ ସେବା

ଝାରସୁଗୁଡା: କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରାୟ ୨ ମାସ ହେବ ଦେଶର ସମସ୍ତ ବିମାନ ସେବା ବନ୍ଦ ରଖା ଯାଇଥିଲା । କିନ୍ତୁ ଲକ ଡାଉନର ଚତୁର୍ଥ ପାଳିରେ ନିୟମରେ କିଛିଟା କୋହଳ ଆଣି ଦେଶରେ ବିମାନ ଚଳାଚଳ ସେବା ଆରମ୍ଭ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ବିଭାଗୀୟ ମନ୍ତ୍ରୀ ହାରଦୀପ ସିଂହ ପୁରୀ ।…

ଝାରସୁଗୁଡ଼ା ଏୟାରପୋର୍ଟରୁ ଉଡ଼ିବ ଆଉ ୨ ବିମାନ

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ା ବାସୀଙ୍କ ପାଇଁ ଖୁସି ଖବର । ଝାରସୁଗୁଡ଼ା ଏୟାରପୋର୍ଟରୁ ଉଡ଼ିବ ଆଉ ୨ ବିମାନ । କୋଲକାତା ଓ ବେଙ୍ଗାଳୁରୁକୁ ଏହି ବିମାନ ଉଡ଼ିବ । ଏବେ ଝାରସୁଗୁଡ଼ାରୁ ୫ ସ୍ଥାନକୁ ବିମାନ ଉଡ଼ାଣ ହେଉଛି । ସେପଟେ ରାଉରକେଲା ଓ ଜୟପୁର ଏୟାରଷ୍ଟ୍ରିପ କାର୍ଯ୍ୟ ତ୍ୱରାନିତ ପାଇଁ…

ଝାରସୁଗୁଡ଼ାରୁ ବାରମ୍ବାର ବିମାନ ବାତିଲକୁ ନେଇ ତେଜୁଛି ଅସନ୍ତୋଷ

ବାରମ୍ବାର ବିମାନ ବାତିଲକୁ ନେଇ ଅସନ୍ତୋଷ। ବିମାନବନ୍ଦରରେ ଆଇଏଲଏସ ଯନ୍ତ୍ର ଲାଗିନଥବାରୁ ବିମାନ ବାତିଲ ହେଉଥିବା କୁହାଯାଇଛି। ମାସକ ମଧ୍ୟରେ ୬ଥର ବିମାନ ଚଳାଚଳ ବାତିଲ ହୋଇସାରିଲାଣି। ବର୍ଷା ଋତୁ ସାରା ଏହି ସମସ୍ୟା ଲାଗି ରହିବ ବୋଲି ଆଶଙ୍କା ଦେଖାଯାଇଛି। ଆଇଏସଏଲ ଯନ୍ତ୍ର ଲଗାଇବା ପାଇଁ…

ଝାରସୁଗୁଡା ବିମାନ ବନ୍ଦରରୁ ଆଜି ଉଡାଣ ରଦ୍ଦ, ଖରାପ ପାଣିପାଗ ସାଜିଛି ବାଧକ

ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରରୁ ଉଡୁଥିବା ସମସ୍ତ ବିମାନ ଆଜି ପାଇଁ ରଦ୍ଦ କରା ଯାଇଛି । ବର୍ଷା ଓ ପାଣିପାଗ ଖରାପ ଯୋଗୁଁ ଆଜି ସମସ୍ତ ବିମାନକୁ ବାତିଲ କରା ଯାଇଛି ବୋଲି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ସୂଚନା ଦେଇଛନ୍ତି। ସୂଚନା ମୁତାବକ…

ଉଡ଼ାନ ଯୋଜନାରେ ଆଜିଠୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ସେବା ଆରମ୍ଭ କରିବ ଆଲାଏନ୍ସ ଏୟାର

ଝାରସୁଗୁଡ଼ା(କେନ୍ୟୁଜ୍) : ଉଡ଼ାନ ଯୋଜନାରେ ଆଜିଠୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ସେବା ଆରମ୍ଭ କରିବ ଆଲାଏନ୍ସ ଏୟାର। ଝାରସୁଗୁଡ଼ାରୁ ରାୟପୁର ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ କରିବ। ଭୁବନେଶ୍ୱରରୁ ସକାଳ ୯ଟା ୨୫ ମିନିଟରେ ବିମାନ ଉଡ଼ାଣ ଭରିବ। ଝାରସୁଗୁଡ଼ାରେ…