Browsing Tag

K Sivan

ଚନ୍ଦ୍ରାୟନ-୨ ପରେ ଚନ୍ଦ୍ରାୟନ-୩ ଚନ୍ଦ୍ରକୁ ପ୍ରେରଣ କରାଯିବା ନେଇ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଆରମ୍ଭ : କେ. ଶିବନ୍‌

ବେଙ୍ଗାଲୁରୁ(କେନ୍ୟୁଜ୍): ଚନ୍ଦ୍ରାୟନ-୨ ପରେ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟନ-୩ ଚନ୍ଦ୍ରକୁ ପ୍ରେରଣ କରାଯିବ । ତେବେ ଏନେଇ ପୂର୍ବରୁ ଇସ୍ରୋ ମୁଖ୍ୟ କେ. ଶିବନ୍‌ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଚନ୍ଦ୍ରାୟନ-୨ ର ୯୫% ସଫଳ ପରେ ଚନ୍ଦ୍ରାୟନ-୩ ପୁଣି ପ୍ରେରଣ କରାଯିବ। ଚନ୍ଦ୍ରାୟନ-୩ର ପ୍ରସ୍ତୁତି…

୨୦୨୦ରେ ସୂର୍ଯ୍ୟର ନିକଟବର୍ତ୍ତୀ ହେବାକୁ ପ୍ରସ୍ତୁତ କରୁଛି ଇସ୍ରୋ! ଗଗନୟାନ ସହିତ ଅନେକ ଉପଗ୍ରହ ହେବ ଲଞ୍ଚ

ନୂଆଦିଲ୍ଲୀ : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ)୨୦୨୦ରେ ଆଦିତ୍ୟ ଏବଂ ଗଗନୟାନ ସହିତ ବହୁ ମିଶନ ଲଞ୍ଚ କରିବାକୁ ପ୍ରସ୍ତୁତି କରୁଛି । ଇସ୍ରୋ ୨୦୨୦ରେ ବହୁ ବଡ ଲକ୍ଷ୍ୟ ନିର୍ଦ୍ଧାରିତ କରିଛି । ଆଦିତ୍ୟ ମିଶନ ଜରିଆରେ ଇସ୍ରୋ ଯେଉଁଠି ସୂର୍ଯ୍ୟ ନିକଟକୁ ଡେଇଁବା ପାଇଁ ଚେଷ୍ଟା କରିବ…

ନାସା ନୁହେଁ, ଇସ୍ରୋ ଠାବ କରିଥିଲା ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମ, ସୂଚନା ଦେଲେ ମୁଖ୍ୟ କେ. ଶିବନ

ନୂଆଦିଲ୍ଲୀ: ନାସା ନୁହେଁ, ଇସ୍ରୋ ଠାବ କରିଥିଲା ଚନ୍ଦ୍ରପୃଷ୍ଠରେ ଲାଣ୍ଡର ବିକ୍ରମ। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ମୁଖ୍ୟ କେ. ଶିବନ। ଡିସେମ୍ବର ୩ତାରିଖରେ ନିଜସ୍ୱ ଅର୍ବିଟର ହିଁ ବିକ୍ରମର ଭଗ୍ନାବଶେଷ ଠାବ କରିଥିଲା। ଏନେଇ ଇସ୍ରୋର ୱେବସାଇଟରେ ଘୋଷଣା ହୋଇଥବା…

ଇସ୍ରୋ ଅଧ୍ୟକ୍ଷ କେ.ଶିବନଙ୍କ ସହ ସେଲଫି ନେଲେ କ୍ୟାବିନ କ୍ରୁ ଏବଂ ସହଯାତ୍ରୀ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ଅଭିଯାନ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଇସ୍ରୋର ଅଧ୍ୟକ୍ଷ କେ.ଶିବନଙ୍କ ଲୋକପ୍ରିୟତା ସମଗ୍ର ଦେଶରେ ବୃଦ୍ଧି ପାଇଛି । ନିକଟରେ ଟୁଇଟରରେ ଅପଲୋଡ୍‌ ହୋଇଥିବା ଏକ ଭିଡିଓରୁ ଏକଥାର ପ୍ରମାଣ ମିଳିଛି । ଲେଖିକା ଶେଫାଳୀ ବୈଦ୍ୟ ଏହାକୁ ପୋଷ୍ଟ କରିଛନ୍ତି । ଏକ…

ଓଡ଼ିଶାରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ, ଆଇଆଇଟିର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ

ଭୁବନେଶ୍ୱର: ଓଡ଼ିଶାରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ । ଭୁବନେଶ୍ୱର ଆଇଆଇଟିର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଅଭିଭାଷଣ ରଖିବେ ଇସ୍ରୋ ମୁଖ୍ୟ । ଏହି ଉତ୍ସବରେ ୩ ଜଣଙ୍କୁ ସ୍ୱର୍ଣ୍ଣ ପଦକ ଓ ୧୫ ଜଣଙ୍କୁ ରୌପ୍ୟ ପଦକ ପ୍ରଦାନ…

କାନ୍ଦି ପକାଇଲେ ଇସ୍ରୋ ମୁଖ୍ୟ କେ. ଶିବନ, ଦେଖନ୍ତୁ ଏହି ଭିଡିଓରେ କେମିତି ପିଠିରେ ହାତ ଥାପୁଡାଇ ଉତ୍ସାହିତ କଲେ…

ଜୁଲାଇ ୨୨ରେ ଚନ୍ଦ୍ରଯାନ-୨ ଚନ୍ଦ୍ର ଅଭିମୁଖେ ଆରମ୍ଭ କରିଥିଲା ଯାତ୍ରା। ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଥିଲା ୯୭୮କୋଟି ଟଙ୍କା। ଚନ୍ଦ୍ରଯାନ-୨ ପାଇଁ ୬୦୩ କୋଟି ଟଙ୍କା ଓ ଜିଏସଏଲଭି ଏମକେ- ୩ ରକେଟ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାହାର ସଫଳତାକୁ ଦୀର୍ଘ କିଛି ଦିନ ହେବ ଅପେକ୍ଷା…