Below header
Browsing Tag

knewsindia

ହଳଦିଆ ଦାନ୍ତକୁ ସଫା କରିବ ଏହି ଫଳ, ନିଜ ଖାଦ୍ୟରେ କରନ୍ତୁ ଆଡ଼

ସମସ୍ତେ ଚାହାନ୍ତି ଭଲ ବ୍ୟକ୍ତିତ୍ଵ। ସେଥିପାଇଁ ପର୍ସନାଲିଟି ଡେଭେଲୋପଏଣ୍ଟ କ୍ଲାସ ମଧ୍ୟ ଅନେକ ଲୋକ ଅଟେଣ୍ଡ କରନ୍ତି। ଆପଣ ଜାଣିଥିବେ ଅନେକ ଲୋକଙ୍କ ଦାନ୍ତ ହଳଦିଆ ଦେଖାଯାଏ । ଯାହପାଇଁ ସେମାନେ ଅନେକ କିଛି କରିଥାଆନ୍ତି। କିନ୍ତୁ ଏହି ହଳଦିଆ ଦାନ୍ତଠାରୁ ଦୂରରେ ରହିବାକୁ ଆପଣଙ୍କୁ ଆପଣେଇବାକୁ…

WHO ର ଚେତାବନୀ: ଓମିକ୍ରନ୍ ଅପେକ୍ଷା ଅଧିକ ବିପଜ୍ଜନକ ହେବ ଆଗକୁ ଆସିବାକୁ ଥିବା କୋଭିଡ୍ ଭାରିଏଣ୍ଟ

ବର୍ତ୍ତମାନ ସାରା ବିଶ୍ୱରେ କରୋନା ସଂକ୍ରମଣ କମାଇବାକୁ ଲାଗିଛି କିନ୍ତୁ ୟାରୀ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଆଉ ଏକ ଚିନ୍ତାଜନକ ରିପୋର୍ଟ ଦେଇଛନ୍ତି । 'ହୁ' ର ଅଧିକାରୀମାନେ ଗତ ମଙ୍ଗଳବାର ଯେଉଁ ରେପୋର୍ଟ ଦେଇଛନ୍ତି ସେଥିରେ ସେମାନେ କହିଛନ୍ତି ଯେ କରୋନା ଭାଇରସର ପରବର୍ତ୍ତୀ…

ବିଜନେସମ୍ୟାନ ସୁରଜଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ନାଗିନ ଫେମ୍ ମୌନୀ ରୟ, କେରଳ ଷ୍ଟାଇଲରେ ହେଲା ବିବାହ ସମ୍ପନ୍ନ

ଆଜି ବିବାହ ବନ୍ଧନରେ ନିଜ ବଏଫ୍ରେଣ୍ଡଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ମୌନୀ ରୟ । ଶେଷରେ ନିଜର ଦୀର୍ଘ ଦିନର ପ୍ରେମିକ ସୁରଜ ନାମ୍ବିଆରଙ୍କୁ ବିବାହ କରିଛନ୍ତି ମୌନୀ । ଗୋଆରେ ସେମାନଙ୍କର ବିବାହ ପୂର୍ବର ଉତ୍ସବ ଆରମ୍ଭ ହୋଇ ଯାଇଥିଲା ଏବଂ ସେହିଠାରେ…

ଶେହନାଜଙ୍କ ୨୯ ତମ ଜନ୍ମ ଦିନରେ ଭାଇ ଶେହବାଜ୍ ସେୟାର କଲେ ବିଗ୍‌ବସ୍‌-୧୩ର ଭିଡିଓ

ଆଜି ଅଭିନେତ୍ରୀ ଶେହନାଜ୍‌ ଗିଲ୍‌ ୨୯ ବର୍ଷ ବୟସରେ ପାଦ ଥାପିଛନ୍ତି। ତେଣୁ ତାଙ୍କ ଭାଇ ଶେହବାଜ୍ ଆଜି ଶେହନାଜଙ୍କ ଜନ୍ମ ଦିନରେ ବିଗ୍ ବସ୍ ୧୩ ର ଭିଡ଼ିଓ ସେୟାର କରି ତାଙ୍କୁ ଶୁଭେଛା ଜଣାଇଛନ୍ତି । ଏହା ସହିତ ଆଜି ସେ ଯଦି ସଫଳତା ହାସଲ କରିଛନ୍ତି ତେବେ ତାଙ୍କ ଭଉଣୀ ପାଇଁ ସବୁକିଛି ମିଳିଛି…

ପୁଷ୍ପା ଫିଲ୍ମର ଗୀତରେ ନିଜ ଜେଜେମାଙ୍କ ସହ ଡ଼ାନ୍ସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

ବର୍ତ୍ତମାନ ଫିଲ୍ମ ପୁଷ୍ପା ବକ୍ସ ଅଫିସରେ ଧମାଲ କରିଛି। ତେଣୁ ଏହି ଫିଲ୍ମ ସହ ଏହାର ଗୀତକୁ ମଧ୍ୟ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି। ପୁଷ୍ପା: ଦ ରାଇଜର ସୁପରହିଟ ଡାଇଲଗରରେ ଆକ୍ଟିଂ କରି ପୁଣି ରିଲ୍ସ କରି ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଅନେକ ଫେମସ୍ ହେଉଛନ୍ତି । …

ଶରୀରରେ ପ୍ରୋଟିନର ଅଭାବ ହେଲେ ଦେଖାଯାଏ ଏହି ଲକ୍ଷଣ,  ସମୟ ପୂର୍ବରୁ ହୁଅନ୍ତୁ ସତର୍କ

ଅନେକ ସମୟରେ ମଣିଷ ଶରୀରରେ ବିଭିନ୍ନ ପ୍ରକାର ରୋଗର ଲକ୍ଷଣ ଦେଖାଯାଏ । କିନ୍ତୁ ସବୁଠାରୁ ବଡ କଥା ହେଉଛି ଏହି ରୋଗ ନହେବା ପାଇଁ ଶରୀରରେ ଯାହା ଆବଶ୍ୟକ ତାହା ହେଉଛି ପ୍ରୋଟିନ । ଯାହାକି ଆମ ଶରୀର ପାଇଁ ଏକ ଅତ୍ୟାବଶକ ପୋଷଣ । କାରଣ ଶରୀରେ ପ୍ରୋଟିନର ଅଭାବ ହେଲେ ହିଁ ମଣିଷ ଅନେକ ପ୍ରକାର ରୋଗର…

Xiaomi ରେଡମି ନୋଟ୍ ୧୧ଏସ ଅଫିସିଆଲ୍ ଲଞ୍ଚ ତାରିଖ ଘୋଷଣା, ମାର୍କେଟକୁ ଦମଦାର ଫିଚର୍ ସହ ଖୁବ୍ ଶୀଘ୍ର ଆସିବ ଏହି ଫୋନ୍

ବର୍ତ୍ତମାନ ଭାରତୀୟ ମାର୍କେଟରେ ଅଧିକ ମାତ୍ରାରେ ଫୋନ୍ ଲଞ୍ଚ ହେବାରେ ଲାଗିଛି । ନୂଆ ନୂଆ ଫିଚର୍ ସହିତ ବର୍ତ୍ତମାନ ବଜାରକୁ ଆସୁଛି ଫୋନ୍। ତେଣୁ ୟାରିଭିତରେ ଜିଓମି ଏହାର ନୂତନ ସ୍ମାର୍ଟଫୋନ୍ ରେଡମି ନୋଟ୍ 11S କୁ ଆସନ୍ତା ଫେବୃଆରୀ ୯ ରେ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି।  ଏହାର ଭଲ…

ଦୁନିଆର ପ୍ରଥମ ସେନ୍ସର କ୍ୟାମେରା ଫୋନ ଭାରତ ମାର୍କେଟରେ ହେବ ଲଞ୍ଚ, ଓପୋ ରେନୋ ୭ ସିରିଜ୍ ୫ଜି ସ୍ମାର୍ଟଫୋନ DSLR…

ଓପୋ ରେନୋ କମ୍ପାନୀ ମାର୍କେଟରେ ଲଞ୍ଚ କରିବ ଏହାର ୫ଜି ସ୍ମାର୍ଟଫୋନ୍ । ଏହି କମ୍ପାନୀ ଏବେ ଫୋନ୍ କମ୍ପାନୀ ସହିତ ଟକର ଦେବାକୁ ଯାଉଛି। ତେଣୁ ଭାରତରେ ଓପୋ ରେନୋ ଏହାର ୭ ସିରିଜ୍ ୫ଜି ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି। ଓପୋ ଏହାର ଅଫିସିଆଲ୍ ୱେବସାଇଟ୍ ଏବଂ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ଏକ…

ଆଜି ଭାରତୀୟ ସେନାଙ୍କ ପରେଡ଼ରେ ପ୍ରଦର୍ଶନ କରାଯାଇଛି ଏହି ବିଶେଷ ଅସ୍ତ୍ର , ୧୯୭୧ ଓ ୧୯୬୫ ମସିହାରେ ହୋଇଥିବା ଯୁଦ୍ଧରେ…

ଦେଶ ଏହି ବର୍ଷ ପାଳନ କରୁଛି ୭୩ ତମ ଗଣତନ୍ତ୍ର ଦିବସ । ତେଣୁ ଏହି ବର୍ଷର ଗଣତନ୍ତ୍ର ଦିବସକୁ ଭଲ ଭାବେ ପାଳନ କରାଯାଇଛି । ଚଳିତ ବର୍ଷ ରାଜପଥରେ ସ୍ୱାଧୀନତାର ଅମୃତ ପାଳନ କରାଯାଇଛି । ତେବେ ସ୍ୱାଧିନତାର ୭୫ ବର୍ଷ ପରେ ୭୫ ଏୟାରକ୍ରାଫ୍ଟର ଫର୍ମେଶନ ଦେଖିବାକୁ ମିଳିଥିଲା , ଯେଉଁଥିରେ…

ପୃଥିବୀ ପୃଷ୍ଠର ୧୫ ଲକ୍ଷ କିଲୋମିଟର ଉଚ୍ଚରେ ରହିଛି ଜେମ୍ସ ୱେବ ସ୍ପେସ ଟେଲିସ୍କୋପ , ଉତ୍ତୋଳନ କରିବ ମହାଜାଗତିକ ଦୃଶ୍ୟ

ଦୁନିଆର ସବୁଠାରୁ ବଡ ଓ ଶକ୍ତିଶାଳୀ ଟେଲିସ୍କୋପ ର ନିର୍ମାଣ ସରିଛି । ଯାହାର ନାମ ହେଉଛି ଜେମ୍ସ ୱେବ ସ୍ପେସ ଟେଲିସ୍କୋପ । ଏହି ଟେଲିସ୍କୋପ ହିଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଟେଲିସ୍କୋପ । ଏହି ଶକ୍ତିଶାଳୀ ସ୍ପେସ୍ ଟେଲିସ୍କୋପ୍ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କପ ପୃଥିବୀଠାରୁ ପ୍ରାୟ ମିଲିୟନ୍…

ଏହି ରାଜ୍ୟରେ କରୋନା ଆଣ୍ଟିଜେନ ଟେଷ୍ଟ ୫୦ ଓ RT-PCR ଟେଷ୍ଟ ୩୦୦, ସରକାର କମାଇଲେ ଟେଷ୍ଟିଙ୍ଗ ରେଟ

ବର୍ତ୍ତମାନ ସମଗ୍ର ବିଶ୍ୱରେ କୋଭିଡ –୧୯ ବ୍ୟାପିବାରେ ଲାଗିଛି । ଏହା ପରେ ମଧ୍ୟ ସମସ୍ତ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ଅନେକ ଗୁଡିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ଆସିବା ପରେ ଯେହେତୁ ଏହାର ଲକ୍ଷଣ ବିଷୟରେ ଜଣା ପଡୁ ନଥିଲା ଆହା ଅଧିକ ମାତ୍ରାରେ…

ଦେଶଭକ୍ତି ଉପରେ ବଲିଉଡ କରିଛି ଅନେକ ଫିଲ୍ମ, ଆଜି ଗଣତନ୍ତ୍ର ଦିବସରେ ଜାଣନ୍ତୁ ଦେଶର ଶତ୍ରୁ ସହ ଲଢିଥିବା ଏହି ବୀରଙ୍କ…

ଆପଣ ଜାଣିଛନ୍ତି ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥାଏ। ଯେଉଁଥିରେ ଦେଶଭକ୍ତିର ଝଲକ ଦେଖିବାକୁ ମିଳେ। ଯାହା ଆମକୁ ମନେ ପକାଇ ଦିଏ, ଆମ ଦେଶ ପାଇଁ ଲଢିଥିବା ବୀରଙ୍କ ବଳିଦାନ ବିଷୟରେ। ସମସ୍ତଙ୍କୁ ଅପେକ୍ଷା ଥାଏ ଏହି ଦିନ ପାଇଁ। ତେଣୁ ଆଜି ହେଉଛି ପବିତ୍ର…