Browsing Tag

kakatpur mangala temple

ଆଜି ଚୈତ୍ର ମଙ୍ଗଳବାରରେ କାକଟପୁର ମା’ମଙ୍ଗଳାଙ୍କ ଦର୍ଶନ ବନ୍ଦ, ସକାଳ ୮ଟାରୁ ଦିନ ୩ଟା ଯାଏଁ କଟକଣା

କାକଟପୁର (କେନ୍ୟୁଜ): ଆଜି ହେଉଛି ଚୈତ୍ରମାସର ତୃତୀୟ ମଙ୍ଗଳବାର। କାକଟପୁର ବାସିନୀ ମା ମଙ୍ଗଳାଙ୍କ ତୃତୀୟ ପାଳି ଝାମୁଯାତ୍ରା। ଏହାସହିତ ବାସନ୍ତିକ ଦୁର୍ଗାପୂଜାର ସପ୍ତମୀ ପୂଜା। ଏଥିପାଇଁ ମାଆଙ୍କ ମନ୍ଦିରରେ ସ୍ୱତନ୍ତ୍ର ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା। ବାସନ୍ତିକ ଦୁର୍ଗାପୂଜାର ସପ୍ତମୀ…

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର, କାକଟପୁର ମା’ ମଙ୍ଗଳାଙ୍କ ପୀଠରେ ମାନସିକଧାରୀଙ୍କ ଭିଡ଼

ପୁରୀ (କେନ୍ୟୁଜ): ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ ଆଜି ଚଳଚଂଚଳ । ଆଜି ହେଇଛି ମାଆଙ୍କର ଜନ୍ମଉତ୍ସବ ବା ପ୍ରସିଦ୍ଧ ନେତ୍ରୋତ୍ସବ । ପରମ୍ପରା ଅନୁଯାୟୀ ମାଆଙ୍କ ନୂତନ ନେତ ମନ୍ଦିର ଚୂଳରେ ବନ୍ଧା ହେବାର ବିଧି ରହିଛି। ରାତି ୨ଟାରୁ…

କାକଟପୁର ମା ମଙ୍ଗଳାଙ୍କ ମନ୍ଦିରରେ ଲାଗିଲା ଏକ କୁଇଣ୍ଟାଲ ଓଜନର ଘଣ୍ଟି, ଅଧକିଲୋମିଟର ଯାଏ ଶୁଭୁଛି ଶବ୍ଦ

କାକଟପୁର(କେନ୍ୟୁଜ୍): କାକଟପୁର ମା ମଙ୍ଗଳାଙ୍କ ମନ୍ଦିରରେ ଲାଗିଲା ବଡ ଘଣ୍ଟି। ଏହି ଘଣ୍ଟି ଟି ଲାଗିବା ପରେ ଏହାକୁ ବଜାଇ ଭକ୍ତ ଓ ଶ୍ରଦ୍ଧାଳୁ ମା ମଙ୍ଗଳାଙ୍କ ଆଶିଷ ନେଉଛନ୍ତି। ଏହି ଘଣ୍ଟିର ଧୋନୀରେ ମନ୍ଦିର ପରିବେଶ ପ୍ରକମ୍ପିତ ହେଉଥିବା ବେଳେ ଏହାର ଶବ୍ଦ ମନ୍ଦିର ଠାରୁ ଅଧକିଲୋମିଟର…

ଆଜି ଚୈତ୍ର ମାସ ଶେଷ ମଙ୍ଗଳବାର: ଜାଣନ୍ତୁ ମା’ମଙ୍ଗଳାଙ୍କ କିମ୍ବଦନ୍ତୀ ଓ ଘଣ୍ଟପାଟୁଆ ନୃତ୍ୟର ସ୍ବତନ୍ତ୍ରତା

କାକଟପୁର(କେନ୍ୟୁଜ୍): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାମଙ୍ଗଳା । ରାଜ୍ଯର ଅନ୍ଯାନ୍ଯ ଶକ୍ତିପୀଠ ମଧ୍ୟରୁ ଏ ହେଉଛି ଆଦ୍ୟ ଶକ୍ତିପୀଠ। ମା ମଙ୍ଗଳାଙ୍କ ମନ୍ଦିରରେ ଚାଲିଥାଏ ବାରମାଷରେ ତେରପର୍ବ। ସେଥିମଧ୍ୟରୁ ମାମଙ୍ଗଳାଙ୍କ ଚୈତ୍ର ମାସର ଝାମୁଯାତ୍ରା ହେଉଛି ପ୍ରମୁଖ ପର୍ବ।…

୭୫ ବର୍ଷୀୟ ଭକ୍ତ ଭକ୍ତହରି : ଯିଏ ୨୦୦କି.ମି ରାସ୍ତା ଚାଲି ଚାଲି ଆସି ପହଞ୍ଚିଲେ କାକଟପୁର ମା’ ମଙ୍ଗଳାଙ୍କ…

କାକଟପୁର(କେନ୍ୟୁଜ୍): ଦେହରେ ଥରେ ଭକ୍ତିର ରଙ୍ଗ ଲାଗିଗଲା ପରେ ଭକ୍ତଟିଏ ହୋଇଉଠେ ଆନମନା । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକରୁ ଚାଲି ଚାଲି ଆସି କାକଟପୁର ମା'ମଙ୍ଗଳାଙ୍କ ପୀଠରେ ପହଞ୍ଚିଥିବା ୭୫ ବର୍ଷୀୟ ବୃଦ୍ଧ ଭକ୍ତହରି ଲେଙ୍କାଙ୍କ କ୍ଷେତ୍ରରେ ।…

କେବେ ଠୁ ଆରମ୍ଭ ହୋଇଛି କାକଟପୁରର ମା’ ମଙ୍ଗଳାଙ୍କ ଅନନ୍ଯ ସେବା ଘଣ୍ଟପାଟୁଆ, ଜାଣନ୍ତୁ

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ବାରମାସରେ ପାଳିତ ହୁଏ ତେରପରବ। ସେଥିମଧ୍ୟରୁ ଚୈତ୍ର ମାସ ମଙ୍ଗଳବାର ଓଷା ବା ଝାମୁ ଯାତ୍ରା ହେଉଛି ମା ମଙ୍ଗଳାଙ୍କ ମୁଖ୍ଯ ପର୍ବ। ଏହି ଝାମୁ ଯାତ୍ରା ବା ଚୈତ୍ର ମଙ୍ଗଳବାର ଓଷାକୁ ଓଡିଶାର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ଯନ୍ତ…

ଆଜି ଖୋଲିଲା ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ସହିତ କାକଟପୁର ମା’ମଙ୍ଗଳାଙ୍କ ମନ୍ଦିର: ଦର୍ଶନ ପରେ ଭାବବିହ୍ଵଳ…

କେନ୍ଯୁଜ୍: ଆଜି ପୁରୀ ଜଗନ୍ନାଥଙ୍କ ମନ୍ଦିର ଖୋଲିବା ପରେ ଖୋଲିଛି ମହାପ୍ରଭୁ ଶ୍ରୀ ଅଲାରନାଥଙ୍କ ମନ୍ଦିର। ଦୀର୍ଘ ୯ ମାସ ପରେ ଖୋଲିଛି ପହୁଡ। ମନ୍ଦିର ଖୋଲିବା ପରେ ଦର୍ଶନ ପାଇଁ ଭକ୍ତମାନଙ୍କ ଧାଡି ଲାଗିଛି। ଦୀର୍ଘ ମାସ ପରେ ଅଲାରନାଥଙ୍କ ଦର୍ଶନ କରି ଭକ୍ତମାନେ ଭାବବିହ୍ଵଳ ହୋଇ ପଡିଛନ୍ତି।…