Browsing Tag

kims

ଘରକୁ ଫେରିଲେ କିମସ କୋଭିଡ୍ ହସପିଟାଲର ୧୨ କରୋନା ଯୋଦ୍ଧା, ରୋଗୀ ଚିକିତ୍ସା ପରେ ନିଜେ ୧୪ ଦିନ ଧରି ରହିଥିଲେ…

କିମସ କୋଭିଡ ହସ୍ପିଟାଲରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ୧୨ ଜଣ ଡାକ୍ତର ଆଜି ଘରକୁ ଫେରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସେମାନେ ସାତ ଦିନ କାର୍ଯ୍ୟ କରିବା ପରେ ୧୪ ଦିନ ସଂଗରୋଧରେ ରହିଥିଲେ । ଏହାପରେ ସେମାନଙ୍କ ନମୂନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବାରୁ ଆଜି ଘରକୁ ଯିବା…

କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ୍‌ ସାଇନସେସ୍‌, କିମ୍‌ସରେ ଉଦ୍‌ଘାଟିତ ହେଲା ରାଜ୍ୟ ଓ ଦେଶର ପ୍ରଥମ କୋଭିଡ୍‌…

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ମୁକାବିଲା କ୍ଷେତ୍ରରେ ଆଗକୁ ବଢିଲା ଓଡ଼ିଶା। ଭୁବନେଶ୍ୱର କିମ୍‌ସ ହସପିଟାଲ ପରିସରରେ ଆଜି ଉଦ୍‌ଘାଟିତ ହୋଇଛି ରାଜ୍ୟ ତଥା ଦେଶର ପ୍ରଥମ କୋଭିଡ୍‌ ହସ୍‌ପିଟାଲ । କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍‌ସିଂ ଜରିଆରେ ଏହି…

ବିଦ୍ୟୁତ ବେଗରେ ଚାଲିଛି କିମ୍ସ ହସ୍ପିଟାଲ Covid-19 ବିଭାଗର କାମ, ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ, ଫାଇଭ୍‌ ଟି…

କେନ୍ୟୁଜ୍(ବ୍ୟୁରୋ): ୧୪ ଦିନ ଭିତରେ କାର୍ଯ୍ୟକ୍ଷମ ହେବ କିମ୍‌ସ କୋଭିଡ ୧୯ ହସ୍ପିଟାଲ । ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଫାଇଭ୍‌ ଟି ସଚିବ ଭି କେ ପାଣ୍ଡିଆନ୍‌, ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ, ଡିଏମ୍‌ଇଟି ସିବିକେ ମହାନ୍ତି କିମ୍‌ସ ଯାଇ ହସ୍ପିଟାଲ ଅଗ୍ରଗତିର ସମୀକ୍ଷା କରିଛନ୍ତି…

ରାଜ୍ୟବାସୀଙ୍କ ହିତ ପାଇଁ ଆଗେଇ ଆସିଲା କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (କିମ୍‌ସ), ୫୦୦ ବେଡ୍‌ର କରୋନା…

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ (କିମ୍‌ସ) ପ୍ରସ୍ତୁତ କରିବ କୋଭିଡ୍‌-୧୯ ହସ୍ପିଟାଲ । ୫୦୦ ବେଡ୍‌ର କରୋନା ହସ୍ପିଟାଲ ପ୍ରସ୍ତୁତ ହେବ । ୪୫୦ଟି ବେଡ୍‌ ଏବଂ ୫୦ଟି ଭେଣ୍ଟିଲେଟର୍‌ ରହିବ । ଆଜି ରାଜ୍ୟ ସରକାରଙ୍କ ସହ କିମ୍‌ସ୍‌ ଏନେଇ…

ହେଲ୍‌ଥ କେୟାର ଆଣ୍ଡ ଏଜୁକେସନ୍‌ ସମିଟ୍‌ରେ କିମ୍‌ସକୁ ପୁରସ୍କାର, ମୋଷ୍ଟ ଇନୋଭେଟିଭ୍‌ ମେଡିକାଲ କଲେଜ ଓ ହସ୍ପିଟାଲର…

କେନ୍ୟୁଜ୍(ବ୍ୟୁରୋ):  କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ କିମ୍‌ସକୁ ମୋଷ୍ଟ ଇନୋଭେଟିଭ୍‌ ମେଡିକାଲ କଲେଜ ଓ ହସ୍ପିଟାଲ ପୁରସ୍କାର ପ୍ରଦାନ କରାଯାଇଛି । ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ଏସୀୟ ହେଲ୍‌ଥ କେୟାର ଆଣ୍ଡ ଏଜୁକେସନ୍‌ ସମିଟ୍‌ରେ କିମ୍‌ସକୁ ଏହି…

କନ୍ଧମାଳ ଜିଲ୍ଲାରେ କିମ୍‌ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ, ଯୋଗ ଦେଲେ ପ୍ରାୟ ଚାରି ଶହ ଡାକ୍ତର ଓ…

କନ୍ଧମାଳ(କେନ୍ୟୁଜ୍):  କନ୍ଧମାଳ ଜିଲ୍ଲାରେ କିମ୍‌ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି। ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଫିରିଙ୍ଗିଆ ବ୍ଲକ ତଳଦଣ୍ଡକିଆ ପଞ୍ଚାୟତ, ଫୁଲବାଣୀ ବ୍ଲକ ବିଶିପଡ଼ା ରାଜୀବ ଗାନ୍ଧୀ ସେବାକେନ୍ଦ୍ର, ଖଜୁରୀପଡ଼ା ବ୍ଲକର ଆର୍‌. ନୂଆଗାଁ ପଞ୍ଚାୟତ ଓ…

କିମ୍ସ ଅଡିଟୋରିୟମରେ ସ୍ୱଚ୍ଛ ସର୍ବେକ୍ଷଣ ଆଞ୍ଚଳିକ କର୍ମଶାଳା, ଯୋଗଦେଲେ ମନ୍ତ୍ରୀ ପ୍ରତାପ ଜେନା ସମେତ ବହୁ ବିଷିଷ୍ଟ…

ଭୁବନେଶ୍ୱର(କେନ୍ୟଜ୍): କିମ୍ସ ଅଡିଟୋରିୟମରେ ସ୍ୱଚ୍ଛ ସର୍ବେକ୍ଷଣ ଆଞ୍ଚଳିକ କର୍ମଶାଳା । ଏଥିରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଅତିରିକ୍ତ ସଚିବ ଜିମାଥିଭାତନମ, ରାଷ୍ଟ୍ରୀୟ ମିଶନ ଯୁଗ୍ମ ସଚିବ ବିନୋଦ ଜିନ୍ଦଲ ପ୍ରମୁଖ ଉପସ୍ଥିତ ଥିଲେ । କର୍ମଶାଳାର ଉଦ୍ଦେଶ୍ୟ ସ୍ୱଚ୍ଛ ଓଡିଶା ହେଲେ…

ବୌଦ୍ଧ: କିମ୍‌ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର, ମାଗଣା ଔଷଧ ବଣ୍ଟନ କଲେ କିମ୍‌ସ ଡାକ୍ତର

ବୌଦ୍ଧ(କେନ୍ୟୁଜ୍): କିମ୍‌ସ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। କିମ୍‌ସରୁ ଆସିଥିବା ଡାକ୍ତର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟନ କରିଥିଲେ। ରାମଗଡ଼ ପଞ୍ଚାୟତର ସରକାରୀ…