କାବୁଲରେ ଉଡ଼ନ୍ତା ବିମାନରୁ ଖସିଥିଲେ ଆଫ୍ଗାନୀ ଖେଳାଳି, ମୃତ୍ୟୁ ପରେ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା
କାବୁଲରେ ଆମେରିକୀୟ ସୈନ୍ୟ ବିମାନରୁ ଖସି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଆଫ୍ଗାନୀ ଫୁଟବଲର ଥିଲେ। ବିମାନ ଦୋହାରେ ଅବତରଣ କରିବା ପରେ ଫୁଟବଲରଙ୍କ ଅବଶେଷ ବିମାନର ହ୍ଵିଲ୍ େଓ୍ଵଲରେ ମିଳିଛି। ଏହି ଫୁଟବଲରଙ୍କ ନାଁ ଜକି ଅନଓ୍ଵାରୀ ବୋଲି କୁହାଯାଉଛି, ତାଙ୍କ ବୟସ ୧୯ ବର୍ଷ ଥିଲା।…