Browsing Tag

kendrapara news

କେନ୍ଦ୍ରାପଡ଼ା ଗିରଙ୍ଗ ଗାଁରେ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୫ ଗୁରୁତର, କେହି ଦୁର୍ବୃତ୍ତ ଘରେ ତାଲା ପକାଇ ନିଆଁ ଲଗାଇ…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଗିରଙ୍ଗ ଗାଁରେ ଅଗ୍ନିକାଣ୍ଡ । ଏଥିରେ ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି । ପରିବାର ଲୋକେ ଘରେ ଶୋଇଥିବା ବେଳେ ବାହାରପଟୁ କେହି ଦୁର୍ବୃତ୍ତ ଘରେ ତାଲା ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ନିଆଁର ପ୍ରକୋପ ଏତେ…

ଏଏସଆଇଙ୍କ ବିରୋଧରେ ହତ୍ୟା ଅଭିଯୋଗ: ନ୍ୟାୟ ପାଇବା ପାଇଁ କେନ୍ଦ୍ରାପଡ଼ା ଏସପିଙ୍କୁ ଭେଟିଲେ ପୁଅକୁ ହରାଇଥିବା ମାଆ

କେନ୍ଦ୍ରାପଡ଼ା : ମହିଳା ଏଏସଆଇଙ୍କ ବିରୋଧରେ ହତ୍ୟା ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଅଭିଯୋଗ ଅନୁଯାୟୀ ପଟ୍ଟାମୁଣ୍ଡାଇ ଥାନାରେ କାର୍ଯ୍ୟ କରୁଥିବା ମହିଳା ଏଏସଆଇଙ୍କ ସହ ତାଙ୍କ ପୁଅ ଦେବାଶିଷଙ୍କର ପ୍ରେମ ସମ୍ପର୍କ ଥିଲା । ଜାତିଆଣ ମନୋଭାବ ଯୋଗୁ ତାଙ୍କ ପୁଅକୁ ବିବାହ କରିବାକୁ…

ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହାଣି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗରାପୁରରେ ଅଭାବନୀୟ ଘଟଣା। ସ୍ତ୍ରୀକୁ ହାଣି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ। ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାଫଳରେ ଏଥିରେ ଉତ୍ୟକ୍ତ ହୋଇ…

କେନ୍ଦ୍ରାପଡ଼ାରେ ଆଉ ନୂଆ ୮ କରୋନା ପଜିଟିଭ୍ ଚିହ୍ନଟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଆଉ ନୂଆ ୮ କରୋନା ପଜିଟିଭ୍ ଚିହ୍ନଟ । ସମସ୍ତ ନୂଆ ଚିହ୍ନଟକାରୀ କ୍ୱାରାଣ୍ଟାଇନରେ ରହିଥିଲେ। ସମସ୍ତେ ପ୍ରବାସୀ ଅଟନ୍ତି । ତେବେ ସମସ୍ତ ପଜିଟିଭଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନୂଆ ଚିହ୍ନଟଙ୍କ ସମେତ କେନ୍ଦ୍ରାପଡ଼ାରେ ବର୍ତ୍ତମାନ କୋରୋନା…

କେନ୍ଦ୍ରାପଡା ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା: ନିଜ ସହ ଦୁଇ ଶିଶୁ ପୁତ୍ରଙ୍କୁ କିରୋସିନ ଢାଳି…

କେନ୍ଦ୍ରାପଡା: ଘରୋଇ କଳି ନେଲା ଉଗ୍ର ରୂପ । କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ନିଜ ସହ ଦୁଇ ଶିଶୁ ପୁତ୍ରଙ୍କୁ କିରୋସିନ ଢାଳି ନିଆଁ ଲଗାଇ ଦେଇଛନ୍ତି । ଭୋପାଳ ଗାଁର ସଚିତ୍ର ସ୍ୱାଇଁଙ୍କ ପତ୍ନୀ ଲୋଭାବତୀ ସ୍ୱାଇଁ ୮ ବର୍ଷର…

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୪୦ ରୋଗୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ୪୦ ରୋଗୀ । ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା । ଚିକିତ୍ସାଳୟର ଅଧିକାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡ ସମୟରେ ଭୟବିତ ହୋଇ ମାଆମାନେ ଜନ୍ମିତ…

ହାଇଦ୍ରାବାଦରୁ ଚାଲି ଚାଲି ରାଜନଗରକୁ ଫେରୁଛନ୍ତି ୧୪ ଜଣ ଯୁବକ

ରାଜନଗର: ରାଜ୍ୟର ଅନେକ ଶ୍ରମିକ ଏବେ ବି ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ପ୍ରହରାଜପୁରର ୧୪ ଜଣ ଯୁବକ ହାଇଦ୍ରାବାଦ ପ୍ରଗତି ନଗରରେ ରଡ଼ ମିସ୍ତ୍ରୀ ଭାବେ କାମ କରନ୍ତି । ସେଠାକାର ସରକାର କିଛି ଦିନ ଖାଇବାକୁ ଦେଇ ପରେ ବନ୍ଦ କରିଦେଇଥିବା ସେମାନେ ଅଭିଯୋଗ…