Browsing Tag

kartika purnima

ଐତିହାସିକ ଦୟା ନଦୀ ପାଦ ଦେଶରେ ତ୍ରୟୋଦଶତମ ବୋଇତ ବନ୍ଦାଣ ଉତ୍ସବ

ପିପିଲି: ଭୁବନେଶ୍ଵର ଉପକଣ୍ଠ ଲିଙ୍ଗିପୁର ଘାଟ ନିକଟରେ ପୂଣ୍ୟତୟା ଦୟା ନଦୀ । ଦୟା ନଦୀ ପାଦ ଦେଶରେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ତ୍ରୟୋଦଶତମ ବୋଇତ ବନ୍ଦାଣ ଉତ୍ସବ ଆୟୋଜିତ ହୋଇଛି । ସାତ ସାଧବ ପୁଅଙ୍କ ସହିତ ସାଧବ ବୋହୂଙ୍କୁ ଦେଖିବାକୁ ମିଳିଥିଲା ଏହି ଐତିହାସିକ…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଭୋରୁ ଉଠି ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ; ନଦୀ, ନାଳ, ପୁଷ୍କରିଣୀରେ ଜମିଲା ଭିଡ

ଭୁବନେଶ୍ୱର : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଆ-କା-ମା-ବୈ ବୋଲି ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଧର୍ମମାସର ଶେଷ ଦିନରେ ବିଭିନ୍ନ ନଦୀ ଓ ପୁଷ୍କରଣୀରେ ଡଙ୍ଗା ଭସାଇବା ସହ ବୁଡ ପକାଇଛନ୍ତି। ଉତ୍କଳୀୟ ପରମ୍ପରାକୁ ମନେପକାଇ ଡଙ୍ଗାଭସାଇଛନ୍ତି ।  ସୁରକ୍ଷା ପାଇଁ ବିଭିନ୍ନ ନଦୀ ଓ…

କାର୍ତ୍ତିକ ପୂର୍ଣ୍ଣମୀରେ ସୃଷ୍ଟି ହେଉଛି ନୂଆ ଯୋଗ, ଯାହାର ପ୍ରଭାବରେ କିଛି ରାଶିଙ୍କ ବଦଳିଯିବ ଭାଗ୍ୟ

ଆଉ କିଛି ଘଣ୍ଟା ପରେ ଆସୁଛି କାର୍ତ୍ତିକ ପୂର୍ଣ୍ଣମୀ । ଯାହା ଆସନ୍ତାକାଲି ୧୫ରେ ପଡୁଛି । ଏହି ଦିନରେ ଭଗବାନ ବିଷ୍ଣୁ ଏବଂ ମା ଲଷ୍ମୀଙ୍କ ସହିତ ଶିବଙ୍କର ପୂଜା ହେବାର ବିଧି ବିଧାନ ରହିଛି । ଏହି ଦିନରେ ଦେବତା ମାନଙ୍କର ପବିତ୍ର ଦୀପାବଳୀ ପାଳନ କରାଯାଏ । ଏହି ବର୍ଷ କାର୍ତ୍ତିକ ପୂର୍ଣ୍ଣମୀ…

ଗୋବରରୁ ପ୍ରସ୍ତୁତ ହୋଇଛି ଡଙ୍ଗା, ପରିବେଶକୁ ରଖିବ ସ୍ବଚ୍ଛ

ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମାରେ ସୋଲ ଓ ପ୍ଲାଷ୍ଟିକ୍ ଡଙ୍ଗା ସମସ୍ତେ ଭସାନ୍ତି । କିନ୍ତୁ ପରିବେଶକୁ ଧ୍ୟାନରେ ରଖି ତିଆରି କରାଯାଇଛି ଗୋବର ଡଙ୍ଗା । ଏଥର ସୋଲ ଓ ପ୍ଲାଷ୍ଟିକ୍ ବଦଳରେ ଭାସିବ ହାତ ତିଆରି ଗୋବର ଡଙ୍ଗା । ଗୋବରରୁ ପ୍ରସ୍ତୁତ ଦୀପ ଓ ଡଙ୍ଗା…

ସରପଞ୍ଚଙ୍କ ଡଙ୍ଗା, କଳାକୁ ବଞ୍ଚାଇବା ପାଇଁ ଏମାନେ ଚେଷ୍ଟା ଜାରି ରଖିଛନ୍ତି  

ଚାଲିଛି ପୁଣ୍ୟ ମାସ କାର୍ତ୍ତିକ ମାସ ।  କାର୍ତ୍ତିକ ମାସରେ ପୂର୍ଣ୍ଣିମା ପୂର୍ବରୁ ସବୁଠୁ ବେଶି ମନେ ପଡେ ଡଙ୍ଗା କଥା । ଓଡ଼ିଆମାନଙ୍କ ଏହି ପର୍ବ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଁ ଠୁ ସହର ସବୁଆଡେ ଉତ୍ସବମୁଖର ହୋଇପଡେ । ଏହି ଦିନରେ  ଡଙ୍ଗା…

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଏବେ ଠାରୁ ବ୍ୟସ୍ତ କାରିଗର, ଡଙ୍ଗା ତିଆରି କରି ଗୁଜୁରାଣ ମେଣ୍ଟାନ୍ତି ଏମାନେ

ଚାଲିଛି ପୁଣ୍ୟ ମାସ କାର୍ତ୍ତିକ ମାସ । କାର୍ତ୍ତିକ ମାସରେ ପୂର୍ଣ୍ଣିମା ପୂର୍ବରୁ ସବୁଠୁ ବେଶି ମନେ ପଡେ ଡଙ୍ଗା କଥା । ଓଡ଼ିଆମାନଙ୍କ ଏହି ପର୍ବ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଁ ଠୁ ସହର ସବୁଆଡେ ଉତ୍ସବମୁଖର ହୋଇପଡେ । ଏହି ଦିନରେ  ଡଙ୍ଗା…

ଆଜି କାର୍ତ୍ତିକ ପୂର୍ଣ୍ଣିମା: ସୁନା ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

ପୁରୀ (କେନ୍ୟୁଜ): ଶ୍ରୀକ୍ଷେତ୍ରର ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେପଟେ ଆଜିର ଏହି ପବିତ୍ର ଦିନରେ…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ଭୁବନେଶ୍ବର/ କଟକ (କେନ୍ୟୁଜ): ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପଞ୍ଚୁକର ଶେଷ ଦିନ। ଡଙ୍ଗା ଭସାଇବା ପାଇଁ ବିଭିନ୍ନ ପୁଷ୍କରଣୀ ଓ ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। କାହିଁ କେଉଁ କାଳରୁ ଓଡ଼ିଆ ଜାତିର ଅନନ୍ୟ ପରମ୍ପରା ବୋଇତ ବନ୍ଦାଣ ଉତ୍ସବ। କାର୍ତ୍ତିକ ପୂର୍ଣ୍ଣିମାରେ ସକାଳୁ ଉଠି…

ପ୍ରସିଦ୍ଧ ରାସ ଯାତ୍ରା ପାଇଁ ହରିପୁର ଅଞ୍ଚଳ ଉତ୍ସବମୁଖର, କୁଞ୍ଜରେ ଶୋଭାପାଉଛନ୍ତି ରାଧାକୃଷ୍ଣ ଓ ମଦନମୋହନ

ପ୍ରସିଦ୍ଧ ରାସ ଯାତ୍ରା ପାଇଁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ହରିପୁର ଅଞ୍ଚଳ ଏବେ ଖୁବ ଚଳଚଞ୍ଚଳ। ପରମ୍ପରା ଅନୁଯାୟୀ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇଥାଏ ଏହି ଯାତ୍ରା । ଅଞ୍ଚଳର ମଠ ମନ୍ଦିର ଏବଂ କୁଞ୍ଜରେ ପୂଜା ପାଇଥାନ୍ତି ରାଧାକୃଷ୍ଣ ଏବଂ ମଦନମୋହନ । ଏହି ସମୟରେ ସମଗ୍ର…

ଆଜି କାର୍ତ୍ତିକ ପୂର୍ଣ୍ଣିମା, ଚନ୍ଦ୍ର ଗ୍ରହଣ ଯୋଗୁ ସଅଳ ସରିଛି ଡଙ୍ଗା ଭସା

ଭୁବନେଶ୍ୱର(କେନ୍ୟୁଜ୍): ଆଜି କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସ କାର୍ତ୍ତିକର ଶେଷ ଦିନ । ଆଜିର ଦିନରେ ବୋଇତ ବନ୍ଦାଣ ପରମ୍ପରା ରହିଛି । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜଳାଶୟରେ ଲୋକ ଡଙ୍ଗା…

ଆଜି କାର୍ତ୍ତିକ ପୂର୍ଣ୍ଣିମା: ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଛନ୍ତି ଲୋକେ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜେଶ୍ୱର…

ପୁରୀ(କେନ୍ଯୁଜ୍): ୧୨ ମାସରେ ୧୩ ପର୍ବ ମଧ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଅନ୍ୟତମ। ଏହି ଅବସରରେ ସକାଳୁ ଉଠି ଡଙ୍ଗା ଭସାଇବାର ପରମ୍ପରା ରହିଛି। ଲୋକମାନେ ମନ୍ଦିର ଯାଇ ବିଭିନ୍ନ ଜଳାଶୟ ମାନଙ୍କରେ କଦଳୀ ପାଟୁଆ ଓ ସୋଲରେ ତିଆରି ଡଙ୍ଗା ଭସାଇଛନ୍ତି। ଆ-କା-ମା-ବୈ, ପାନ ଗୁଆ…

ବଡବିଲ୍‌ : କଟକଣାରେ ଅନୁଷ୍ଠିତ ହେଲା ଅନଲାଇନ ପାରମ୍ପାରିକ ବୋଇତ ନିର୍ମାଣ ପ୍ରତିଯୋଗିତା

କେନ୍ୟୁଜ୍‌ : ଆଜି ହେଉଛି ଓଡିଶାର ଗୌରବମୟୀ ନୌବାଣିଜ୍ୟକୁ ମନେ ପକାଇବାର ଦିନ। କୋଟି କୋଟି ଓଡିଆ ପ୍ରତିବର୍ଷ ନିଷ୍ଠା ଓ ପରମ୍ପରା ସହିତ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଥାନ୍ତି। ଚଳିତ ବର୍ଷ କୋଭିଡ କଟକଣା ସତ୍ତ୍ୱେ ବିଭିନ୍ନ ଉପାୟ ଅବଲମ୍ବନ କରି ପାରମ୍ପାରିକ ବୋଇତ ବନ୍ଦାଣ ଉତ୍ସବ ସାରା…