ଖାଦ୍ୟରେ ସାମିଲ କରନ୍ତୁ ‘ଅମୃତଭଣ୍ଡା’, ମିଳିବ ଆଣ୍ଠୁଗଣ୍ଠୀ ଯନ୍ତ୍ରଣାରୁ ମୁକ୍ତି
ବର୍ତ୍ତମାନ ଚାଲିଛି ଶୀତ ଋତୁ । ଏହି ଋତୁରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ । ଯେମିତିକି ଥଣ୍ଡା, ଜ୍ବର, କାଶ ଠାରୁ ଆରମ୍ଭ କରି ଅନ୍ୟନ୍ୟା ସମସ୍ୟା ଦେଖାଦେଇଥାଏ । ହେଲେ ବର୍ତ୍ତମାନ ସମୟରେ ଆଣ୍ଠୁଗଣ୍ଠୀ ଯନ୍ତ୍ରଣା ବେସ୍ ବଢ଼ି ଚାଲିଛି । ଯଦି ଆପଣଙ୍କର ଆଣ୍ଠୁଗଣ୍ଠୀ ସମସ୍ୟା ହେଉଛି ତେବେ…