Browsing Tag

kashmir issue

ମିଳିତ ଜାତିସଂଘରେ ପୁଣି କାଶ୍ମୀର ପ୍ରସଙ୍ଗ, ପାକିସ୍ତାନର ବନ୍ଧୁ ଚୀନ୍‌ ଏହି ବୈଠକ ପାଇଁ ପକାଇଛି ଚାପ

କେନ୍ୟୁଜ୍(ବ୍ୟୁରୋ): ମିଳିତ ଜାତିସଂଘରେ ପୁଣି କାଶ୍ମୀର ପ୍ରସଙ୍ଗ। ଜାତିସଂଘ ସୁରକ୍ଷା ପରିଷଦରେ ହେବ ରୁଦ୍ଧଦ୍ୱାର ବୈଠକ। କାଶ୍ମୀର ପ୍ରସଙ୍ଗରେ ଆଜି ନ୍ୟୁୟର୍କରେ ରାତିରେ ଏହି ବୈଠକ ବସିବା କାର୍ଯ୍ୟକ୍ରମ ରହିଛି। ପାକିସ୍ତାନର ବନ୍ଧୁ ଚୀନ୍‌ ଏହି ବୈଠକ ପାଇଁ ଚାପ ପକାଇଛି। ପୂର୍ବରୁ ମଧ୍ୟ…

କଶ୍ମୀର ପ୍ରସଙ୍ଗରେ ମୁହଁ ଖୋଲିବା ପୂର୍ବରୁ ଚୌକିରୁ ଦୁମ୍‌ ହୋଇ ପଡିଲେ ପାକିସ୍ତାନର ବିଶ୍ଲେଷକ, ଜିଭ କାମୁଡିଲେ…

କେନ୍ୟୁଜ୍‌ (ବ୍ୟୁରୋ):   କଶ୍ମୀର ପ୍ରସଙ୍ଗ ନେଇ ପାକିସ୍ତାନରେ ଏକ  ଟିଭି ସୋରେ ଡିବେଟ ଚାଲିଥିବା ବେଳେ ସିଟରୁ ଗଳି ପଡିଲେ ପାକିସ୍ତାନର ଜଣେ ବିଶ୍ଲେଷକ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ସୂଚନା ମୁତାବକ ୧୬ ତାରଖରେ…

ଝଟ୍‌କା ପରେ ଝଟ୍‌କା ଖାଉଛି ପାକିସ୍ତାନ, କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତାକୁ ମନା କରିଦେଇଛି ମିଳିତ ଜାତିସଂଘ

କଶ୍ମୀର ପ୍ରସଙ୍ଗରେ ଭାରତକୁ ଘେରିବାକୁ ଚକ୍ରାନ୍ତ କେବଳ ଝଟ୍‌କା ପରେ ଝଟ୍‌କା ଖାଉଛି ପାକିସ୍ତାନ। ଫସର ଫାଟୁଛି ସବୁ କୂଟନୀତି। ଆଜି ପୁଣି ଥରେ ଜାତିସଂଘରୁ ମିଳିଛି ଜୋରଦାର ଝଟ୍‌କା। ମଧ୍ୟସ୍ଥତାକୁ ମନା କରିଦେଇଛି ମିଳିତ ଜାତିସଂଘ। ମହାସଚିବ ଗୁଟେରସ୍‌ଙ୍କ ମୁଖପାତ୍ର ଷ୍ଟିଫେନ୍‌ ଦୁଜାରିକ…

ପାକିସ୍ତାନକୁ ପୁଣି ଝଟକା, କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ମନା କଲା ଜାତିସଂଘ

ପାକିସ୍ତାନକୁ ପୁଣି ଝଟକା। କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କଲା ମିଳିତ ଜାତିସଂଘ । ଏହା ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ପ୍ରସଙ୍ଗ । ଏଥିରେ ମଧ୍ୟସ୍ଥତା କରାଯିବ ନାହିଁ ବୋଲି ସଫସଫା ଶୁଣାଇଛନ୍ତି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେର୍ସ । ଆମେରିକା ମଧ୍ୟ ପାକିସ୍ତାନକୁ ନିରାଶ…

ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ,କହିଲେ ଉଭୟ ଦେଶ ଚାହିଁଲେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ରାଜି

କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ। ହ୍ଵାଇଟ୍‌ ହାଉସ୍‌ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ୍‌ଙ୍କ ଭେଟିବା ଅବସରରେ ଟ୍ରମ୍ପ କହିଛନ୍ତି, ଉଭୟ ଦେଶ ଚାହିଁଲେ, ସେ କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ରାଜି ଅଛନ୍ତି । ଏହି…