Browsing Tag

kims hospital

କିମ୍‍ସ-ଭୁବନେଶ୍ୱର ପରିସରରେ ବିଶ୍ୱ ମାତୃ ଦିବସ ପାଳନ

କେନ୍ୟୁଜ୍(ବ୍ୟୁରୋ):  ମାଆର ମମତା ଓ ବାତ୍ସଲ୍ୟ ସନ୍ତାନଙ୍କ ଜୀବନର ସ୍ରୋତ। ମାଆ ନିଜ ସନ୍ତାନ ପାଇଁ ସମଗ୍ର ଜୀବନ କଷ୍ଟ ସହ୍ୟ କରିଥାଏ ଏବଂ ପ୍ରତି ବଦଳରେ ସନ୍ତାନକୁ ପୃଥିବୀର ସର୍ବଶ୍ରେଷ୍ଠ ମଣିଷ ଭାବେ ଗଢ଼ି ତୋଳେ। ରବିବାର କିମ୍‍ସ-ଭୁବନେଶ୍ୱର ପରିସରରେ ବିଶ୍ୱ ମାତୃ ଦିବସ ପାଳନ ଅବସରରେ…

 କର୍କଟ ରୋଗୀଙ୍କ ପାଇଁ ଖୁସି ଖବର , କିମ୍‌ସ କ୍ୟାନ୍‌ସର ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍‌ ଅଙ୍କୋଲୋଜି କ୍ଲିନିକାଲ୍‌…

ଭୁବନେଶ୍ୱର(କେନ୍ୟୁଜ୍): କର୍କଟ ରୋଗୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର କିମ୍‌ସ କ୍ୟାନ୍‌ସର ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍‌ ଅଙ୍କୋଲୋଜି କ୍ଲିନିକାଲ୍‌ ସେବା। ଏଥର ଆଉ ଓଡ଼ିଶା ଲୋକଙ୍କୁ କ୍ୟାନ୍‌ସର ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ମାର୍ଚ୍ଚ ୧୪ ତାରିଖରୁ ଆରମ୍ଭ…

କିମ୍‌ସରେ ବିଶ୍ୱ କିଡ଼ନୀ ଦିବସ ପାଳିତ, ସାମିଲ ହେଲେ ୪ ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସହ ଡାକ୍ତର ଏବଂ ହସ୍ପିଟାଲ…

ଭୁବନେଶ୍ୱର(କେନ୍ୟୁଜ): କିଡନୀ (ବୃକ୍‍କ) ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିଡନୀ ସ୍ୱାସ୍ଥ୍ୟକୁ ଅଣଦେଖା କରିବା ଦ୍ୱାରା ରୋଗ ବୃଦ୍ଧି ପାଇଥାଏ। ସାଂପ୍ରତିକି ପରିସ୍ଥିତିରେ ବଢୁଥିବା କିଡ଼ନୀ ସମ୍ବନ୍ଧୀୟ ରୋଗ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୯ ତାରିଖରେ…

ସହଜରେ ସାଧାରଣ ଗରିବଙ୍କୁ ମିଳିବ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା, ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ କିମ୍ସ ସୁପର…

ଭୁବନେଶ୍ବର(କେନ୍ୟୁଜ୍):  ଚିକିତ୍ସା କ୍ଷେତ୍ରରେ କିମ୍‌ସର ଅଭିନବ ପଦକ୍ଷେପ। ସହଜରେ ସାଧାରଣ ଗରିବଙ୍କୁ ମିଳିବ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା। କିଟ୍‌ ବିଶ୍ୱବିଦ୍ୟାଳୟ ଅଧୀନରେ ୨୦୦୭ ମସିହାରେ ଖୋଲିଥିବା କିମ୍‌ସ ମେଡିକାଲ କଲେଜର କଳେବର ବୃଦ୍ଧିପାଇଛି। ଏଠାରେ ଏମ୍‌ବିବିଏସ୍‌, ଡେଣ୍ଟାଲ୍‌ ଓ…

କିମ୍‌ସ ଭୁବନେଶ୍ୱରରେ ବିଶ୍ୱ ଆଇଭିଏଫ୍‌ ଦିବସ ପାଳିତ

ଭୁବନେଶ୍ବର(କେନ୍ୟୁଜ୍):  କିମ୍ସ ଭୁବନେଶ୍ୱରରେ ସୋମବାର ବିଶ୍ୱ ଆଇଭିଏଫ୍‌ ଦିବସ ପାଳିତ ହୋଇଯାଇଛି । ୧୯୭୮ରେ ବିଶ୍ୱର ପ୍ରଥମ ଟେଷ୍ଟ ଟ୍ୟୁବ ଶିଶୁ ଲୁଇସ୍‌ ବ୍ରାଉନଙ୍କ ଜନ୍ମକୁ ପାଳନ କରିବା ପାଇଁ ଜୁଲାଇ ୨୫ ତାରିଖରେ ବିଶ୍ୱ ଆଇଭିଏଫ୍‌ ଦିବସ ପାଳନ କରାଯାଏ । ୨୦୧୭ ମସିହା କିମ୍ସରେ ଏକ ଇନ୍‌…

ବାରିପଦାଠାରେ ପୁଣି ଥରେ ପ୍ରତିଷ୍ଠା ହେବ କୋଭିଡ ହସ୍ପିଟାଲ, ଜିଲ୍ଲା ପ୍ରଶାସନ ଓ କିମ୍ସ କର୍ତ୍ତୃପକ୍ଷଙ୍କ ମଧ୍ୟରେ…

କେନ୍ୟୁଜ୍(ବ୍ୟୁରୋ): କରୋନା ମହାମାରୀର ତୃତୀୟ ଲହରକୁ ଦୃଷ୍ଟିରେ ରଖି ବାରିପଦାଠାରେ ପୁଣି ଥରେ ପ୍ରତିଷ୍ଠା ହେବ କୋଭିଡ ୧୯ ହସ୍ପିଟାଲ । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ କିମ୍ସ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ଏମ୍‌ଓୟୁ । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ୍‌ ଭରଦ୍ୱାଜ୍‌…

ଭୁବନେଶ୍ୱର:କୋଭିଡ ଚିକିତ୍ସା ସେବା କ୍ଷେତ୍ରରେ ପୁଣି ଯୋଡ଼ି ହେଲା କିମ୍‌ସ କୋଭିଡ ହସପିଟାଲ

ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ୱରରେ କୋଭିଡ ଚିକିତ୍ସା ସେବା କ୍ଷେତ୍ରରେ ପୁଣି ଯୋଡ଼ି ହେଲା କିମ୍‌ସ କୋଭିଡ ହସପିଟାଲ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମ, କିମ୍‌ସ କୋଭିଡ ହସ୍‌ପିଟାଲ ଓ ଓଡ଼ିଶା ମାଇନିଂ କର୍ପୋରେସନ ମଧ୍ୟରେ ତ୍ରିପାକ୍ଷିକ ରାଜିନାମା ସ୍ୱାକ୍ଷରିତ…

କିମ୍ସକୁ ହେଲଥ୍‌ ଗିରି-୨୦୨୧ ପୁରସ୍କାର, ଇଣ୍ଡିଆ ଟୁଡେ ଗ୍ରୁପ୍‌ ପକ୍ଷରୁ କରାଗଲା ପୁରସ୍କୃତ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନିଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନସେସ୍‌ ବା କିମ୍‌ସକୁ ମିଳିଛି ଇଣ୍ଡିଆ ଟୁଡେ ହେଲଥ୍‌ ଗିରି ପୁରସ୍କାର ୨୦୨୧ । ଆଜି ନୂଆଦିଲ୍ଲୀରେ ଇଣ୍ଡିଆ ଟୁଡେ ଗ୍ରୁପ୍‌ ପକ୍ଷରୁ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିମସକୁ ଏହି ପୁରସ୍କାର…

କିମ୍‌ସରେ ପ୍ରଥମ ସଫଳ କିଡ୍‌ନୀ ପ୍ରତ୍ୟାରୋପଣ

ଭୁବନେଶ୍ବର(କେନ୍ଯୁଜ୍): କିମ୍‌ସରେ ପ୍ରଥମ ସଫଳ କିଡ୍‌ନୀ ପ୍ରତ୍ୟାରୋପଣ । କିମ୍‌ସରେ ଜଣେ ୨୩ ବର୍ଷୀୟ ଯୁବକଙ୍କଠାରେ କିଡ୍‌ନୀ ପ୍ରତ୍ୟାରୋପଣ ସଫଳତାର ସହ କରାଯାଇଛି। ଯୁବକ ଜଣକ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି। ସେ କିଡ୍‌ନୀ ରୋଗର ଶେଷ ପର୍ଯ୍ୟାୟ ଆକ୍ରାନ୍ତ ହୋଇ କିମ୍‌ସ ହସ୍ପିଟାଲରେ…

କାଠଗଡ଼ାରେ ରାଜ୍ଯର ଏକ ପ୍ରମୁଖ ଗଣମାଧ୍ଯମ, ପୁଣି ଆଉ ଏକ ମାନହାନି ମକଦ୍ଦମା ଦାୟର କଲେ କିମସ୍‌ କୋଭିଡ୍‌ ହସ୍ପିଟାଲ…

ଭୁବନେଶ୍ବର: କାଠଗଡ଼ାରେ ରାଜ୍ଯର ଏକ ପ୍ରମୁଖ ଗଣମାଧ୍ଯମ  । ଉକ୍ତ ଗଣମାଧ୍ଯମ ନାଁରେ ଆଉ ଏକ ମାନହାନି ମକଦ୍ଦମା ଦାୟର କରିଛନ୍ତିି କିମସ୍‌ କୋଭିଡ୍‌ ହସ୍ପିଟାଲ କର୍ତ୍ତୃପକ୍ଷ ।  ଉକ୍ତ ଟିଭି ଚ୍ଯାନେଲର ୯ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କେସ୍‌ କରିଛନ୍ତି କିମସ୍‌ କୋଭିଡ୍‌ ହସ୍ପିଟାଲ୍‌…

କିମ୍ସ କୋଭିଡ ହସପିଟାଲରେ କରୋନ ଆକ୍ରାନ୍ତ ମହିଳାଙ୍କ ଠାରୁ ଜନ୍ମ ନେଲା ଶିଶୁପୁତ୍ର, ବିପଦପୂର୍ଣ୍ଣ ସ୍ଥିତିରେ ସଫଳ…

କେନ୍ୟୁଜ୍ (ବ୍ୟୁରୋ): ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର କିମ୍‌ସ କୋଭିଡ ହସପିଟାଲରେ ଡାକ୍ତର କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ କରୋନା ସଂକ୍ରମିତ ପ୍ରସୂତିଙ୍କ ସନ୍ତାନ ପ୍ରସବ ସଫଳତାର ସହ କରାଇ…

କିମ୍‌ସରେ ବିରଳ ଅସ୍ତ୍ରୋପଚାର, ୭ ବର୍ଷ ଶିଶୁର ଫୁସ୍‌ଫୁସ୍‌ରୁ ବାହାରିଲା କ୍ଷୀରଦାନ୍ତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନେସସ୍‌ କିମ୍‌ସରେ କରାଯାଇଛି ଏକ ବିରଳ ଅସ୍ତ୍ରୋପଚାର । ଜଣେ ୭ବର୍ଷ ଶିଶୁର ଫୁସ୍‌ଫୁସ୍‌ରେ ଅଟକି ରହିଥିବା କ୍ଷୀରଦାନ୍ତକୁ କିମ୍‌ସ ଡାକ୍ତରମାନେ ସଫଳତାର ସହ ବାହାର କରିଛନ୍ତି । ବାଲେଶ୍ୱର ଜିଲ୍ଲାର…