Below header
Browsing Tag

khalistan terrorist

ପୂର୍ବତନ RAW ଓ NIA ମୁଖ୍ୟଙ୍କୁ ମିଳିଲା ‘ଜେଡ୍‌’ ବର୍ଗର ସୁରକ୍ଷା, ଖଲିସ୍ତାନୀ ଧମକ ଭିତରେ କେନ୍ଦ୍ରର ନିଷ୍ପତ୍ତି

ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକକୁ ନଜରରେ ରଖି ଦେଶର ଦୁଇ ପୂର୍ବତନ ଗୁଇନ୍ଦା ଅଧିକାରୀଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ଗୁଇନ୍ଦା ଏଜେନ୍ସି RAWର ପୂର୍ବତନ ମୁଖ୍ୟ ସାମନ୍ତ ଗୋୟଲ ଏବଂ NIAର ପୂର୍ବତନ ମୁଖ୍ୟ ଦିନକର ଗୁପ୍ତାଙ୍କୁ Z ବର୍ଗର ସିକ୍ୟୁରିଟି କଭର୍‌ ଦିଆଯାଇଛି । ଖଲିସ୍ତାନୀ…

ନିଜ୍ଜାର ହତ୍ୟାକାଣ୍ଡ ମାମଲା: ତିନି ଜଣ ଭାରତୀୟଙ୍କୁ ଗିରଫ କଲା କାନାଡା ପୋଲିସ

କାନାଡା ପୋଲିସ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ୩ ଜଣ ଭାରତୀୟ ନାଗରିକ ବୋଲି ଜଣାପଡିଛି । ସେମାନଙ୍କ ନାଁ କରଣ ବରାର (୨୨), କମଲପ୍ରୀତ ସିଂ(୨୨), କରଣପ୍ରୀତ ସିଂ (୨୮) ରହିଛି । ତେବେ ଏମାନେ ଗତ ୩/୫ ବର୍ଷ ହେବ…

ଭାରତକୁ ଖଲିସ୍ତାନ ଆତଙ୍କୀ ପନ୍ନୁଙ୍କ ବଡ଼ ଧମକ, ୧୯ ନଭେମ୍ବରରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କଲେ ଆଉ ଘରକୁ ଫେରିବେନି

ଖଲିସ୍ତାନ ଆତଙ୍କୀଙ୍କ ଖୁଲମଖୁଲା ଧମକ। ଆତଙ୍କୀ ପନ୍ନୁଙ୍କ ବଡ଼ ଚେତାବନୀ..୧୯ ନଭେମ୍ବରକୁ ଏୟାର ଇଣ୍ଡିଆ ଫ୍ଲାଇଟ ରେ ଗଲେ ଆଉ କେହି ଫେରିବେନି। ଯଦି ଏହି କଥାକୁ କେହି ଗୁରୁତର ସହ ନ ନେବେ … ତାହେଲେ ମୃତ୍ୟୁ ସୁନିଶ୍ଚିତ। ଏହାପରେ ଆମକୁ ଦୋଷ ଦେବେ ନାହିଁ .. ଏଭଳି କିଛି ଧମକ ପୂର୍ଣ୍ଣ ମେସେଜ…

ସ୍କଟଲାଣ୍ଡରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ, ଭାରତୀୟ ହାଇ କମିସନର ବିକ୍ରମ ଦୋରାଇସ୍ୱାମୀଙ୍କୁ ଗୁରୁଦ୍ୱାରକୁ…

ଇଂଲଣ୍ଡ ସ୍ଥିତ ଭାରତୀୟ ହାଇକମିସନର ବିକ୍ରମ ଦୋରାଇସ୍ବାମୀଙ୍କୁ ସ୍କଟଲାଣ୍ଡ ସ୍ଥିତ ଗୁରୁଦ୍ବାରକୁ ଯିବାକୁ ଦେଇନାହାନ୍ତି ଖଲିସ୍ତାନୀ ସମର୍ଥକ । ଭାରତୀୟ ହାଇ କମିସନରଙ୍କୁ କାରରୁ ବାହାରିବା ପାଇଁ ମଧ୍ୟ ସୁଯୋଗ ଦେଇନାହାନ୍ତି । ଏହାକୁ ନେଇ ବ୍ରିଟେନରେ ଥିବା ଭାରତୀୟ ସମୁଦାୟ ଲୋକ ଏଫଆଇଆର…

କାନାଡାରେ ଖଲିସ୍ତାନୀ ଆତଙ୍କୀ ନିଜରଙ୍କ ଦେହରେ ବାଜିଥିଲା ୩୪ଟି ଗୁଳି, ଦୁଇଟି ଗାଡ଼ିରେ ଆସିଥିଲେ ୬ ଆକ୍ରମଣକାରୀ

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରଙ୍କ ହତ୍ୟାର ଏକ ସିସିଟିଭି ଭିଡିଓ ସାମ୍ନାକୁ ଆସିଛି। କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସରେ ଅଞ୍ଚଳରେ ଥିବା ଏକ ଗୁରୁଦ୍ୱାରର ପାର୍କିଂ ସ୍ଥଳୀରେ ନିଜରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ୱାଶିଂଟନ୍ ପୋଷ୍ଟରେ ପ୍ରକାଶିତ ରିପୋର୍ଟ ଅନୁସାରେ,…

ଖଲିସ୍ଥାନୀ ଆତଙ୍କବାଦୀର ଯୋଜନା, କାଶ୍ମୀରକୁ ଭାରତରୁ ଅଲଗା କରି ଗଢିବ ଉର୍ଦ୍ଦୁଇସ୍ତାନ

ଭାରତକୁ ଭାଗ ଭାଗ କରିବାକୁ ଯୋଜନା କରୁଛି ପଳାତକ ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପତ୍ତୱନ୍ତ ସିଂହ ପନ୍ନୁନ। କାଶ୍ମୀରକୁ ଭାରତରୁ ଅଲଗା କରି ଗଢିବ ଡେମୋକ୍ରାଟିକ ରିପବ୍ଲିକ ଅଫ ଉର୍ଦ୍ଦୁଇସ୍ତାନ। ଏଥିପାଇଁ କାଶ୍ମୀର ବାସିନ୍ଦାଙ୍କୁ ମତାଉଛି। ଶିଖ ଫର ଜଷ୍ଟିସ ସଂଗଠନ ମାଧ୍ୟମରେ ଧର୍ମ ଆଧାରରେ…

ଖଲିସ୍ତାନୀ ବିରୋଧରେ ଭାରତ ସରକାରଙ୍କ ବଡ ପଦକ୍ଷେପ, OCI କାର୍ଡ ହେବ ରଦ୍ଦ, ଭାରତରେ ପ୍ରବେଶ ନିଷେଧ

ଖଲିସ୍ତାନୀଙ୍କ ବିରୋଧରେ ଭାରତ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଭାରତ ସରକାର ଆମେରିକା, ବ୍ରିଟେନ, କାନାଡା ଏବଂ ଅଷ୍ଟ୍ରେଲିଆରେ ଥିବା ସମସ୍ତ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଚିହ୍ନଟ କରି ଓସିଆଇ କାର୍ଡ ରଦ୍ଦ କରିବା ସହିତ ଭାରତରେ ପ୍ରବେଶ ଉପରେ…

ଖଲିସ୍ତାନୀ ଆତଙ୍କୀ ପନ୍ନୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ; ଅମୃତସର ଓ ଚଣ୍ଡୀଗଡ଼ରେ ଥିବା ସମ୍ପତ୍ତି ଜବତ କଲା NIA

ଖଲିସ୍ତାନୀ ଆତଙ୍କୀ ତଥା ପ୍ରତିବନ୍ଧିତ ଶିଖ ଫର୍‌ ଜଷ୍ଟିସ୍‌ (SFJ)ର ନେତା ଗୁରପତ୍‌ବନ୍ତ ସିଂ ପନ୍ନୁଙ୍କ ସମ୍ପତ୍ତି ଜବତ କରିଛି ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (NIA)। ପଞ୍ଜାବର ଅମୃତସର ଏବଂ ଚଣ୍ଡୀଗଡ଼ରେ ଥିବା ପନ୍ନୁଙ୍କ ସମ୍ପତ୍ତିକୁ NIA ଜବତ କରିଛି। ପନ୍ନୁ ବର୍ତ୍ତମାନ ଆମେରିକାରେ…

ଖଲିସ୍ତାନୀ ଆତଙ୍କବାଦୀ ପରମଜିତ୍‌ ପଂଜଓ୍ଵରକୁ ପାକିସ୍ତାନରେ ହତ୍ୟା

ଲାହୋର : ଖଲିସ୍ତାନୀ ଆତଙ୍କବାଦୀ ପରମଜିତ ପଂଜଓ୍ଵରକୁ ପାକିସ୍ତାନରେ ହତ୍ୟା କରାଯାଇଛି । ସେ ପୋଲିସ ଫାଇଲରେ ମୋଷ୍ଟ ଓ୍ଵାଣ୍ଟେଡ ଥିଲା । ଲାହୋରରେ ତାକୁ ଗୁଳି କରି ହତ୍ୟା କରାଯାଇଛି । ପାକିସ୍ତାନରେ ଛଦ୍ମ ବେଶରେ ରହି ସେଠାରୁ ଖଲିସ୍ତାନ ଆନ୍ଦୋଳନ ପାଇଁ କାମ କରୁଥିଲା ପରମଜିତ୍‌ । ଲାହୋରର…

ଦିଲ୍ଲୀ ପୋଲିସକୁ ବଡ଼ ସଫଳତା: ଖଲିସ୍ତାନ ଆତଙ୍କବାଦୀ ସୁଖମିତ ପାଲ ସିଂହ ଓରଫ୍‌ ବିକ୍ରିଓ୍ଵାଲ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସକୁ ବଡ଼ ସଫଳତା । ଖଲିସ୍ତାନ ଆତଙ୍କବାଦୀ ସୁଖମିତ ପାଲ ସିଂହ ଓରଫ୍‌ ବିକ୍ରିଓ୍ଵାଲ ଗିରଫ । ତାକୁ ଦୁବାଇରୁ ଗିରଫ କରାଯାଇଛି । ସେ ହେଉଛି ପଞ୍ଜାବର ମୋଷ୍ଟ ଓ୍ଵାଣ୍ଟେଡ୍‌ ଆତଙ୍କବାଦୀ । ଆଜି ତାକୁ ଦୁବାଇରୁ ଭାରତ ଅଣାଯିବ । ବିକ୍ରିଓ୍ଵାଲ ଆଇଏସ୍‌ଆଇ ପାଇଁ କାମ…