ପ୍ରତିଦିନ ଏହି ପନିପରିବା ରସ ସହିତ କରନ୍ତୁ ଦିନର ଆରମ୍ଭ, ମିଳିବ ଅନେକ ଫାଇଦା
ଶୀତ ଦିନେ ବଜାରରେ ବହୁ ମାତ୍ରାରେ ପନିପରିବା ମିଳିଥାଏ । ଏହି ସମୟରେ ପନିପରିବା ଦାମ ମଧ୍ୟ କମ ଥାଏ । ପାନିପରିବାରେ ବହୁ ଭିଟାମିନ ଓ ଖଣିଜ ଦ୍ରବ୍ୟ ଥାଏ । ଯଦି ଆପଣ ସବୁଦିନ ଏହି ସବୁ ପରିବା ଖାଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ ।
କିନ୍ତୁ ଅଧିକାଂଶ ଲୋକ କଫି…